Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୦୫-୦୨-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୫ ରିଖ ବୁଧବାର ମକର ୨୨ ଦିନ ମାଘମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ବଲଦା ଖଣି ସେରାଜୁଦ୍ଦିନ କମ୍ପାନୀକୁ ମିଳିଲା

ଭୁବନେଶ୍ୱର: ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଲଦା ଲୁହାପଥର ଖଣି ସିରାଜୁଦ୍ଦିନ ଏଣ୍ଡ କମ୍ପାନୀ ହାତରେ ପୂର୍ବପରି ରହିଲା । କେନ୍ଦୁଝର ଜିଲ୍ଲାରେ ଥିବା ଏହି ଖଣିକୁ ୧୧୮.୦୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ନେଇ ସିରାଜୁଦ୍ଦିନ୍…

୭ମ ଥର ପାଇଁ ଟାଇଟଲ ମୁକାବିଲାରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି । ମଙ୍ଗଳବାର ଭାରତ ୧୦ ଉଇକେଟରେ ପାକିସ୍ତାନକୁ ସେମି ଫାଇନାଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲର ବିଜେତାଙ୍କୁ…

‘ଓଡ଼ିଶା ମୋ ପରିବାର’ ଦ୍ୱାରା ଉଦ୍ଧାର ହେଲେ ଦୁବାଇରେ ଫସିରହିଥିବା ୪ ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିରହିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ତରଫରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର୍ ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ…

ଶିକାରା ଫିଲ୍ମ ରିଲିଜ ରୋକିବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ବିସ୍ଥାପିତ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଶିକାରା ଏବେ ଅସୁବିଧାର ସମ୍ମୁଖୀନ ହୋଇଛି । ଫିଲ୍ମ ରିଲିଜ ହେବାକୁ ଆଉ ୩ ଦିନ ବାକିଥିବା ବେଳେ ଜମ୍ମୁ-କଶ୍ମୀର କୋର୍ଟରେ ଏହା ଉପରେ କଟକଣା ଲଗାଇବା ନେଇ ଆବେଦନ କରାଯାଇଛି । ମାଜିଦ ହାଇଦର,…

ତାଜମହଲକୁ ମଧ୍ୟ ବିକ୍ରି କରିଦେବ ବିଜେପି: ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର‌୍ୟାପର୍ ବାଦଶାହ

ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର‌୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍‌ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି…

୩୭୦ ହଟିବା ପରେ ଆତଙ୍କବାଦୀ ସଂଗଠନଠାରୁ ଦୂରେଇ ରହୁଛନ୍ତି ଯୁବପିଢ଼ୀ

ନୂଆଦିଲ୍ଲୀ: ଭାରତ ସରକାର ୩୭୦ ଧାରା ହଟାଇବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଏବେ ଦେଖିବାକୁ ମିଳୁଛି । ସୁରକ୍ଷା ଏଜେନ୍ସିର ଏକ ଆଭ୍ୟନ୍ତରୀଣ ତଥ୍ୟ ଅନୁସାରେ ୨୬ ଜାନୁୟାରୀ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ କେବଳ ୨୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ସେହିପରି ୧…

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଭୁବନେଶ୍ୱର: ଜେଲ୍‌ରୁ ମୁକୁଳିଳେ ନିଲମ୍ବିତ ଆଇଏଏସ୍ ବିଜୟ କେତନ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଝାରପଡା ଜେଲ୍‌ରୁ ମୁକୁଳିଛନ୍ତି । ସୋମବାର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଜେଲ୍‌ରୁ ବାହାରିବା ପରେ ବିଜୟ କେତନ କହିଛନ୍ତି, ଅଦାଲତରେ ମାମଲା ବିଚାରଧୀନ ରହିଛି…

ସିସିଟିଭି କ୍ୟାମେରାରେ ଧରାପଡ଼ିଲା ଓଲିଉଡ୍ ଡାଇରେକ୍ଟରଙ୍କ ଦାଦାଗିରି !

ଭୁବନେଶ୍ୱର: ଓଲିଉଡ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ପିଛା ଛାଡୁନାହିଁ ବିବାଦ । ରାଜଧାନୀର ଏକ ହୋଟେଲ କର୍ମଚାରୀଙ୍କ ସହିତ ମାଡ଼ଗୋଳ କରିବାର ଏକ ଭିଡ଼ିଓ କ୍ଲିପ ଏବେ ଭାଇରାଲ୍ ହେବାରେ ଲାଗିଛି । ସିସିଟିଭିରେ ଏହି ଦୃଶ୍ୟ ରହିଥିବା ବେଳେ ତାଙ୍କ ବିରୋଧରେ ମଧ୍ୟ ହୋଟେଲ୍ ପକ୍ଷରୁ ଅଭିଯୋଗ…