Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରମନ୍ତ୍ରୀ ଥିବାବେଳେ ନିଜେ ଉଦଘାଟନ କରିଥିବା ସିବିଆଇ ବିଲ୍ଡିଂରେ ରାତି ବିତାଇଲେ ଚିଦାମ୍ବରମ !

ନୂଆଦିଲ୍ଲୀ: ନାଟକୀୟ ଭଙ୍ଗୀରେ ଗିରଫ ହେବାର ଘଣ୍ଟାକ ପରେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମ ସିବିଆଇ ବିଲ୍ଡିଂରେ ରାତି କାଟିଥିଲେ । ନୂଆଦିଲ୍ଲୀସ୍ଥିତ ସିବିଆଇ ବିଲ୍ଡିଂରେ ଥିବା ଗେଷ୍ଟ ହାଉସରେ ଚିଦାମ୍ବରମଙ୍କ ରାତିଟି କେବଳ ଅନିଦ୍ରାରେ ହିଁ…

ପରିବା ଦର ହେଲା ଆକାଶଛୁଆଁ, ଖାଉଟୀ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ପରିବା ଦର । ଗରିବ ଲୋକର ସାହାରା କୁହାଯାଉଥିବା ଆଳୁ ପିଆଜରେ ବି ହାତ ମାରି ହେଉନାହିଁ । ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଫଳରେ…

ଜାଣନ୍ତୁ, ହିଟଲରଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ଭୁବନେଶ୍ୱର: ହିଟଲରତ ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ହିଟଲରଙ୍କ ସାମ୍ରାଜ୍ୟର ଡର ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଜର୍ମାନୀର ତାନାସ ଓ ଦୁନିଆକୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଠେଲିଥିବା ହିଟଲରଙ୍କ ବିଷୟରେ ଅନେକ ଅଜବ ଗଜବ କଥା ଶୁଣିବାକୁ ମିଳେ । ହିଟଲରଙ୍କୁ ନେଇ ଚର୍ଚ୍ଚା ହେଉଥିବା…

ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସମସ୍ତ ରୋଗୀଙ୍କ ପ୍ରତିକ୍ରିୟା ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ବିଭିନ୍ନ ଉପାୟ ସହିତ ନୀତି ଅବଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତରଖାନାମାନଙ୍କରେ ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ସମସ୍ତ ଫିଡ଼ବ୍ୟାକ୍ ବା ପ୍ରତିକ୍ରୀୟା…

ଚିଦାମ୍ବରମଙ୍କ ଗିରଫଦାରି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ସିବିଆଇ ବୁଧବାର ବିଳମ୍ବିତ ରାତିରେ ଏକ ନାଟକୀୟ ଭାବେ ଗିରଫ କରିଛି । ଏହି ଘଟଣାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି । ଏହି…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପ୍ରାୟ ୧୪.୮ମିମି. ବର୍ଷା ହୋଇଥିବା ନେଇ ଜଣାପଡିଛି । ମିଳିଥିବା…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦ୍ୱିପ୍ରହର ୩ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି । ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି…

ଗିରଫ ହେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । Congress leader P Chidambaram is being taken to the CBI headquarters in Delhi. https://t.co/dDqPiYmWWZ — ANI…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୨ ରିଖ ଗୁରୁବାର ସିଂହ ୦୬ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ…