Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଡ଼ାକ୍ତରୀ ପଢିବା ପରେ ରାଜ୍ୟ ଛାଡୁଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଓଡ଼ିଶା ସରକାର ଯେଉଁ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହା ବଳବତ୍ତର ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କିତ ଏକ ରିପୋର୍ଟ ଲାଇଭଲ’.ଇନରେ…

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।…

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ ଜ୍ୟୋତିପ୍ରକାଶ ମହାପାତ୍ର ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ…

ହାତକୁ ଦିହାତ ହେବେ ବରୁଣ ଧୱନ, ଜାଣନ୍ତୁ କେବେ

ମୁମ୍ବାଇ: ବଲିଉଡରେ ଚାଲିଛି ମ୍ୟାରେଜ ସିଜିନ। ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଜଣକ ପରେ ଜଣେ ନାମୀଦାମୀ କଳାକାର । ଅନୁଷ୍କା, ଦୀପିକା, ସୋନାମ, ପ୍ରିୟଙ୍କାଙ୍କ ପରେ ଏବେ ପାଳି ପଡିଛି ବରୁଣଙ୍କର । ହଟ ବରୁଣ ଧୱନଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।…

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଦେହ ବ୍ୟବସାୟ ହେଉଥିବା…

ପ୍ରତିକୂଳ ପାଗ ଯୋଗୁଁ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗୀର ଗ୍ରସ୍ତ ବାତିଲ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ତ୍ରୀପାଠିଙ୍କ ସମେତ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ସ୍ୱାସ୍ଥ୍ୟ ସଚିବ…

ବଢୁଛି ଚିଦାମ୍ବରମଙ୍କ ଅଡୁଆ, ଇଡି ଜାରି କଲା ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ନାମରେ ବୁଧବାର ଦିନ ଏକ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଚିଦାମ୍ବରମ ନିଜର ଗିରଫଦାରୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ…

ଟ୍ୱିନ୍ ସିଟି ପୋଲିସ କମିଶନର୍ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ…

ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର- ୨୦୧୯ ଘୋଷଣା କରିଛନ୍ତି । ଚଳିତ ଥର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ରେ ଚୟନ କମିଟି ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କ ସମେତ ପ୍ରାୟ ୧୯ ଜଣ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍

ସମ୍ବଲପୁର: ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟକୁ ବନ୍ଦ କରିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଜଳସ୍ତର କମୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଆଜି ସକାଳ…