Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟାରେ ସତର୍କତା ଅବଲମ୍ବନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ପରାମର୍ଶ

ଭୁବନେଶ୍ୱର: ଆଉ କିଛି ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟା ଫନି ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ଓଡ଼ିଶା ଉପକୂଳକୁ ଛୁଇଁବ । ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବସବାସ କରୁଥିବା ଅଧିବାସୀଙ୍କ ଲାଗି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା…

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ବାତ୍ୟା ଲାଗି ସଜାଗ ରହିବାକୁ ପ୍ରଶାସନକୁ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନିର ମୁକାବିଲା ଲାଗି ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ…

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ହସିଂକା ଶୁକ୍ଲା ଓ କରିସ୍ମା ହେଲେ ଟପ୍ପର୍

ଭୁବନେଶ୍ୱର : ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଥିବା ବେଳେ ହସିଂକା ଶୁକ୍ଲା ଓ କରିସ୍ମା ଅରୋରା ଟପ୍ପର ହୋଇଛନ୍ତି । ହସିଂକା ଓ କରିସ୍ମା ଦୁହେଁ ୫୦୦ ମାର୍କରୁ ୪୯୯ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ…

ଆସନ୍ତାକାଲି ସକାଳ ୮ଟା ରେ ସ୍ଥଳପଥ ଛୁଇଁପାରେ ‘ବାତ୍ୟା ଫନି’: ପାଣିପାଗ ବିଭାଗ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ସକାଳ ୮ଟାରେ ହିଁ ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ସୂଚନା ପ୍ରଦାନ କରାଯାଇଛି । ଏନେଇ ଗୁରୁବାର ଦିନ ଏକ ସ୍ୱତନ୍ତ୍ର ବୁଲେଟିନ ମାଧ୍ୟମରେ ଆଇଏମଡ଼ି…

ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବ ‘ତିତଲି’ଠୁ ଅଧିକ ଭୟଙ୍କର ହେବ : ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଏକ୍ସଟ୍ରିମଲି୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ରୂପ ନେଇ ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ ଏହା ‘ତିତଲି’ ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ…

ବାତ୍ୟା ‘ଫନି’ ପ୍ରଭାବରେ ୪ଟି ଜିଲ୍ଲାର ତଳିଆ ଅଞ୍ଚଳକୁ ମାଡି ଆସିବ ସମୁଦ୍ର ପାଣି: ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନି ସିଭିୟର୍ ସାଇକ୍ଲୋନିକ୍ ରୂପ ନେଇ ଓଡିଶା ଆଡକୁ ମାଡି ଆସୁଥିବାବେଳେ ଭାରତୀୟ ପାଣିପାଗ ବିଭାଗର ରାଡର୍ ସହାୟତାରେ ଟ୍ରାକ୍ କରାଯାଉଅଛି । ପାଣିପାଗ ବିଭାଗରୁ ଜାରି ସୂଚନାନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫କିମି ବେଗରେ ପୁନଶ୍ଚ…

‘ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ ର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଫନି’

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ଫନି । ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଉପକୂଳର ଗୋପାଳପୁର ଓ ଚାନ୍ଦବାଲି ମଧ୍ୟ ଦେଇ ପୁରୀର ଦକ୍ଷିଣରେ ଅପରାହ୍ନ ୫ଟା ୩୦ ମିନିଟ ସମୟରେ ସ୍ଥଳଭାଗ ଛୁଇଁବ । ଏବେ ଏହି ବାତ୍ୟା ସମ୍ପର୍କରେ ସୂଚନା ରାଡ଼ାରରୁ ମିଳିପାରୁଛି । ତେଣୁ ସ୍ଥଳପଥ…

ଜାଣନ୍ତୁ, ବାତ୍ୟା ‘ଫନି’ ପ୍ରଭାବରେ କେବେ ଓଡିଶାର କେଉଁସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଜାଣନ୍ତୁ, ଓଡିଶାର କେଉଁ କେଉଁ ଜିଲ୍ଲାରେ କେବେ ବର୍ଷା…

ସାମୁଦ୍ରିକ ଝଡ ‘ଫନି’: ଜନସାଧାରଣ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର…