Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ପରର ଭୁବନେଶ୍ୱର: ସରସ ସୁନ୍ଦର ସହର ଏବେ ଛାରଖାର…

ଭୁବନେଶ୍ୱର: କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଭୟଙ୍କର ବାତ୍ୟା ଫନି । ମାତ୍ର କେହି ବି ଭାବି ନଥିଲେ ଏହି ବାତ୍ୟାର ପ୍ରକୋପ ଯେ ଏପରି ବିଭତ୍ସ ଏବଂ ଭୟଙ୍କର ହେବ ବୋଲି । ସର୍ବାଧିକ ଘଣ୍ଟା ପ୍ରତି ୧୫୦ ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିଲା, ମାତ୍ର ଏବେ କେହି କେହି…

ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଳୟ ରଚିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ପୁରୀର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ବାତ୍ୟା…

ପ୍ରଳୟଙ୍କରୀ ଫନୀ ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ଅବସ୍ଥା

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସଙ୍ଗୀନ । ପ୍ରଳୟଙ୍କରୀ ବାତ୍ୟା ଫନୀ ଚାଲିଯାଇଛି ମାତ୍ର, ରାଜଧାନୀର ରାଜରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ଘର ବାତ୍ୟାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ତ କେଉଁଠି ଘରର ଅର୍ଧାଧିକ ଭାଗ ନଷ୍ଟ…

ଜନ୍ମନେଲା ‘ଲେଡି ଫନି’

ଭୁବନେଶ୍ୱର: ମହାବାତ୍ୟା ଫନି ରାଜଧାନୀ ଛୁଉଁଛୁଉଁ ଭୁବନେଶ୍ୱରରେ ଏକ ହସ୍‍ପିଟାଲରେ ଭୂମିଷ୍ଠ ହୋଇଛି ଜଣେ ଶିଶୁ କନ୍ୟା । ବାହାରେ ଯେତେବେଳେ ୧୦୦ରୁ ଅଧିକ ବେଗରେ ବର୍ଷା-ପବନ, ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ପଡ଼ୁଛି, ବିଜୁଳି ଯୋଗାଯୋଗ ବ୍ୟାହତ, ଚ୍ୟାନେଲ୍‍ରେ ନୋ ସିଗ୍‍ନାଲ୍‍... ଠିକ୍‍…

ଭୁବନେଶ୍ୱରରେ ଫନି: ଗଛ ପଡ଼ି ଭାଂଗିଲା କୁଡ଼ିଆ, ମହିଳା ଉଦ୍ଧାର

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ରାଜଧାନୀ ଭୁବନେଶ୍ୱରରେ ତାର ତୀବ୍ର ପ୍ରଭାବ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ କେତେକ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା କଡ଼ରେ ଅସ୍ଥାୟୀ…

ପୁରୀରେ ସ୍ଥଳଭାଗ ଛୁଇଁଲା ଫନି : ରଚିଲା ତାଣ୍ଡବ

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ଶତାଧିକ ବଡ଼ବଡ଼ ଗଛ ମୂଳରୁ ଉପୁଡ଼ିଯିବା ସହ ଅଧିକାଂଶ ଇଲେକ୍‍ଟ୍ରି ଓ ଟେଲିଫୋନ୍‍ ଖୁଣ୍ଟି ବଙ୍କା ହୋଇଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍…

ଅତି ନିକଟତର ହେଲା ବାତ୍ୟା ଫନି, ପୁରୀ ଓ ଗଞ୍ଜାମରେ ବର୍ଷା ଜାରି

ପୁରୀ/ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ନିକଟତର ହେବାରେ ଲାଗିଛି। ଏହା ପୁରୀ ଜିଲ୍ଲା ସାତପଡା ଓ ଏହାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି। କିଛି ସମୟ ମଧ୍ୟରେ ବାତ୍ୟା ଫନି ପୁରୀ ଓ ଗୋପାଳ ପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି…

ବାତ୍ୟା ଫନି: ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ୍ ରୁମ୍ ନମ୍ବର୍

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ ୦୬୭୫୨-୨୨୫୯୨୨ ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫ ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧ କଟକ ପାଇଁ…

ବାତ୍ୟା ଫନି: ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିଲେ ବିଚ୍ଛିନ୍ନ ହେବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘୋଷଣା କରି କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାତ୍ୟା ଫନୀ ପ୍ରଭାବରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହିଲେ ସୁରକ୍ଷା ଦୃଷ୍ଟିରୁ ସମସ୍ତ…

ବାତ୍ୟା ‘ଫନି’ ଲାଗି ସମସ୍ତ ପ୍ରକାର ଚ୍ୟାଲେଞ୍ଜ୍ କୁ ସମ୍ମୁଖୀନ ହେବାକୁ ‘ଓଡ଼ିଶା ପୋଲିସ’ ପ୍ରସ୍ତୁତ

ଭୁବନେଶ୍ୱର: ବ୍ୟାତ୍ୟା ଫନି ଓଡ଼ିଶା ଉପକୂଳରେ ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବାକୁ ଯାଉଛି । ଏହି ଭୟଙ୍କର ବାତ୍ୟାର ମୁକାବିଲା ଲାଗି ‘ଓଡ଼ିଶା ପୋଲିସ’ ପକ୍ଷରୁ ବ୍ୟାପକ ଭାବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ପ୍ରାୟ ୧୩୫ ପ୍ଲାଟୁନ ପୋଲିସଙ୍କୁ…