Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁରରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ସୁନା ଓ ନଗଦ ଟଙ୍କା ଜବତ

ବ୍ରହ୍ମପୁର: ମଙ୍ଗଳବାର ଦିନ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଏକ ସଙ୍ଗଠିତ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ସୁନା ଋଣ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ଦୁଇ ସୁନା ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସୁନା ଓ ଟଙ୍କା ଜବତ…

ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ କେସିଆର: ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦାବି କରିଛନ୍ତି ଯେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ…

ନ୍ୟୁଜ କ୍ଲିକ୍ ଉପରେ ରେଡ୍, ମୋଦୀ ସରକାରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ମୋଦୀ ସରକାର କ୍ଷମତାକୁ ଆସିବା ପରେ ସତ କହୁଥିବା ସାମ୍ବାଦିକଙ୍କୁ ଟାର୍ଗେଟ୍ କରି ଗଣମାଧ୍ୟମର କଣ୍ଠରୋଧ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଗ୍ରୁପ୍ ଅଭିଯୋଗ କରିଛି। ବାମପନ୍ଥୀ ନ୍ୟୁଜ୍ ଓ୍ୱେବସାଇଟ୍ NewsClick ସହ ଜଡ଼ିତ 30 ଜଣ ସାମ୍ବାଦିକଙ୍କ ଘରେ ଦିଲ୍ଲୀ ପୁଲିସ ଚଢ଼ଉ କରିବା ପରେ…

ବିଶ୍ୱକପର ଗ୍ଲୋବାଲ ଆମ୍ବାସଡର ହେଲେ ସଚିନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆବିଶ୍ୱକପ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ସଚିନ ୬ ଥର ଦିନିକିଆ ବିଶ୍ୱକପରେ ଖେଳିଛନ୍ତି । ୧୯୯୨ରେ ପ୍ରଥମ ଥର ପାଇଁ…

‘ହଜାର ହଜାର ଆଫ୍ରୀକିୟଙ୍କ ଜୀବନ ବଞ୍ଚାଇବ ମ୍ୟାଲେରିଆ ଟିକା’

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ବ୍ୟବହାର ପାଇଁ ସୁପାରିଶ କରାଯାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଫଳପ୍ରଦ ହୋଇଛି ବୋଲି…

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର…

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର…

ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ ହେବନି

ଅହମ୍ମଦାବାଦ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନି । ବିସିସିଆଇର ଜନୈକ ଅଧିକାରୀ ନାମ ନ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୟାପଟେନ ଡେ ସେରମୋନୀ କିମ୍ବା…

କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ରାୟଗଡା: ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବନ ବିଭାଗ। ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜରଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ…