Latest Odisha News

BREAKING NEWS

Browsing Category

ଫିଚର

ଟାଟା ଷ୍ଟିଲ୍ ପକ୍ଷରୁ ‘ଭୁବନେଶ୍ୱର ଲିଟେରାରୀ ମିଟ୍’ର ୪ର୍ଥ ସଂସ୍କରଣ ଆଜିଠୁ ଆରମ୍ଭ

ଭୁବନେଶ୍ୱର : ଟାଟା ପକ୍ଷରୁ ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟର ଚତୁର୍ଥ ସଂସ୍କରଣ ଶୁକ୍ରବାର ଦିନ ଆରମ୍ଭ ହେଉଛି । ଏହା ଜାନୁଆରୀ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମିଟକୁ ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ସୁଗତା ବୋଷ ଓ ଜତୀନ୍ଦ୍ର ନାୟକ ପ୍ରମୁଖ…

ନିର୍ବାଚନରେ ବିଜେଡ଼ି ଏକୁଟିଆ ଲଢିବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ତାଙ୍କ ଦଳ ବିଜେପି ଏବଂ କଂଗ୍ରେସ ଦଳଠାରୁ ସମଦୂରତ୍ୱ ବଜାୟ ରଖିବା ସହିତ ବିରୋଧି ମହାଗଠବନ୍ଧନଠାରୁ ଦୂରରେ ରହିବ ବୋଲି ପୁଣି ଥରେ ସଷ୍ଟୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟବାସୀ…

କେନ୍ଦୁଝର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକସ୍ଥିତ ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଳି ଅଞ୍ଚଳରେ ଗୁରୁବାର ଦିନ ଜଣେ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଗଣେଷ ମୁଣ୍ଡା (୧୯) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ଚଳଚଞ୍ଚଳ ସମଗ୍ର ବରଗଡ

ବରଗଡ଼ : ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।…

ଗୁଣପୁର ବଜ୍ରକାପ୍ତା ଚାଲାଣ ଘଟଣା: ସଂପୃକ୍ତ ବ୍ୟକ୍ତିଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ଏସଟିଏଫର ଆବେଦନ

ଗୁଣପୁର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଗୁରୁବାର ଦିନ ରାୟଗଡ଼ା ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତି ଥିବା ୨ଜଣ ମହିଳାଙ୍କ ସମେତ ୫ଜଣ ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା ଲାଗି ୩ ଦିନ ରିମାଣ୍ଡରେ ନେବାକୁ ଚାହିଁଛନ୍ତି । ଏହି ଘଟଣାରେ ସଂପୃକ୍ତ ରହିଥିବା…

ମହିଳାଙ୍କ ଲାଗି ନବୀନଙ୍କ ୩୩ % ସଂରକ୍ଷଣ ପ୍ରସ୍ତାବକୁ ଶରଦ ପାୱାରଙ୍କ ପ୍ରଶଂସା

ଭୁବନେଶ୍ୱର: ସଂସଦ ତଥା ସମସ୍ତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ % ସଂରକ୍ଷଣ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶରଦ ପାୱାର ପ୍ରଶଂସା କରିବା ସହିତ ସମର୍ଥନ କରିବାକୁ…

ଆଲୋକ ବର୍ମା ପୁନର୍ବାର ସିବିଆଇ ମୁଖ୍ୟ ପଦବୀରୁ ହଟିଲେ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ପୁଣି ଥରେ ଗୁରୁବାର ଦିନ ହଟାଇ ଦିଆଯାଇଛି । ପୂର୍ବରୁ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯିବା ପରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସେ ମଧ୍ୟର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ତେବେ…

କାଳିଆ, ନବୀନଙ୍କ ଲାଗି ସଞ୍ଜିବନୀ ସଦୃଶ: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶାର କୃଷକଙ୍କ ହିତସାଧନ ନିମନ୍ତେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘କାଳିଆ’ ଯୋଜନା ଘୋଷଣା କରାଯାଇ କାର୍ଯ୍ୟକାରୀ ହୋଇଛି । ଏହି ପରିପ୍ରେକ୍ଷୀରେ ‘କାଳିଆ’ ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି ଏହି ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭାରତୀୟ ବଜାରରେ ଲଞ୍ଚ ହେଲା ଶାଓମିର ୨ନୂଆ ଟିଭି

ମୁମ୍ବାଇ : ଭାରତୀୟ ବଜାରରେ ଶାଓମି ଗୁରୁବାର ଦିନ ଏମଆଇ ଟିଭି ୪ଏକ୍ସ ପ୍ରୋ (୫୫ ଇଞ୍ଚ) ଓ ଏମଆଇ ଟିଭି ୪ଏ ପ୍ରୋ (୪୩ ଇଞ୍ଚ)୨ଟି ନୂଆ ଟିଭି ଲଞ୍ଚ୍ କରିଛି। କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୩୯ ହଜାର ୯୯୯ଟଙ୍କା ରହିଥିବାବେଳେ ଏମଆଇ ଟିଭି ୪ଏ ପ୍ରୋ ର ମୂଲ୍ୟ ୨୨ ହଜାର ୯୯୯ ଟଙ୍କା ରଖାଯାଇଛି।…