Latest Odisha News

BREAKING NEWS

Browsing Category

ଫିଚର

ରାଜ କୁନ୍ଦ୍ରାଙ୍କ ଉପରେ ହେବ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ…

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର; ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

କୋଟା:କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ । ସେଠାରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତକାଲି ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତରପ୍ରଦେଶ ନିବାସୀ । ତେବେ ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନ ଥିଲେ ।…

ପରଲୋକରେ କୃଷି ବିଜ୍ଞାନୀ ତଥା ‘ସବୁଜ ବିପ୍ଳବ’ର ପୁରୋଧା ଏମଏସ ସ୍ବାମୀନାଥନ୍‌

ଚେନ୍ନାଇ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ମୁଖ୍ୟ ଏମଏସ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୯୮ ବର୍ଷ ବୟସରେ  ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପୂର୍ବାହ୍ନ ୧୧ଟା ୨୦ରେ  ଦେହାନ୍ତ ହୋଇଛି । ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ…

ଅଧାବାଟରେ ପଡିଛି ବାଇକ, ବ୍ୟାଗ ଆଉ ଚପଲ: ହେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା ମିଳୁନି

କେନ୍ଦ୍ରାପଡ଼ା:ପୁଣି ଜଣେ ଘରୋଇ କମ୍ପାନୀର କର୍ମଚାରୀ ନିଖୋଜ । ଫାଇନାନ୍ସ  କମ୍ପାନୀର ଏହି କର୍ମଚାରୀ ଜଣକ ଆଜି କଲେକ୍ସନ ସାରି ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି ।   ତାଙ୍କ ଫୋନ୍ ନଲାଗିବାରୁ ଥାନାରେ ଅଭିଯୋଗ କରିଛନ୍ତି ଫାଇନାନ୍ସ କର୍ମଚାରୀ କର୍ତୃପକ୍ଷ । କେନ୍ଦ୍ରାପଡ଼ା ଜିଲ୍ଲା…

ସରକାରଙ୍କୁ ଆଣବିକ ବୁଡ଼ାଜାହାଜ ଓ ବିମାନ ପରିବହନକାରୀ ମାଗିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଚୀନ୍‌ର ନୌସେନା ଭାରତ ମହାସାଗରରେ ପ୍ରବେଶ କରୁଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ନୌସେନା ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ନୌସେନା ସରକାରଙ୍କୁ ଆଉ ଗୋଟିଏ ବିମାନ ପରିବହନକାରୀ, ତିନୋଟି ଆଣବିକ ଚାଳିତ ବୁଡ଼ାଜାହାଜ ଏବଂ ଛଅଟି ଡିଜେଲ-ଇଲେକ୍ଟ୍ରିକ୍ ପାରମ୍ପାରିକ…

‘ଜେଜେ, ମୁଁ ଆଉ ବାପା ମିଶି ମା’ ପାଖକୁ ଯାଉଛୁ …’ନଦୀକୁ ଡେଇଁବା ପୂର୍ବରୁ ଏ ଥିଲା କୁନି ଝିଅର ଶେଷ କଥା

ଭଦ୍ରକ: କୁନି ଝିଅଟି ମା’କୁ ଝୁରୁଥିଲା । ମାସେ ତଳେ  ମା’ ତାକୁ ଛାଡି ସବୁଦିନ ପାଇଁ ଚାଲି ଯାଇଥିଲା ଆର ପାରିକୁ । ହେଲେ ସେ ଆର ପାରି ଯେ ଅଫେରା ରାଇଜ କୁନି ଝିଅଟି ବା କାହିଁକି ଜାଣିବ ? ବାପା କହିଲେ ଚାଲ ମା’ ପାଖକୁ ଯିବା । ଝିଅଟି କେତେ ଖୁସି ହୋଇ ଯାଇଥିବ ସତରେ ! ମା’ ପାଖକୁ ଯିବ…

ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ପୁଣି ହଙ୍ଗାମା । ସରକାରଙ୍କୁ ଘେରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।  ପ୍ରଶ୍ନ ପଚାରିବାକୁ ତାଙ୍କୁ ସୁଯୋଗ ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଗେପାଳପୁର ବିଧାୟକ ।  ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାରୁ…

ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା: ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କଲା ପୋଲିସ

କାମାକ୍ଷାନଗର:କାମାକ୍ଷାନଗରରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ । ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା । ହତ୍ୟାର ଶିକାର ହୋଇଛନ୍ତି ନିରଞ୍ଜନ ସାହୁ ।ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି…

ଏସୀୟ କ୍ରୀଡା: ୫ମ ଦିନରେ ୬ଷ୍ଠ ସ୍ୱର୍ଣ୍ଣ ହାତେଇଲା ଭାରତ

ହାଙ୍ଗଝୌ : ଭାରତକୁ ମିଳିଲା ୬ଷ୍ଠ ସ୍ବର୍ଣ୍ଣ  । ହାଙ୍ଗଝୌ ଏସୀୟ କ୍ରୀଡାର ୫ମ ଦିନରେ ଭାରତ ହାତେଇଛି ୬ଷ୍ଠ ସ୍ବର୍ଣ୍ଣ ପଦକ। ୬ଷ୍ଠ ପଦକ ଦେଇଛନ୍ତି ଅର୍ଜୁନ ଚିମା, ସର୍ବୋଜିତ ସିଂହ ଏବଂ ଶିବ ନରୱାଲା । ୧୦ ମିଟର ଏହାର ପିସ୍ତଲରେ ଏହି ପଦକ ହାତେଇଛନ୍ତି ୩ ଖେଳାଳି । ଏହାକୁ ମିଶାଇ ଭାରତର…

ଏଣିକି ମନଇଚ୍ଛା ଫୋନରେ ଗପି ପାରିବେନି କଏଦୀ, ହେବ କଲ ରେକର୍ଡ

ଭୁବନେଶ୍ୱର: ଏଣିକି କଏଦୀମାନେ ମନଇଚ୍ଛା ଫେନା କରିପାରବେ ନାହିଁ । ଫୋନ କରିବାରେ ଲାଗିବ କଟକଣା । ସେତିକିନୁହେଁ, ଫୋନ କଲ ରେକର୍ଡ ବି ହେବ । ଜେଲ୍‌ରେ ଲାଗିବ  ଅଟୋମେଟିକ୍‌ ରେଷ୍ଟ୍ରିକ୍ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌ । ଏଣିକି ଧରାପଡିଯିବ କଏଦୀଙ୍କ ଅପରାଧିକ କାର୍ଯ୍ୟ ।  ଜେଲରେ ରହି…