Latest Odisha News

BREAKING NEWS

Browsing Category

ଫିଚର

ମଣିପୁରରେ ପୁଣି ହିଂସା: ପୋଲିସ ଷ୍ଟେସନ ଉପରକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ,ଏକାଧିକ ଆହତ

ଇମ୍ଫାଲା: ମଣିପୁରରେ ପୁଣି ଦେଖା ଦେଇଛି ହିଂସା । ଗୁରୁବାର ୫ ଜଣ ଯୁବକଙ୍କୁ ଗିରଫ କରିବା ପରେ ଏପରି ହିଂସା ଦେଖିବାକୁ ମିଳିଛି । ବିନା ସର୍ତ୍ତରେ ଏହି ଯୁବକଙ୍କ ମୁକ୍ତି ଦାବି କରି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଇମ୍ଫାଲାର ପୂର୍ବରେ ଥିବା ପୋରମପେଟ ପୋଲିସ ଷ୍ଟେସନ ଏବଂ ପଶ୍ଚିମରେ ଥିବା…

ବିଜେପି ବିଧାୟକଙ୍କ ପ୍ରଶ୍ନ-ମହାଠକେଇ କରିଥିଲେ ୩ ବର୍ଷ ତଳେ; ବହିଷ୍କାର କରିବାକୁ ଆଜି ମନେ ପଡିଲା ?

ଭୁବନେଶ୍ୱର:  ମହାଠକେଇ କରିଥିଲେ ୩ ବର୍ଷ ତଳେ  । ହେଲେ ଦଣ୍ଡ ଦେବା ପାଇଁ ଆଜି କେମିତି ମନେ ପଡିଲା ? ଲୋକାୟୁକ୍ତଙ୍କ ରିପୋର୍ଟରେ ବିଧାୟକ ସୁଧାଂଶୁ ପରିଡାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ହେଲେ  ଗିରଫ କରାଗଲାନି  କାହିଁକି ?  ଯଦି ସ୍ୱଚ୍ଛତା ଦେଖଉଛ, ତେବେ ଦଳର ୪୦ ବିଧାୟକଙ୍କ ନାଁରେ…

ଜାତୀୟ ଜୁନିୟର ବାଳିକା ଫୁଟବଲ: ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ବାଳିକା ଫୁଟବଲରେ ଗୁରୁବାର ଓଡିଶା ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ସିଏଫଏ ୟୁନିଟ ୩ ପଡିଆରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୧-୦ ଗୋଲରେ କେରଳକୁ ପରାସ୍ତ କରିଛି । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ…

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…

ଏଆଇ ଟେକ୍ନୋଲୋଜିରେ ଏଂଟ୍ରି ହେଲା ଫୁକରେର ଚୂଚା

ମୁମ୍ବାଇ: ଏକ୍ସେଲ ଏଂଟରଟେନମେଂଟର ଫୁକରେ ଫ୍ରାଚାଂଇଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ପ୍ରଥମ ୨ଟି ସଂସ୍କରଣ ହିଟ ହେବା ପରେ ମେକର୍ସ ଏବେ ଏହାର ତୃତୀୟ ପାର୍ଟ ନେଇ କରି ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଚରିତ୍ର ହନୀ, ଭୋଲୀ ପଂଜାବନ, ଚୂଚା, ଲାଲି ଓ ପଣ୍ଡିତ ଜୀଙ୍କୁ ଦର୍ଶକଙ୍କ ପାଇଁ…

ଚନ୍ଦ୍ରମାକୁ ନେଇ ବୈଜ୍ଞାନିକଙ୍କ ପାଖରେ ଅଜବ ଦାବି ରଖିଲେ ସାଂସଦ: ସଭାପତି ବି ହସି ହସି ବେଦମ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ବିଲକୁ ନେଇ ସ୍ଥିତି ଗମ୍ଭୀର ଥିବାବେଳେ ସମାଜପାର୍ଟି ସାସଂଦ ରାମଗୋପାଳ ଯାଦବଙ୍କ ମନ୍ତବ୍ୟକୁ ନେଇ ହସର ସୁଅ ଛୁଟିଥିଲା । ରାଜ୍ୟ ସଭାରେ ରାମଗୋପାଳ ଯାଦବ ଏକ ଅଜବ ଦାବି ରଖିଥିଲେ । ସାସଂଦ କହିଥିଲେ, ଚନ୍ଦ୍ରଯାନ-୩ ପଠାଉଥିବା ଚନ୍ଦ୍ରମାର ଅସୁନ୍ଦର ଫଟୋକୁ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ କ୍ରିକେଟର ଟିକେଟ ବିକ୍ରି ନୈରାଶ୍ୟଜନକ

ମୋହାଲୀ:ସ୍ଥାନୀୟ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚର ଟିକେଟ ବିକ୍ରି ନୈରାଶ୍ୟଜନକ ରହିଛି । ପଞ୍ଜାବ କ୍ରିକେଟ ଆସୋସିଏଶନ ଗୋଟିଏ ଟିକେଟ ସହ ଆଉ ଗୋଟେ ମାଗଣା କରିଥିଲେ ମଧ୍ୟ ଦର୍ଶକ ଆଗ୍ରହ…

ପୋଲିସର ବଡ଼ ସଫଳତା; ବାଇକ ଚୋର ଗ୍ୟାଙ୍ଗ ଗରିଫ, ୬ଟି ଦାମି ମୋଟରସାଇକେଲ ଜବତ

ଅନୁଗୁଳ: ଅନୁଗୁଳ ପୋଲିସକୁ ପୁଣି ଏକ ବଡ଼ ସଫଳତା। ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୬ଟି ଦାମି ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି। ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ସୂର୍ଯ୍ୟକୁମାରଙ୍କୁ ମିଳିବ ୨ଟି ମ୍ୟାଚରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି ମ୍ୟାଚ । ପ୍ରଥମ ୨ଟି ମ୍ୟାଚ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ରାହୁଲ ଡ୍ରାଭିଡ ଟିମ କମ୍ବିନେଶନ ପ୍ରସ୍ତୁତ କରିବା…

‘ଆଦିବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନକୁ ଡକାଗଲାନି’

ଭୁବନେଶ୍ୱର: ସନାତନ ଧର୍ମ ଓ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ବିବାଦକୁ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗ ଉଠାଇ ସେ ପୁଣିଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି। ନିଜର ଏକ ଦଳୀୟ…