Latest Odisha News

BREAKING NEWS

Browsing Category

ଫିଚର

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା…

ପକ୍କା ଘର ସାତ ସପନ, ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଗଗନ

ଯାଜପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନା ରେ…

ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଉପହାରର ନାଁ ‘ଆୟୁଷ୍ମାନ ଭବ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଦେବେ ଭବ୍ୟ ଉପହାର । ଏ ଉପହାର ସାରା ଦେଶବାସୀଙ୍କ ପାଇଁ । କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ  ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର…

ଜି-୨୦ ସମ୍ମଳନୀ ସରିବା ପରେ ଚର୍ଚ୍ଚାରେ ରୁଷି ସୁନକ: ଖାଲି ପାଦରେ ଶେଖ ହାସିନାଙ୍କ ସାମ୍ନାରେ ଆଣ୍ଠେଇ କଥା ହେଲେ

ନୂଆଦିଲ୍ଲୀ: ସରି ଯାଇଛି ଜି ୨୦ ସମ୍ମିଳନୀ । ହେଲେ  ଚର୍ଚ୍ଚା ଥମିନି । ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ଏବେ ଗଣମାଧ୍ୟମରେ ବେଶ  ଚର୍ଚ୍ଚା ଚାଲିଛି । ଜି ୨୦ ସମ୍ମିଳନୀର କିଛି ଫଟୋ ଏବେ ଖୁବ ଚର୍ଚ୍ଚାକୁ ଆସିଛି । କେତେବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ…

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ବର୍ଷିଲେ ସାଂସଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଏବେ ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଗତକାଲି ବାରିପଦାରେ ଚାଲିଥିଲା ଆଦିରନ ମାରାଥନ ।  ଏହି କାର୍ଯ୍ୟକ୍ରମରେ ଉଭୟେ ପିନ୍ଧିଥିଲେ ଟି-ସର୍ଟ । ଉଭୟଙ୍କ ଟି-ସର୍ଟରେ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ।…

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ହାମିଲଟନ: ଭାରତରେ ଅକ୍ଟୋବରୁ ୫ରୁ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଗତ ସଂସ୍କରଣର ରନର୍ସଅପ ନ୍ୟୁଜିଲାଣ୍ଡ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ସିନିୟର ବୋଲର ଟ୍ରେଂଟ ବୋଲ୍ଟଙ୍କୁ ସୁଯୋଗ…

ଜୋକୋଭିଚ ଜିତିଲେ ରେକର୍ଡ ୨୪ ଗ୍ରାଣ୍ଡ ସ୍ଲାମ ଟାଇଟଲ

ନ୍ୟୁୟର୍କ: ସର୍ବିୟାର ନୋଭାକ ଜୋକୋଭିଚ ୟୁଏସ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ରୁଷର ଡାନିୟଲ ମେଦବେଦେଭଙ୍କୁ ୬-୩, ୭-୬, ୬-୩ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସେ ସହଜରେ ବିଜୟ ହାସଲ କରିଥିଲେ । ତେବେ ଦ୍ୱିତୀୟ ସେଟରେ ଡାନିୟଲ କଡା ସଂଘର୍ଷ…

ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ: ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍

ଭୁବନେଶ୍ୱର:ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ । ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍ । ଲୁକ ଆଉଟ  ସର୍କୁଲାର ଜାରି କଲା କମିଶନରେଟ ପୋଲିସ । ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ  କମିଶନରେଟ ପୋଲିସ ଏକ  ସ୍ୱତନ୍ତ୍ର…

ରାଜ୍ୟ ସରକାରଙ୍କ ପାଇକ ଏକାଡେମୀ ପ୍ରତିଷ୍ଠା ନିଷ୍ପତ୍ତି ଉଦ୍ଦେଶ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ନିକଟରେ ଓଡ଼ିଶା ସରକାର ଖୋର୍ଦ୍ଧାରେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସରକାର ମଧ୍ୟ ସେହି ଜିଲ୍ଲାରେ ପାଇକ ସ୍ମାରକୀ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି। ୨୦୨୪…

ବାଲ୍ୟ ବିବାହରେ ସଂପୃକ୍ତି ଥିବା ୩ ହଜାର ବ୍ୟକ୍ତି ୧୦ ଦିନ ମଧ୍ୟରେ ଗିରଫ ହେବେ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ବାଲ୍ୟ ବିବାହରେ ସମ୍ପୃକ୍ତି ଅଭିଯୋଗରେ ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ରବିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ଚେତାବନୀ ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ବୈଠକର…