Latest Odisha News

BREAKING NEWS

Browsing Category

ଫିଚର

ସିଂଘମ ଏଗେନରେ ଭିଲେନ ହେବେ ଅର୍ଜୁନ କାପୁର

ମୁମ୍ବାଇ: ବଲିଉଡର ହିଟ ଫ୍ରାଂଚାଇଜ ସିଂଘମର ପରବର୍ତୀ ପାର୍ଟ ସିଂଘମ ଏଗେନ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅଜୟ ଦେବଗନ, ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ ଅର୍ଜୁନ କାପୁର ଭିଲେନ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀ…

ଏସିଆନ ଗେମ୍ସ: ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସରେ ଫୁଟବଲ ୨୩ ବର୍ଷରୁ କମ ଟିମକୁ ନେଇ ଆୟୋଜିତ ହେବ । କେବଳ ୩ଜଣ ସିନିୟର ଖେଳାଳିଙ୍କୁ ଟିମରେ ସୁଯୋଗ ମିଳିବ । ପୂର୍ବରୁ ସମ୍ଭାବ୍ୟ…

ଦେଶରେ ପର୍ଯ୍ୟାପ୍ତ ଚିନି ଅଛି ତେଣୁ ଦର ବଢିବନି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ

ନୂଆଦିଲ୍ଲୀ: ପୂରା ଦେଶ ପାଇଁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ ଅଛି । ବର୍ତ୍ତମାନ ଚିନି ସିଜିନ୍ (ଅକ୍ଟୋବର-ସେପ୍ଟେମ୍ବର) ୨୨୨-୨୩ ସେପ୍ଟେମ୍ବର ୩୦,  ୨୦୨୩ରେ ଶେଷ ହେଉଛି । ଭାରତ ଏହା ପୂର୍ବରୁ ୩୩୦ ଏଲଏମଟି ଚିନି ଉତ୍ପାଦନ ପାର କରିସାରିଛି । ଏଥିରେ ଏଥେନାଲ ଉତ୍ପାଦନ…

ମିଲେଟ ରେସିପି ନେଇ ସେଫ୍‌ଙ୍କୁ ତାଲିମ; ଏଣିକି ସ୍ୱାଦ ସହ ବଢ଼ିବ ଲୋକପ୍ରିୟତା ଓ ଆଦର

ଭୁବନେଶ୍ୱର: ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ମିଲେଟର ଲୋକପ୍ରିୟତା ବୃଦ୍ଧି କରିବା। ଏଥିପାଇଁ ଓଏମ୍ଏମ୍ ସକ୍ରିୟ ଭାବରେ ସହରାଞ୍ଚଳରେ ମିଲେଟକୁ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି।…

ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି… ସହିଦ ପୁଅର ଶେଷକଥା ମନେ ପକାଇ କାନ୍ଦୁଛନ୍ତି ପରିବାର

ଜମ୍ମୁ:  ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି.. । ପୁଅର ଫୋନକୁ ଅପେକ୍ଷା କରିଛନ୍ତି ପରିବାର ଲାେକେ । ସନ୍ଧ୍ୟା ଆସିଲା ହେଲେ ପୁଅର କଲ ଆସିଲାନି । ଶେଷର ଆସିଲା ଏ ଛାତିଫଟା  ଖବର । ପୁଅ ଆତଙ୍କୀ ସହ ଲଢି ଡାକ୍ତରଖାନାରେ ଆଉ ଏହାର କିଛି ସମୟରେ ଆସିଥିଲା ପୁଅର ସହିଦ ଖବର। ୬୮ ବର୍ଷ…

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ…

ହିମାଚଳ ଜିତାଇଛି ବିଧାନସଭା, ଏବେ ଲୋକସଭା ଜିତିବାକୁ ଜାଲ ବିଛାଉଛି କଂଗ୍ରେସ!

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେଠାରେ କିଭଳି ସମ୍ପୃକ୍ତ ଦଳ ଅଧିକ ଲୋକସଭା ସିଟ ଜିତିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ହିମାଚଳ ପ୍ରଦେଶରେ କିଛି ମାସ ତଳେ…

ବେଆଇନ ଲିଙ୍ଗ ନିରୂପଣ ମାମଲା: ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ଦୁଇ ଗିରଫ। ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି।…

ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି: ଜଣେ ମୃତ, ଜଣେ ନିଖୋଜ

ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର…