Latest Odisha News

BREAKING NEWS

Browsing Category

ଫିଚର

ବିଷ ପିଇଦେଲେ ମହିଳା ପୋଲିସ ଏସଆଇ; ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର:ବିଷ ପିଇଦେଲେ ପୋଲିସ ଏସଆଇ । ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ପୋଲିସ ଏସଆଇ ହେଉଛନ୍ତି କାଜଲ ବାଗ । ସଇଁତଳା ଗୋପବନ୍ଧୁନଗର ଭଡା ଘରେ ରହୁଥିଲେ ଏସଆଇ କାଜଲ ବାଗ । …

ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ‘ଭାରତ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟର…

ଜୟପୁର: ‘ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି । ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ…

ବିରାଟ କୋହଲି ପାସ କଲେ ୟୋ ୟୋ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ସପ୍ତାହଠାରୁ କମ ସମୟ ରହିଛି । ୩୦ ଅଗଷ୍ଟ ଏହି ମେଗା ଇଭେଂଟ ଆରମ୍ଭ ହେବ । ଏସିଆ କପ ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏକ ୬ ଦିନିକିଆ କ୍ୟାମ୍ପ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ଖେଳାଳିଙ୍କ ଫିଟନେସ ଉପରେ…

ନବୀନ ନିବାସ ସମ୍ମୁଖରେ ପରିବାରର ୬ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାର ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ସମ୍ଭାଳିବାକୁ ଯାଇ ପୋଲିସକୁ…

ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ:ଭାରତର କ୍ରୀଡାପ୍ରେମୀଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ…

ଚକା ଫାଟି ଯିବାରୁ ହୁତ ହୁତ ଜଳିଗଲା ଯାତ୍ରୀବାହୀ ବସ୍

ଜୟପୁର:ଯାତ୍ରୀଙ୍କୁ ନେଇ ଯାଉଥିଲ ବସ । ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ । ମିଳିଥିବା ଖବର ଅନୁସାରେ, ଆଜି ସକାଳୁ ସକାଳୁ ଗୁପ୍ତା ନାମକ ଏକ ବସ…

ଭରା ନଦୀରେ ଓଲଟି ପଡିଲା ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଟ୍ରାକ୍ଟର: ୮ ମୃତ, ୧୨ ନିଖୋଜ

ସହାରନପୁର: ଉତ୍ତର ପ୍ରଦେଶ ସହାରନପୁରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।  ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଦର୍ଶନ ସାରି ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ୧ ୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।…

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ପିଟି ହେଲା ଦ୍ରୁତ ଗତିରେ ଆସୁଥିବା କ୍ୟାବ; ଡ୍ରାଇଭର ନୁହ ଅଞ୍ଚଳର

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ପାଚେରୀକୁ ଧକ୍କା ଦେଲା କ୍ୟାବ । ଫଳରେ ମନ୍ତ୍ରୀଙ୍କ ବାଉଣ୍ଡରୀ ୱାଲର କିଛି ଅଂଶ ଭାଙ୍ଗି ଯାଇଛି । ଏହି ଘଟଣାରେ ପୋଲିସ କ୍ୟାବ ଡ୍ରାଇଭରକୁ ଧରି ଜେରା କରୁଛି । ତେବେ ଦୀର୍ଘ ସମୟ ଜେରା ପରେ ତାଙ୍କୁ…

ହିମାଚଳରେ ଥମିନି ପ୍ରକୃତିର ପ୍ରକୋପ:ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା, ୨୪ ଘଣ୍ଟାରେ ଗଲାଣି ୧୧ ଜୀବନ

କୁଲ୍ଲୁ(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ । ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର । ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ । ତଥାପି ବର୍ଷାର ପ୍ରକୋପ କମିନି । ଭୂସ୍ଖଳନ ଲାଗି ରହିଛି । ବହୁତଳ ପ୍ରାସାଦ ଆଖି ସାମ୍ନାରେ ଭୁଶୁଡି ପଡୁଛି । ପ୍ରକୃତିର ଏ…

ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରୁଷ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କର ମୃତ୍ୟୁ ଘଟିଛି। ରୁଷରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ହୋଇଥିବା ବିଦ୍ରୋହ…