Latest Odisha News

BREAKING NEWS

Browsing Category

ଫିଚର

ବିବାହକୁ ସ୍ମରଣୀୟ କରିବାକୁ ଭିନ୍ନ ପ୍ରୟାସ: ବିବାହ ମଞ୍ଚରେ ଆୟୋଜନ ହେଲା ସାପ ଖେଳ

ଆଜିକାଲି ଅନେକ ନିଜ ବିବାହକୁ ସ୍ୱତନ୍ତ୍ର ଓ ସ୍ମୃରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ସେମିତି ଜଣେ ବ୍ୟକ୍ତି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ…

ଏହି ଦେଶରେ ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରକୁ ଆସିଥାଏ

ବେଜିଂ: ସାପକୁ ନେଇ ବ୍ୟାପାର । କଥାଟା ଅଡୁଆ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ବୋଧହୁଏ ଚୀନ ଏକମାତ୍ର ଦେଶ ଯେଉଁଠାରେ ସବୁ କିଛି ବିକ୍ରି ହୋଇଥାଏ । ରିପୋର୍ଟ ମୁତାବକ ଚୀନର ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରରେ ବିକ୍ରି ହୋଇଥାଏ । ଆମେ ଯେପରି ଖାଦ୍ୟ ପଦାର୍ଥ ଅମଳ କରିଥାଏ ଚୀନରେ ସେଭଳି ସାପ…

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ନୂତନ କାର୍ଯ୍ୟସୂଚୀ ଜାରୀ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦିନିକିଆ ବିଶ୍ୱକପ ୨୦୨୩ର ନୂତନ କାର୍ଯ୍ୟସୂଚୀ ଜାରି କରିଛି । ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ତାରିଖ ବଦଳିଛି । ନୂତନ କାର୍ଯ୍ୟସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ଅହମ୍ମଦାବାଦରେ ୧୪ ଅକ୍ଟୋବରରେ ଖେଳାଯିବ । ସେହିପରି ଇଡେନଗାଡେର୍ନରେ…

୨୦୦ ବର୍ଷର ଏମିତି ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଅଟାରେ ତିଆରି ମୂର୍ତ୍ତି

ଗୁଜୁରାଟ: ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ମାର୍ବଲ କିମ୍ବା ପଥରରେ ତିଆରି ହୋଇଥାଏ । ଆଉ କେଉଁଠି କାଠରେ ନିର୍ମିତ ପ୍ରତିମା ମଧ୍ୟ ପୂଜା ପାଆନ୍ତି । ଦେଶରେ ଅନେକ ହନୁମାନ ମନ୍ଦିର ଅଛି । କିନ୍ତୁ ଗୁଜରାଟରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି, ଯାହା ଅଟାରେ ନିର୍ମିତ । ଏହା ୨୦୦ ବର୍ଷ…

ଖୁବ ଶୀଘ୍ର ବଦଳିବ ଏହି ରାଜ୍ୟର ନାମ; କ’ଣ ରହିବ ନୂଆ ନାଁ, ଜାଣନ୍ତୁ

ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ନୂଆ ନାଁରେ ପରିଚିତ ହେବ ଏହି ରାଜ୍ୟ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି  । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ…

ରାଗିଂ ନେଲା କି ଜୀବନ ! ହାଇଦ୍ରାବାଦରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ସୋନପୁର: ହାଇଦ୍ରାବାଦ ଆଇ.ଆଇ.ଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ  । ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କର ମୃତେଦହ  । ମୃତ ଛାତ୍ରୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା  ବୋଲି ଜଣାପଡିଛି । ହଷ୍ଟେଲର ଏକ ବନ୍ଦ…

ଚାଷୀଙ୍କୁ ଘାରିଲା ଚୋରି ଭୟ: ଟମାଟୋ କ୍ଷେତରେ ଲାଗିଲା ସିସିଟିଭି କ୍ୟାମେରା

ମୁମ୍ବାଇ: ଟମାଟୋ ଦର ଏବେ ଆକାଶ ଛୁଆଁ ରହିଛି । ଦର ଦିନକୁ ଦିନ ବଢି ବଢି ଚାଲିଛି । ଯାହାକି ଗ୍ରାହକଙ୍କ ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଦର ଏବେ କିଲୋ ପିଛା ୨୦୦ ଟଙ୍କା ପାର୍ କରିଛି । ଏଭଳି ସ୍ଥିତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଟମାଟୋ ଚୋରି…

ନାଗାସାକି ଦିବସ- ସେ ଭୟଙ୍କର ଦିନ ମନେ ପଡିଲେ ଆଜି ବି ଛାତି ଥରି ଯାଉଛି

ଟୋକିଓ: ଭୟଙ୍କର ଥିଲା ସେ ଦିନ,  ସେ ମୁହୁର୍ତ୍ତ  । ହସଖୁସିରେ ଉଛୁଳି ପଡୁଥିବା ସହର  କ୍ଷଣକେ ମରୁଭୂମି ପାଲଟିଗଲା  । ସବୁଠି ଛାଇଗଲା କୋକୁଆ ଭୟ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ , ନିଃଶ୍ବାସ ନେଲେ ବି ଜୀବନ ଚାଲି ଯାଉଥିଲା । ଅତି ପ୍ରଖର ବେଗରେ ପରମାଣୁ ବୋମା ଛୁଟୁଥିଲା । ପୁରା…

ଲଣ୍ଡନ ରାଜରାସ୍ତାରେ ଶାଢ଼ୀ ଶୋଭାଯାତ୍ରା: ଦେଖାଇଥିଲେ ହ୍ୟାଣ୍ଡଲୁମ ଝଲକ

ଲଣ୍ଡନ: ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ "ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ"ର ସହଯୋଗରେ " ବ୍ରିଟିଶ ୱିମେନ…