Latest Odisha News

BREAKING NEWS

Browsing Category

ଫିଚର

 ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ଵ  ଦେଶଜ  ଅଧିବାସୀ  ଦିବସ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ…

୧୮ ଚକିଆ ଗାଡ଼ି, ଯାହା ପାହାଡ଼ିଆ ରାସ୍ତାରେ ଆରାମରେ ଯାଇପାରୁଛି

ଫିନ୍‌ଲାଣ୍ଡ: ଲୋକଙ୍କର ବିଭିନ୍ନ ପ୍ରକାରର ଗାଡ଼ି ସଉକ ଥାଏ । ତାକୁ ନଜରରେ ରଖି ବିଭିନ୍ନ କମ୍ପାନୀମାନେ ମଧ୍ୟ ଗାଡ଼ି ପ୍ରସ୍ତୁତ କରିଥାନ୍ତି । ନିକଟରେ ଫିନ୍‌ଲାଣ୍ଡର ଏକ କମ୍ପାନୀ ଏମିତି ଏକ ଗାଡ଼ି ତିଆରି କରିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗାଡ଼ିରେ ଏମିତି କିଛି…

୫ ବର୍ଷରେ ବିସିସିଆଇ ୪୨୯୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛି

ନୂଆଦିଲ୍ଲୀ: ବିସିସିଆଇଠାରୁ ଭାରତ ସରକାର ଆୟକର ବାବଦକୁ ମୋଟା ଅଙ୍କର ଅର୍ଥ ପାଉଛି । ବିଶ୍ୱ କ୍ରିକେଟର ସବୁଠାରୁ ଧନୀ ବୋର୍ଡ ବିସିସିଆଇ ୫ ବର୍ଷ ମଧ୍ୟରେ ୪୨୯୮ କୋଟି ଟଙ୍କର ଟ୍ୟାକ୍ସ ବାବଦକୁ ଦେଇଛି । ବିସିସିଆଇ ଆର୍ଥୀକ ବର୍ଷ ୨୦୨୧-୨୨ରେ ୧୧୫୯ କୋଟି ଟଙ୍କା ସରକାରଙ୍କୁ ପୈଠ କରିଥିଲା ।…

ବିପଦପୂର୍ଣ୍ଣ ଭାବେ ରିଲ୍‌ସ ପ୍ରସ୍ତୁତ, ଗୋଟେ ବାଇକରେ ଯାଉଛନ୍ତି ୭ ଯୁବକ

ଉତ୍ତରପ୍ରଦେଶ: ଆଜିକାଲି ସୋସିଆଲ ମିଡ଼ିଆରେ ରିଲ୍ ତିଆରି କରିବା ନିଶା ସମସ୍ତଙ୍କୁ ଘାରିଛି । ସେମାନେ ସ୍ଥାନ,କାଳ,ପାତ୍ର ସବୁ କିଛି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ରିଲ୍ସ ତିଆରି କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ…

ବିବାହକୁ ସ୍ମରଣୀୟ କରିବାକୁ ଭିନ୍ନ ପ୍ରୟାସ: ବିବାହ ମଞ୍ଚରେ ଆୟୋଜନ ହେଲା ସାପ ଖେଳ

ଆଜିକାଲି ଅନେକ ନିଜ ବିବାହକୁ ସ୍ୱତନ୍ତ୍ର ଓ ସ୍ମୃରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ସେମିତି ଜଣେ ବ୍ୟକ୍ତି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ…

ଏହି ଦେଶରେ ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରକୁ ଆସିଥାଏ

ବେଜିଂ: ସାପକୁ ନେଇ ବ୍ୟାପାର । କଥାଟା ଅଡୁଆ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ବୋଧହୁଏ ଚୀନ ଏକମାତ୍ର ଦେଶ ଯେଉଁଠାରେ ସବୁ କିଛି ବିକ୍ରି ହୋଇଥାଏ । ରିପୋର୍ଟ ମୁତାବକ ଚୀନର ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରରେ ବିକ୍ରି ହୋଇଥାଏ । ଆମେ ଯେପରି ଖାଦ୍ୟ ପଦାର୍ଥ ଅମଳ କରିଥାଏ ଚୀନରେ ସେଭଳି ସାପ…

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ନୂତନ କାର୍ଯ୍ୟସୂଚୀ ଜାରୀ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦିନିକିଆ ବିଶ୍ୱକପ ୨୦୨୩ର ନୂତନ କାର୍ଯ୍ୟସୂଚୀ ଜାରି କରିଛି । ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ତାରିଖ ବଦଳିଛି । ନୂତନ କାର୍ଯ୍ୟସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ଅହମ୍ମଦାବାଦରେ ୧୪ ଅକ୍ଟୋବରରେ ଖେଳାଯିବ । ସେହିପରି ଇଡେନଗାଡେର୍ନରେ…

୨୦୦ ବର୍ଷର ଏମିତି ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଅଟାରେ ତିଆରି ମୂର୍ତ୍ତି

ଗୁଜୁରାଟ: ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ମାର୍ବଲ କିମ୍ବା ପଥରରେ ତିଆରି ହୋଇଥାଏ । ଆଉ କେଉଁଠି କାଠରେ ନିର୍ମିତ ପ୍ରତିମା ମଧ୍ୟ ପୂଜା ପାଆନ୍ତି । ଦେଶରେ ଅନେକ ହନୁମାନ ମନ୍ଦିର ଅଛି । କିନ୍ତୁ ଗୁଜରାଟରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି, ଯାହା ଅଟାରେ ନିର୍ମିତ । ଏହା ୨୦୦ ବର୍ଷ…

ଖୁବ ଶୀଘ୍ର ବଦଳିବ ଏହି ରାଜ୍ୟର ନାମ; କ’ଣ ରହିବ ନୂଆ ନାଁ, ଜାଣନ୍ତୁ

ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ନୂଆ ନାଁରେ ପରିଚିତ ହେବ ଏହି ରାଜ୍ୟ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି  । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ…