Latest Odisha News

BREAKING NEWS

Browsing Category

ଫିଚର

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ ଆଜି ସକାଳେ ମୃତ ଡ୍ରଇଭରର ମର ଶରୀରକୁ ବାହାର କରିଛି…

ମଶା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କଲେ ଏଣିକି ତଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ମଶା ଲାର୍ଭା ବୃଦ୍ଧି ହେବାର ସମ୍ଭାବନା ବ୍ୟବସାୟିକ ପ୍ରତିଷ୍ଠାନ…

ବଦଳିବ ପ୍ରାଥମିକ ଶ୍ରେଣୀଗୃହ ପରିବେଶ, ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ

ଭୁବନେଶ୍ୱର: ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ। ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ ଛାତ୍ରଛାତ୍ରୀ। କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ। ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଊର୍ଦ୍ଧ୍ୱ…

ବାହାନଗା ଟ୍ରେନ ଦୁର୍ଘଟଣା: ଏବେ ବି ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇନି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ୨ ମାସରୁ ଅଧିକ ଦିନ ବିତିଲାଣି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ପୂର୍ବ ତଟ ରେଳବାଇର…

କାର୍ଯ୍ୟକାଳ ଅବଧି ଶେଷ ହେବାର ତିନି ଦିନ ପୂର୍ବରୁ କାହିଁକି ସରକାର ଭାଙ୍ଗିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ?

ଇସଲାମାବାଦ: ପାକିସ୍ତାନର ସଂସଦ ଅର୍ଥାତ୍ ନ୍ୟାସନାଲ ଆସେମ୍ବଲି ଭଙ୍ଗ ହୋଇଛି। ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହେବାର ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ସୁପାରିଶ କରିଥିଲେ ଯାହା ବୁଧବାର ବିଳମ୍ବିତ ରାତିରେ…

ଅକ୍ଟୋବରରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ ହେବ। ପେନସନ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର ମିଳିତ…

ଏମିତି ଛତୁ, ଯାହା ବର୍ଷକରେ ମାତ୍ର ୮ ଦିନ ମିଳିଥାଏ, ତାହା ଚଢା ଦରରେ

ଝାରଖଣ୍ଡ: ବିଭିନ୍ନ ସ୍ଥାନରେ ବହୁ ପ୍ରକାରର ଛତୁ ମିଳିଥାଏ । କିନ୍ତୁ ଝାରଖଣ୍ଡରେ ଏମିତି ଏକ ଛତୁ ଅଛି, ଯାହା ବର୍ଷକୁ ମାତ୍ର ୮ ଦିନ ମିଳିଥାଏ । ତାହା ପୁଣି ଚଢା ଦରରେ । ଏଠାକାର ଲୋକ ଏହାକୁ ଖାଇବା ପାଇଁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ଏହି ଛତୁର ନାମ ହେଉଛି ଟେକ୍ନସ । ଏହା…

ଗଣେଶ୍ୱର ମିଶ୍ରଙ୍କ ଲେଖନୀରେ ଥିଲା ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ

ଭୁବନେଶ୍ୱର: ସାମ୍ବାଦିକତାର ଅଭିବୃଦ୍ଧିରେ ସାହିତ୍ୟର ଗୁରୁତ୍ୱ ହ୍ରାସ ପାଇଛି । ସ୍ଥାନୀୟ ଓ ଜାତୀୟ ସ୍ତରରେ ଦିନକୁ ଦିନ ସମ୍ବାଦ ପରିବେଷଣରେ ସାହିତ୍ୟ ଓ ସାହିତ୍ୟ ସମ୍ପର୍କିତ ଖବର ପାଇଁ ସ୍ଥାନ ସଙ୍କୁଚିତ ହେଉଛି । ଭୁବନେଶ୍ୱରସ୍ଥିତ ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ଆୟୋଜିତ ଲେଖକ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି:ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ସ୍ଥାନୀୟ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚରେ ଭାରତ ୪-୦ ଗୋଲରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୮୩ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୬୫…

ଦିନିକିଆ ବିଶ୍ୱକପ କ୍ରିକେଟ: ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ । ଏଥିପାଇଁ ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ବୁଧବାର ଆଇସିସି ରିଭାଇଜଡ କାର୍ଯ୍ୟସୂଚୀ ଘୋଷଣା କରିଛି । ନବରାତ୍ରର ଓ କାଳୀପୂଜା ଯୋଗୁ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ…