Latest Odisha News

BREAKING NEWS

Browsing Category

ଫିଚର

ଅଗଷ୍ଟ ୧୫ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୧୬ରେ ବସ୍ ଚଳାଚଳ ବନ୍ଦର ଚେତାବନୀ ଦେଲା ସଂଘ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ (LAccMI) ଯୋଜନାକୁ ବିରୋଧ କରିଛି ରାଜ୍ୟର ଘରୋଇ ବସ ମାଲିକ ସଂଘ। ରାଜ୍ୟବ୍ୟାପୀ ଲୋକଙ୍କୁ ଶସ୍ତାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବାର ସମ୍ଭାବନା ରହିଛି।ତେବେ ବାହାରୁ ବସ୍…

୧୭ ବର୍ଷ ପରେ ଜେଲରୁ ଚମ୍ପଟ ମାରିଥିବା କଏଦୀ ହେଲା ଗିରଫ

ମୋହନା: ୨୦୦୬ ମସିହାରେ ଆର. ଉଦୟଗିରି ସବ ଜେଲରୁ ଖସି ପଳାଇଥିବା ବିଚାରାଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ମାଲବିଷୋୟୀକୁ ମୋହନା ପୋଲିସ ଗିରଫ କରିଛି। ଗୁରୁବାର ମାଲାବିଷୋୟୀଙ୍କୁ ଗଜପତି ଜିଲ୍ଲା କିରାମା ଗାଁରୁ ଗିରଫ କରାଯାଇଛି। ପାରିବାରିକ ବିବାଦ ମାମଲାରେ ଆର. ଉଦୟଗିରି ଉପକାରାଗାରରେ…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ କାହିଁକି ଇନଡୋର ଷ୍ଟାଡିୟମ ଛାତକୁ ଜରି ପାଲରେ ଘୋଡାଯାଇଥିଲା? ସ୍ପଷ୍ଟୀକରଣ…

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମର ଛାତକୁ ପଲିଥିନରେ ଘୋଡାଇ ବର୍ଷା ଓ ବଜ୍ରପାତରୁ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ କୌଣସି ରିସ୍କ ନେବାକୁ…

ବୁମରାହଙ୍କ ଦଳକୁ ପ୍ରତ୍ୟାବର୍ତନ ନେଇ ମୁହଁ ଖୋଲିଲେ ରୋହିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଦଳକୁ ଖୁବ ଶୀଘ୍ର ଫେରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଆୟର୍ଲାଣ୍ଡ ଗସ୍ତରେ ସେ ଚୂଡାନ୍ତ ଦଳରେ ସ୍ଥାନ ପାଇବେ ବୋଲି ଉଲ୍ଲେଖ କରାଯାଇଛି । ବୁମରାହ ଏବେ ବାଙ୍ଗାଲୋରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଚିକିତ୍ସିତ…

ରାହୁଲଙ୍କୁ କହୁଥିଲେ, ଏବେ ମୋଦି ନିଜେ ସେୟା କଲେ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ଦେଶରେ ଏବେ ପ୍ରତିବର୍ଷ ନୂଆ ଆଇଆଇଟି ଓ ଆଇଆଇଏମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ କହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ମୋଦି ଆମେରିକାରେ ଏ କଥା କହିଥିଲେ ମଧ୍ୟ ଗତ…

ସିଭିଲ୍ ସର୍ଭିସେସ୍ ୨୦୨୧ ରେଜଲ୍ଟ ଉପରୁ ଅନ୍ତରୀଣ ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସେସ୍ ରେଜଲ୍ଟ ପ୍ରକାଶନ ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରହିତାଦେଶ ହଟାଇ ନେଇଛନ୍ତି । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ପିଟିସନର ଶୁଣାଣି କରି ଓସିଏସ୍ ରେଜଲ୍ଟ ଉପରେ ଥିବା ରହିତାଦେଶକୁ କୋର୍ଟ ହଟାଇ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର…

ଘାରିଲା ହାରିବା ଭୟ, ରାଜସ୍ଥାନରୁ ‘ଇଣ୍ଡିଆ’ କୁ ଗାଳି କଲେ ମୋଦି!

ଭୁବନେଶ୍ୱର: ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି।…

ମସ୍ତିଷ୍କ ପଢ଼ି ପାରୁଥିବା ନ୍ୟୁରୋଟେକ୍ନୋଲୋଜି ଡିଭାଇସ ସାଜିପାରେ ମାରାତ୍ମକ

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ହେବା ଭଲ କଥା । ମାତ୍ର ତାହା ଯଦି ମନୁଷ୍ୟର ବିନାଶ ପାଇଁ କାର୍ଯ୍ୟ କରେ ତାହାକୁ ଆମେ କଣ କହିବା ? ଅତ୍ୟାଧୂନିକ ଜ୍ଞାନକୌଶଳର ବଶୀଭୂତ ହୋଇ ଆମେ ନିଜେ ନିଜର ସମସ୍ତ ପ୍ରାଇଭେଟ ତଥ୍ୟ ଉଜାଗର କରିବାରେ ଲାଗିଛି । ଏହା କେତେ ଯେ, ଭୟଙ୍କର ତାହା ଅନୁମାନ କରି…

ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଏସିଆନ ଗେମ୍ସରେ ଭାରତ ଗ୍ରୁପ ଏରେ ଚୀନ, ବାଂଲାଦେଶ ଓ ମ୍ୟାନମାର ସହ ରହିଛି । ଯାହାକି ଅପେକ୍ଷାକୃତ ସହଜ ଡ୍ର ଭାବେ ବିବେଚନା କରାଯାଉଛି । ସେହିପରି ବିଶ୍ୱକପ…

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା, ୨.୬୫…