Latest Odisha News

BREAKING NEWS

Browsing Category

ଫିଚର

ଦୁଇ ଏନଏଚ ପ୍ରକଳ୍ପର ଉଦ୍‌ଘାଟନ କଲେ ଅମିତ ଶାହ-ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ଏନ୍‌ଏଚ୍‌ର ଲୋକାର୍ପଣ କରି କେନ୍ଦ୍ର ମନ୍ତ୍ରୀ ଶାହ  ଏବଂମୁଖ୍ୟମନ୍ତ୍ରୀ…

୧୬ ମାସରେ ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ: ତଦନ୍ତ ନିର୍ଦ୍ଦେଶ

ମିରଟ: ଉତ୍ତରପ୍ରଦେଶର ମିରଟରେ ଥିବା ଲାଲା ଲଜପତ ରାୟ ହସ୍ପିଟାଲରେ ଗତ ୧୬ମାସରେ ୮୦ରୁ ଅଧିକ ମହିଳା ଏଚଆଇଭିରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଯାହା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗତକାଲି ସ୍ଵାସ୍ଥ୍ୟ ବିଭାଗର ଅଧିକାରିମାନେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ଉପରେ…

ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ : ଚନ୍ଦ୍ର କକ୍ଷ ପଥ ମୁହାଁ ଏବେ ଚନ୍ଦ୍ରଯାନ-୩ । ଆଜି ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟା ୭ଟାରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ  । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି…

ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ

ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର ।  ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ  ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ…

ଜାମ୍ମୁକାଶ୍ମୀରରେ ଭୁକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୨

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୮.୩୬ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ଭୂକମ୍ପ ଭୂପୃଷ୍ଠରୁ ୧୨୯ କିମି ତଳେ ତଥା ଗୁଲମାର୍ଗରୁ ୧୮୪ କିମି ଦୂରରେ ଅନୁଭୂତ ହୋଇଥିଲା ।…

ମଣିପୁରରେ ୩ ଜଣଙ୍କୁ ହତ୍ୟା ପରେ ପୁଣି ତେଜିଲା ହିଂସା; ସକାଳୁ ସକାଳୁ କ୍ୱାକ୍ଟା ଇଲାକାରେ ଗୁଳି ବିନିମୟ

ଇମ୍ଫାଲା: ୩ ଜଣଙ୍କୁ ହତ୍ୟା ପରେ ମଣିପୁରରେ ପୁଣି ତେଜିଲା ହିଂସା । ଗତ ରାତିରେ ୩ ଜଣଙ୍କୁ ହତ୍ୟା କରିବା ସହ ଅନେକଙ୍କ ଘର ଜାଳି ଦେଇଛନ୍ତି । ଏହି ହିଂସା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଶନିବାର ସକାଳୁ ସକାଳୁ ବିଷ୍ଣୁପୁର କ୍ୱାକ୍ଟା ଇଲାକାରେ ଫୟାରିଂ ହୋଇଛି ।…

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ସେପଟେ ଛତିଶଗଡ଼ ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍

ସମ୍ବଲପୁର: ଏପଟେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରୁଥିବା ବେଳେ ସେପଟେ ଉପର ମୁଣ୍ଡରେ ବନ୍ୟାର ଭୟ ଘାରିଲାଣି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ…

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ…

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ବର୍ତ୍ତମାନ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ…

ଭୁବନେଶ୍ୱରରେ ଅମିତ ଶାହ, ଦଳୀୟ କର୍ମୀଙ୍କୁ ହାତ ହଲାଇ ଜଣାଇଲେ ଅଭିବାଦନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଁଚିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶାହ ପାଖାପାଖି ରାତି 12ଟା ସମୟରେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ବିମାନ ଯୋଗେ ଆସି ଅବତରଣ କରିଛନ୍ତି। ସ୍ବାଗତ କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ…