Latest Odisha News

BREAKING NEWS

Browsing Category

ଫିଚର

ହାଇୱେ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଧରଣର ଦୁର୍ଘଟଣା। ଥାନେ ଜିଲ୍ଲାର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି।…

ଦୀର୍ଘ ତିନି ମାସର ବ୍ୟବଧାନ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଆଜିଠୁ ଖୋଲିବ ଭିତରକନିକା । ଦୀର୍ଘ ୩ମାସ ଧରି ବନ୍ଦ ରହିବା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ତେବେ ଆଜିଠାରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ସୂଚନା…

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏଣିକି ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ…

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ…

‘ନିର୍ବାଚନ ପୂର୍ବରୁ ଶାସକ ଦଳ କ୍ରୀଡାର ବିକାଶ କରି ଯୁବ ଭୋଟରଙ୍କୁ ପ୍ରଲୋଭିତ କରୁଛି’

ଭୁବନେଶ୍ୱର: ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ବିଜେପି ସମେତ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ବିଜୁ ଜନତା ଦଳ (ବିଜେଡି) ନେତୃତ୍ୱାଧୀନ ରାଜ୍ୟ ସରକାର ଏହା ଯୁବକଙ୍କ ବିକାଶ ପାଇଁ ବୋଲି କହୁଥିବା…

ଟିଭିରେ ଘର ପାଚେରି କାନ୍ଥ ନିର୍ମାଣ

ଭିଏତନାମ: ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ ।…

ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ କହିଲା ବିଜେଡି-ବିଜେପି ଆସନ ବୁଝାମଣା ହୋଇଛି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପରସ୍ପରକୁ ସାହାଯ୍ୟ କରିବାକୁ ରାଜି ହୋଇଥିବା କଂଗ୍ରେସ ଦଳ ସୋମବାର ଅଭିଯୋଗ କରିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ ଓଡ଼ିଶା ବିଜେପି ମୁଖ୍ୟ ମନମୋହନ ସାମଲ ଆଗୁଆ ନିର୍ବାଚନ କଥା…

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ଗଲା ୯ ଜୀବନ

ଭୁବନେଶ୍ୱର: ସୋମବାର ରାଜ୍ୟରେ ପୃଥକ ପୃଥକ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ୨ଟା ପରେ ସଂଧ୍ୟା ୬ଟା ଯାଏ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରିଥିଲା। ଯେଉଁଥିରେ ଖବର ଲେଖା ହେବା ସୁଦ୍ଧା ୯ ଜଣଙ୍କର ବିଜୁଳି ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପିପିଲି…

ନବରଙ୍ଗପୁରର ନମ୍ରତା, ଆରଆଇ ଚାକିରି ଛାଡି ଓଏଏସ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର/ନବରଙ୍ଗପୁର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓଏଏସ୍) ୨୦୨୧ର ଫଳାଫଳ ସୋମବାର ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓସିଏସ୍ ୨୦୨୧ରେ ଟପ୍ପର ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା…