Latest Odisha News

BREAKING NEWS

Browsing Category

ଫିଚର

ନିଆଳିରେ ଶାସକ ଦଳରେ କନ୍ଦଳ! ଦେବାଶିଷ ଓ ପ୍ରମୋଦଙ୍କ ବିରୋଧରେ ବର୍ଷିଲେ ଦଳୀୟ ନେତା

କଟକ: ଶାସକ ବିଜୁ ଜନତା ଦଳ ଭିତରେ କନ୍ଦଳ ଲାଗି ରହିଥିବା ବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଦେଇଥିବା ବୟାନକୁ ନେଇ ସୋମବାର ନିଆଳିର ଦୁଇ ବିଜେଡି ନେତା କଟାକ୍ଷ କରିଛନ୍ତି। ସେମାନେ ଏହି ଅବସରରେ ନିଆଳି ବିଧାୟକ ମଲ୍ଲିକଙ୍କୁ…

ହୃଦୟବାନ୍ ଚୋର: ଘରେ କଳାକନା ବୁଲାଇବାକୁ ଆସିଥିଲା, ହେଲେ ଛାଡ଼ିଗଲା ୫ ଶହ ଟଙ୍କା

ନୂଆଦିଲ୍ଲୀ : ଘରେ ଚୋର ପଶିଲେ କଳା କନା ବୁଲାଇ ଦେଇଥାନ୍ତି । କିନ୍ତୁ କେଉଁଠି ଶୁଣିଛନ୍ତି ଚୋର ଘରୁ କିଛି ନ ପାଇଲେ ଟଙ୍କା ଛାଡ଼ି ଦେଇଯିବା ? ଏବେ ନୂଆଦିଲ୍ଲୀରେ ସେମିତି ଏକ ଘଟଣା ଘଟିଛି, ଯେଉଁଥିରେ ଚୋର କିଛି ନ ପାଇ ନିଜ ବଦନ୍ୟତା ଦେଖାଇଛି । ନୂଆଦିଲ୍ଲୀର ରୋହିଣୀର ସେକ୍ଟର ୮ରେ…

ବାବୁଙ୍କ ଆମେରିକା ଗସ୍ତ, ବିଜୟ ପଟ୍ଟନାୟକ କହିଲେ ପୂର୍ବ ଗସ୍ତରୁ ଜଣାପଡିଛି ନିବେଶ କେତେ ଆସିଛି

ଭୁବନେଶ୍ୱର: 5-ଟି ସଚିବଙ୍କ ଓଡ଼ିଶା ଭ୍ରମଣକୁ ନେଇ ସାରା ଓଡିଶାରେ ଅନେକ ହଇଚଇ ସୃଷ୍ଟି ହେବା ପରେ ଏବେ ରାଜ୍ୟର କ୍ଷମତାଶାଳୀ ଟିମ୍ ଆମେରିକା ଗସ୍ତ କରିଛନ୍ତି। ଯେଉଁଥିରେ 5-ଟି ସଚିବ ଭି. କେ. ପାଣ୍ଡିଆନ୍, ଆଇଟି ସଚିବ ମନୋଜ ମିଶ୍ର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେଡି ସାଂସଦ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜବାବ ଲୋଡିଲେ ବିରୋଧୀ, ବିଜେଡି କହିଲା ବିଜେପି ପ୍ରଶ୍ନ କରିବା ସୈତାନର ବେଦପାଠ ସହ ସମାନ

ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ଜେଇ (ସିଭିଲ) ପାଇଁ ହୋଇଥିବା ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍କୁ ନେଇ ସୋମବାର ବିଜେପି ଓ କଂଗ୍ରେସର ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି, ବିହାର ଏବଂ…

ଦେଶର ସବୁଠୁ ଗରିବ ବିଧାୟକ: ପାଖରେ ଅଛି ମାତ୍ର ୧ ଟଙ୍କା

କୋଲକାତା : ଆଜିକାଲି ସମସ୍ତ ମନ୍ତ୍ରୀ,ବିଧାୟକ,ସାଂସଦ ସମସ୍ତ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ସହ ବିଳାସପୂର୍ଣ୍ଣ କାର,ଘର ରହିଥାଏ । କିନ୍ତୁ ଏମିତି ଜଣେ ବିଧାୟକ ଅଛନ୍ତି, ଯାହାଙ୍କ ଆକାଉଣ୍ଟରେ ମାତ୍ର ୧ ଟଙ୍କା ରହିଛି । ସେଥିଲାଗି ସେ ଏବେ ଦୁନିଆର ସବୁଠୁ ଗରିବ ବିଧାୟକ ଭାବେ ବିବେଚିତ…

ରାଜଧାନୀରେ ଦୁଇ ଜଣଙ୍କ ଡେଙ୍ଗୁର ମୃତ୍ୟୁ ହୋଇଛି ଏବେ କହିହେବନି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜଧାନୀରେ ଦୁଇ ଜଣ ଡେଙ୍ଗୁ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁର ଗୋଟିଏ ଦିନ ପରେ ସୋମବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ନିରଞ୍ଜନ ମିଶ୍ରଙ୍କ କହିବାନୁସାରେ, ଡେଙ୍ଗୁ ମୃତ୍ୟୁ ଘୋଷଣା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି।…

ଓଏସଏସସି ଅଫିସ ଆଗରେ ଚାକିରୀ ଆଶାୟୀ ଦଣ୍ଡବତ ହୋଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିରପେକ୍ଷ ତଦନ୍ତ ଦାବି

ଭୁବନେଶ୍ୱର: ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। ଏହି ସମୟରେ ଅନେକ…

ଏମିତି ଦୋକାନ ଯାହା ୪ ବର୍ଷରେ ଗୋଟେ ଦିନ ଖୋଲେ, କିଛି ସମୟରେ ସରିଯାଏ ସବୁ ଖାଦ୍ୟ

ରାଜସ୍ଥାନ: ଏହାର ଶୀର୍ଷକ ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଆପଣ ଭାବୁଥିବେ ଗୋଟେ ଦିନ ଦୋକାନ ବନ୍ଦ କଲେ ବ୍ୟବସାୟରେ ବହୁତ କ୍ଷତି ହୋଇଥାଏ । କିନ୍ତୁ ଏହା କି ଦୋକାନ ଯେ, ୪ ବର୍ଷରେ ଗୋଟେ ଦିନ ଖୋଲେ । ଘଟଣାଟି ସତ । ରାଜସ୍ଥାନର ବାରମର ଜିଲାରେ ରହିଛି ଏହି ଦୋକାନ, ଯାହାର…

ଉତ୍ତରାଖଣ୍ଡରେ କଂଗ୍ରେସକୁ ରୋକିବାକୁ ଦିଲ୍ଲୀରେ ଅଙ୍କ କଷିବ ବିଜେପି!

ଭୁବନେଶ୍ୱର: ଉତ୍ତରାଖଣ୍ଡ ଉପରେ ଏବେ ଉଭୟ ଜାତୀୟ ଦଳ ଫୋକସ କରିବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉତ୍ତରାଖଣ୍ଡ କଂଗ୍ରେସ ନେତୃତ୍ୱ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଵାକୁ ପରାମର୍ଶ ଦେଇଥିଲେ।…

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…