Latest Odisha News

BREAKING NEWS

Browsing Category

ଫିଚର

ଏସ୍‌ଏସ୍‌ଡି ସ୍କୁଲରେ ନିଯୁକ୍ତି ହେବେ ବହୁଭାଷୀ ଶିକ୍ଷକ

ଭୁବନେଶ୍ୱର: ଏଣିକି ଏସ୍‌ଏସ୍‌ଡି ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୧ ଭାଷାର ବହୁଭାଷୀ ଶିକ୍ଷକ। ଶ୍ରେଣୀଗୃହରେ ବହୁଭାଷୀ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସମସ୍ୟା ସମାଧାନ ଲାଗି ଏହି ପଦକ୍ଷେପ ନିଆଯାଇଛି। ବହୁଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁବିଧା ହେବ। ସଉରା, କୁଇ, ଓରାମ, କୋୟା, ବଣ୍ଡା,…

ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪ ପାଇଁ…

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା, ୩୨ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩…

ପଞ୍ଚାୟତ ନିର୍ବାଚନରେ ହିଂସା, ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କୋଲକାତା: ବୁଧବାର କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅନ୍ତିମ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିର୍ବାଚନ ସହ ଜଡିତ ସମସ୍ତ ଭିଡିଓ ନ ଦେଖିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିବା ଉଚିତ…

ଗୁଗୁଲ୍ ମ୍ୟାପ୍‌ରେ ରାସ୍ତା ଦେଖିବା ମହଙ୍ଗା ପଡିଲା : ବାଇକ୍ ନଦୀ ଭିତରେ ନେବାକୁ ପଡିଲା

ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି ।…

ଏମିତି ଏକ ଅଫିସ୍ : ଯେଉଁଠି କର୍ମଚାରୀଙ୍କୁ ବିଶ୍ରାମ ପାଇଁ ତକିଆ, ବେଡସିଟ୍ ଦିଅନ୍ତି ବସ୍‌

ଜାପାନ: ଅନେକ ସମୟରେ ଦେଖାଯାଏ ଯେ, ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀମାନେ ଡ଼୍ୟୁଟି ଆୱାର ସମୟରେ ବିଭିନ୍ନ କାରଣରୁ ଥକି ପଡ଼ିଥାନ୍ତି । ପରିଣାମ ସ୍ୱରୂପ ଏହି କାର୍ଯ୍ୟ ସମୟ ଭିତରେ ପୁରା ହୋଇପାରେ ନାହିଁ ଦିଆଯାଇଥିବା କାମ । ତେବେ ଘରୋଇ କମ୍ପାନୀରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ…

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା…

ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ । ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ…

ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା…

କାଚ ବୋତଲ ଉପରେ ଚାଲି ବିଶ୍ୱ ରେକର୍ଡ କଲେ ଯୁବତୀ

ଚୀନ: କୌଣସି କାମ କରିବା ପାଇଁ ଯଦି ମାନସିକସ୍ତରରେ ଜଣେ ପ୍ରସ୍ତୁତ ତାହାହେଲେ ତାପାଖକୁ ସଫଳତା ଆପେ ଆପେ ଆସେ । ଏକଥାକୁ ପ୍ରମାଣିତ କରିଛନ୍ତି ଚୀନ୍‌ର ଜଣେ ସାଧାରଣ ଯୁବତୀ । ଲମ୍ବା ସମୟର ଅଭ୍ୟାସ ପରେ ଦେଢ ଫୁଟ ଉଚ୍ଚତା ଓ ପ୍ରାୟ ୧୦ ମିଟର କାଚ ବୋତଲ ଉପରେ ଚାଲି ସେ ବିଶ୍ୱ ରେକର୍ଡ଼ କରିବାରେ…