Latest Odisha News

BREAKING NEWS

Browsing Category

ଫିଚର

ଅଣ୍ଟା ତଳକୁ ଯନ୍ତ୍ରଣା ହେଉଛି କହି ହସ୍ପିଟାଲରେ ଭର୍ତ୍ତି, ଏକ୍ସ-ରେ ରିପୋର୍ଟ ଦେଖି ସମସ୍ତେ ତାଜୁବ

ଜୟପୁର: ଏକ ଆଶ୍ଚର୍ଯ୍ୟଜନକ ଖବର ରାଜସ୍ଥାନର ବିକାନେର ସହରରୁ ଆସିଛି। ବିକାନେରରେ ରହୁଥିବା ରାମ କୁମାରଙ୍କର ଏକ୍ସ-ରେ ରିପୋର୍ଟ ପରେ ହୋଇଥିବା ଅପରେସନକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ୟୁପିର ଏହି ମୂଳ ବାସିନ୍ଦା ରାମ କୁମାର ତିନି ଦିନ ହସ୍ପିଟାଲରେ…

ଗାଡି ଭିତରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ଅଧିକାରୀମାନେ ଏକ ବଡ଼ ଧରଣର ନିଶା କାରବାର ରାକେଟର ପର୍ଦ୍ଦାଫାସ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିବା ଅବକାରୀ ବିଭାଗର ଏକ…

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା, ପ୍ରତ୍ୟେକ ଗାଁର ବିକାଶରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା…

ସୁନା ପାନ: ଯାହାର ଦାମ୍ ରହିଛି ୯୯୯ ଟଙ୍କା

ଲକ୍ଷ୍ନୌ : କୁହାଯାଏ, ବନାରସୀ ପାନ ଯିଏ ଖାଇଛି ସିଏ ତାର ମହତ୍ତ୍ୱ ଜାଣିଛି । ସେଥିପାଇଁ ବନାରସୀ ପାନକୁ ନେଇ ଅନେକ ଗୀତ ଓ କଥା ତିଆରି ହୋଇଛି । ତେବେ ତାହା ତୁଳନାରେ ଲକ୍ଷ୍ନୌ ପାନ ବି କିଛି କମ୍ ନୁହେଁ । ଏଠି ସୁନା ତିଆରି ପାନ ମିଳୁଛି,ଯାହା ସତରେ ଖୁବ୍ ମହଙ୍ଗା । କାରଣ ଉଭୟ ସୁନା ଓ ରୂପା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାପା ପୁଅ ଓ ଝିଅ ଅବହେଳିତ, ଘର ଆଗରେ ଜମା ହୋଇଛି ଘାସ

କଟକ: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ଓ ଭଉଣୀ ଅବହେଳିତ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନକୁ ଲାଗି ରହିଥିବା କଟକରେ ଜରାଜୀର୍ଣ୍ଣ ଅବସ୍ଥାରେ ଆନନ୍ଦ ଭବନକୁ ଲାଗି ଥିବା କୋଠାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ…

ତିନି ମାସ ମଧ୍ୟରେ ଫ୍ଲାଟ ପଞ୍ଜିକରଣ ନିୟମ ତିଆରି କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା ଅଧିନିୟମ ଲାଗୁ କରିବା ପାଇଁ ସରକାର ପ୍ରଥମେ ଫ୍ଲାଟ ପଞ୍ଜିକରଣ ନିୟମ ପ୍ରଣୟନ କରିବା ଆବଶ୍ୟକ। ନହେଲେ ଆପାର୍ଟମେଣ୍ଟ ଓ ଫ୍ଲାଟ୍ ବିକ୍ରି ଉପରେ କଟକଣା ଜାରି ରହିବ। ଓଡ଼ିଶା ହାଇକୋର୍ଟ ରେରା ଅଧ୍ୟାଦେଶ ପ୍ରସଙ୍ଗରେ ଶୁଣାଣି ବେଳେ ଏହା କହିଛନ୍ତି।…

ବାହାନଗା ଟ୍ରେନ ଦୁର୍ଘଟଣା: ଆଉ ଦୁଇ ଅଧିକାରୀଙ୍କୁ ଚନ୍ଦକା ଥାନାରେ ସିବିଆଇର ଜେରା

ବାଲେଶ୍ୱର: ବାହାନଗା ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମାମଲାରେ ସୋମବାର ସିବିଆଇ ଭାରତୀୟ ରେଳବାଇର ଆଉ ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। ନାମ ଉଲ୍ଲେଖ ନଥିବା ଏହି ଦୁଇ କର୍ମଚାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନାରେ ଡକାଇ ସିବିଆଇ ଅଧିକାରୀଙ୍କ ଏକ ଟିମ୍…

ବାପା ପରେ ଏବେ ପୁଅ ସହ ଖେଳିବେ କୋହଲି

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଭାରତ ପକ୍ଷରୁ ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବାପା ଜ୍ୟେଫ ମାର୍ଶ ଏବଂ ପରେ ପୁଅ ଶନ ମାର୍ଶଙ୍କ ସହ ଖେଳିଥିଲେ । ଏବେ କୋହଲି ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ୩୪ ବର୍ଷୀୟ…

ଜମି ବିବାଦରୁ ତୁମୁଳକାଣ୍ଡ, ସାନ ଭାଇ ଓ ପୁତୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମଧୁ ବିଶ୍ୱାଳ। ହତ୍ୟାକାରୀ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ପାଇକ ବୋଲି…

ନୋଏଡାରୁ ୩.୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ନୋଏଡ଼ାରେ ସାଢ଼େ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶାର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଏହି ଗଞ୍ଜେଇ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା। ଇନ୍ଦ୍ରଜିତ ସେନାପତି ନାମକ ବ୍ୟକ୍ତିଙ୍କ ସହ ତାଙ୍କ ସହଯୋଗୀ ପଶ୍ଚିମବଙ୍ଗର ପରିତୋଷଙ୍କୁ…