Latest Odisha News

BREAKING NEWS

Browsing Category

ଫିଚର

ୟୁନିଅନ ବ୍ୟାଙ୍କ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୬ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଏପ୍ରିଲ୍ ମାସରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ, ସାନ୍ତନୁ ମାଇତି, ଗୌତମ ରାଉତ,…

କୁଖ୍ୟାତ ଆତଙ୍କବାଦୀ, ଖଲିସ୍ତାନୀ ନେତା ଗୁରପତୱନ୍ତ ସଡକ ଦୁର୍ଘଟଣାରେ ନିହତ !

ନ୍ୟୁୟର୍କ: ଭାରତରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ଆମେରିକାରେ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଟ୍ୱିଟରରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆମେରିକାର ୧୦୧ ହାଇୱେରେ ଏହି ଦୁର୍ଘଟଣା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ତିଳକ, ଯଶସ୍ୱୀଙ୍କ ସୁଯୋଗ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ କ୍ରିକେଟ ପାଇଁ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତିଳକ ବର୍ମା ଓ ଯଶସ୍ୱୀ…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍‌କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା…

କ୍ରିତିଙ୍କ ପ୍ରଡକ୍ସନ ହାଉସ ବ୍ଲୁ ବଟରଫ୍ଲାଏର ପ୍ରଥମ ଫିଲ୍ମ ହେବ ଦୋ ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଆଦିପୁରୁଷରେ ଜାନକୀ ରୋଲ କରିଥିବା କ୍ରିତି ସେନନ ତାଙ୍କର ନୂତନ ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । କ୍ରିତିଙ୍କ ବ୍ଲୁ ବଟରଫ୍ଲାଏ ବ୍ୟାନର ତଳେ ଦୋ ପତି ନାମକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଥ୍ରୀଲର ଫିଲ୍ମରେ କାଜଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ…

ଦରଦାମ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, ଫିଙ୍ଗିଲା ଟମାଟୋ

ଭୁବନେଶ୍ୱର: ଦରଦାମ ବଢ଼ୁଛି, ଆକ୍ରୋଶ ତେଜୁଛି । ରାଜ୍ୟରେ ପନିପରିବା ସହ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ପରିବା ବଜାରରେ କୌଣସି ବି ପନିପରିବା ଦର ଶହେ ତଳେ ନାହିଁ । ଯାହାକୁ ନେଇ ଜନ ଆକ୍ରୋଶ ବଢ଼ିଥିବା ବେଳେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା…

ଶରଣ ପଶିଲେ ଜଗନ!

ଭୁବନେଶ୍ୱର: ବିଜେପିର ଆଭିମୁଖ୍ୟକୁ ନେଇ ଚିନ୍ତାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। କେନ୍ଦ୍ରର ବିଜେପି ସରକାରକୁ ସବୁବେଳେ ସହଯୋଗ ଯୋଗାଇ ଆସୁଥିବା ଜଗନଙ୍କୁ ବିଜେପିର କେନ୍ଦ୍ରୀୟ ନେତାମାନେ ଟାର୍ଗେଟ କରିବା ପରେ ଜଗନଙ୍କ ଚିନ୍ତା ବଢିଛି। ଏପରିକି ମୋଦୀଙ୍କ ନଅ ବର୍ଷ ଶାସନ…

ଫଡନାଭିଶଙ୍କ ‘ପାୱାର’ ଗେମ, ଫସିଗଲେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଜନୀତି ଦିନକୁ ଦିନ ଗୋଳମାଳିଆ ହେଉଛି। ଏନସିପିର ଦୁଇ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ନା ଅଜିତ ପାୱାରଙ୍କ ମଧ୍ୟରେ କାହା ସପକ୍ଷରେ ଅଧିକ ବିଧାୟକ ଅଛନ୍ତି ତାକୁ ନେଇ ବଳ କସିଛନ୍ତି ଉଭୟ ନେତା। ସେପଟେ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ…

୬୦ ବର୍ଷ ପରେ ଦେଖାହେଲେ ଗର୍ଲଫ୍ରେଣ୍ଡ: ଦେଲେ ବିବାହ ପ୍ରସ୍ତାବ

ଫ୍ଲୋରିଡ଼ା: କୁହାଯାଏ ଯେ, ଜଣେ ବ୍ୟକ୍ତି ନିଜର ପ୍ରଥମ ପ୍ରେମକୁ କେବେବି ଭୁଲି ପାରେ ନାହିଁ । ସେ ଜୀବନରେ ସବୁ ଖୁସିପାଇଥିଲେ ବି ପ୍ରତ୍ୟେକ ମୁହର୍ତ୍ତରେ ସେ ନିଜ ପ୍ରଥମ ପ୍ରେମଙ୍କୁ ମନେ ପକାନ୍ତି । ଥରେ ଭାବନ୍ତୁ, ଯଦି ତୁମେ ପିଲାଦିନରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପାଇବ ଓ ତାଙ୍କ ସହିତ…