Latest Odisha News

BREAKING NEWS

Browsing Category

ଫିଚର

ଛତୁ ଆଣିବାକୁ ଯାଇଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଦଳି ଦେଲା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଶୁକ୍ରବାର ଜଣେ ଶ୍ରବଣ ଶକ୍ତି ହରାଇଥିବା ନାବାଳିକାକୁ ହାତୀ ଦଳି ଚକଟି ଦେବାରୁ ଝିଅଟିର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ତେଲକୋଇ ବ୍ଲକ୍ ଅନ୍ତର୍ଗତ ସିରିଆବାହାଲ ଗାଁ ଲୋକେ ନିକଟସ୍ଥ ଜଙ୍ଗଲରୁ…

‘ଓଡିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି’

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିନ କହିଛନ୍ତି। ଗୌହାଟୀରୁ ଫେରି ୧୨ଟି ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟର ବିଜେପି ନେତାଙ୍କ ବୈଠକରେ ଯୋଗ ଦେଇଥିବା ମନମୋହନ ସାମଲ…

୫ ଦିନିଆ ସିବିଆଇ ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୫ ଦିନ ପାଇଁ ସିବିଆଇ ରିମାଣ୍ଡ ଆବେଦନ କରିଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ରେଳବାଇର ସେକ୍ସନ୍ ଇଞ୍ଜିନିୟର…

ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ

ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ…

୭୪ ବର୍ଷର ଚାକିରୀରେ ଦିନେ ବି ଛୁଟି ନେଇ ନାହାନ୍ତି ଏହି ବୃଦ୍ଧା କର୍ମଚାରୀ

ନୂଆଦିଲ୍ଲୀ: ଅଫିସରୁ ଅତିରିକ୍ତ ଛୁଟି ନେବା ପାଇଁ କର୍ମଚାରୀମାନେ ଅନେକ ବାହନା କରିଥାନ୍ତି । ମାତ୍ର ଆପଣ କେବେ ବିଶ୍ୱାସ କରିବେ କି ଜଣେ ମହିଳା ୭୪ ବର୍ଷ ଚାକିରୀ କାଳରେ ଦିନେ ବି ଛୁଟି ନେଇ ନ ଥିବେ । ଆଜ୍ଞା ହଁ । ଟେକ୍ସାସରେ ମେଲବା ମେବାନେ ଏକ ଡିପାର୍ଟମେଂଟାଲ ଷ୍ଟୋରରେ କାର୍ଯ୍ୟ…

ଗାଁ ଲୋକଙ୍କୁ ଧନୀ କରିଦେଲେ ବ୍ୟକ୍ତି: ପ୍ରତ୍ୟେକ ପରିବାରକୁ ଦେଲେ ୫୭ ଲକ୍ଷ ଟଙ୍କା

କୋରିଆ: ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖି ହୋଇଯାଆନ୍ତି । ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଦକ୍ଷିଣ କୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ସେ ଏମିତି କିଛି କରିଛନ୍ତି,…

ଚନ୍ଦୁ ଚାମ୍ପିୟନରେ କାର୍ତିକଙ୍କ ସହ ଅଭିନୟ କରିବେ ଶ୍ରଦ୍ଧା

ମୁମ୍ବାଇ: କବୀର ଖାଁଙ୍କ ଚନ୍ଦୁ ଚାମ୍ପିୟନ ଫିଲ୍ମରେ କାର୍ତିକ ଆର୍ଯ୍ୟନଙ୍କ ସହ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ମେକର୍ସ କାର୍ତିକଙ୍କ ସହ ଏକ ଫ୍ରେଶ ଯୋଡି ଚାହୁଁଥିଲେ । ଶ୍ରଦ୍ଧା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବା ନେଇ ରାଜି ହୋଇଛନ୍ତି । ଏହି…

ବିକିନ୍ ପିନ୍ଧା ମଡ଼େଲ ଫଟୋ ହୋର୍ଡ଼ିଂକୁ ନେଇ ହଟଚମଟ : ଉତ୍ତେଜନା ହେବାରୁ ହୋଡ଼ିଂ ହଟାଇଲା ପ୍ରଶସାନ

ଅଷ୍ଟ୍ରେଲିଆ: ଆଜିକାଲି ନିର୍ବାଚନ ହେଉ ବା ପର୍ବ , ଜନ୍ମଦିନ ହେଉ କିମ୍ବା ସମବେଦନା ବାର୍ତ୍ତା , କୌଣସି କମ୍ପାନୀର ବିଜ୍ଞାପନ ଲୋକମାନେ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି । କିନ୍ତୁ ନିକଟରେ ଏପରି ଏକ ହୋର୍ଡିଂ ଅଷ୍ଟ୍ରେଲିଆର ଏକ ସହରର ରାସ୍ତାରେ ଦେଖି ଲୋକେ ନିଜେ ଲଜ୍ଜିତ ହୋଇଛନ୍ତି । ଏହି…