Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍…

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ…

ଶୀଘ୍ର କିଣି ନିଅନ୍ତୁ ମାରୁତି କାର: ଏପ୍ରିଲରୁ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ:କାର କିଣିବାର ଯୋଜନା ରଖିଛନ୍ତି କି ? ପୁଣି ମାରୁତି କାର ? ଯଦି ମାରୁତି ଗାଡି କିଣିବାର ପ୍ଲାନ ଅଛି ତେବେ ଶିଘ୍ର କିଣି ନିଅନ୍ତୁ । କାରଣ ଖୁବଶୀଘ୍ର ବଢିବାୁ ଯାଉଛି ମାରୁତି କାରର ମୂଲ୍ୟ । ମାରୁତି କାରର ମୂଲ୍ୟ ଏପ୍ରିଲରୁ ବଢିଯିବାର ସମ୍ଭାବନା ରହିଛି । ଏକଥା ମାରୁତି ସୁଜୁକି…

ଘରେ ଲଗାଇଛନ୍ତି କି ସ୍ମାର୍ଟ ଟିଭି? ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଘରେ ଟିଭି ମଧ୍ୟ ବଦଳିବାରେ ଲାଗିଛି । ଦିନ ଥିଲା ଯେଉଁ ଘରେ ଏଲସିଡ଼ି ଟିଭି ଥିଲା ଏବେ ସେଠାରେ ଏଲଇଡ଼ି ଟିଭି ଲାଗିଛି, ଆଉ ଯେଉଁ ଘରେ ଏଲଇଡ଼ି ଟିଭି ଥିଲା ଏବେ ସେଠାରେ ସ୍ମାର୍ଟ ଟିଭି ଲାଗିଛି । ସ୍ମାର୍ଟ ଟିଭିରେ ବର୍ତ୍ତମାନ ଅତ୍ୟାଧୁନିକ ଵୈଶିଷ୍ଟ୍ୟଥିବାବେଳେ ଆପଣ…

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ…

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଏସବୁ ତଥ୍ୟ, ନଚେତ ଘରେ ପହଞ୍ଚିପାରେ ପୋଲିସ

ଆପଣ କୌଣସି ଦାମୀ ଫୋନକୁ ସେକେଣ୍ଡ ହ୍ୟାଣ୍ଡ ଭାବେ ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପୂର୍ବରୁ ଏସବୁ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନଚେତ ଆପଣ ଫସିଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବାବଦରେ କହିବୁ, ଯାହାକୁ ଆପଣ…

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ…