Latest Odisha News
Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଦେଢ ଲକ୍ଷରେ ଏହି ସବୁ ସ୍ପୋର୍ଟସ୍ ବାଇକ କିଣି ପାରିବେ ..

ଭୁବନେଶ୍ବର : ଯୁବକମାନଙ୍କ ମଧ୍ୟରେ ସ୍ପୋର୍ଟସ୍ ବାଇକ୍ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଯଦି ଆପଣ ଏକ ସ୍ପୋର୍ଟସ୍ ବାଇକ୍ କିଣିବାକୁ ଚାହୁଁଛନ୍ତି ଯାହା ଆପଣଙ୍କର ପ୍ରତିଦିନ ବ୍ୟବହାର ପାଇଁ ଉପଯୁକ୍ତ ହେବ ଓ ସ୍ପୋର୍ଟସ୍ ବାଇକର ମୂଲ୍ୟ କମ୍ ରହିଥିବ । ତେବେ ଏହି ସବୁ ବାଇକ୍ ଆପଣ କିଣି ପାରିବେ…

ଲଞ୍ଚ ହେଲା ଇନଫିନିକ୍ସର ନୂଆ ସ୍ମାର୍ଟଫୋନ୍ ; ମୂଲ୍ୟ ମାତ୍ର ୬,୧୯୯ ଟଙ୍କା

ନୂଆଦିଲ୍ଲୀ: ଆଜି  ଇନଫିନିକ୍ସ ଭାରତ ବଜାରରେ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ବଜାରକୁ ଆଣିଛି infinix smart 9hd ନାମକ ଏକ ଫୋନ । ଏହି ଫୋନରେ ୫୦୦୦ mAhର ଏକ ପାୱାରଫୁଲ ବ୍ୟାଟେରୀ ରହିଛି । ଫଳରେ ଫୋନକୁ ଦୀର୍ଘ ସମୟ ଚାର୍ଜରେ ରଖିବ ।  ସ୍ମାର୍ଟଫୋନର ମୂଲ୍ୟ…

ବଜାରକୁ ଆସିଲା Bajaj Pulsar N160ର ସିଙ୍ଗଲ ସିଟ୍‌ ଭାରିଏଣ୍ଟ ,ଜାଣନ୍ତୁ ପ୍ରାଇସ୍

ନୂଆଦିଲ୍ଲୀ: ବଜାଜ ଅଟୋ ନିଜର ସବୁଠୁ ଲୋକପ୍ରିୟ ପଲସର ସିରିଜର ବାଇକ୍‌ Bajaj Pulsar N160 ଏକ ନୂଆ ବେସ୍‌ ଭାରିଏଣ୍ଟକୁ ଲଞ୍ଚ କରିଛି । ଏଥିରେ ରହିଛି ସିଙ୍ଗଲ୍‌ ସିଟ୍‌ । ଦେଶର ଲୋକପ୍ରିୟ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ପାରିବାରିକ ଆବଶ୍ୟକତାକୁ ନଜରରେ ରଖି ଏହି ଗୋଟିଏ ସିଟ୍‌…

ବଜାରକୁ ଆସିବ ରିଏଲମିର ଏହି ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ରିଏଲମି ନିଜର ଗ୍ରାହକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ଆଣୁଛି । କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ ରିଏଲମି ନେଓ 7SE (Realme Neo 7 SE) ରହିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ବନ୍ଧରେ କୌଣସି ଅଫିସିଆଲ୍ ବିବରଣୀ ପ୍ରଦାନ କରିନି । କିନ୍ତୁ ଏହାର ଲିକ୍ସ ସାମ୍ନାକୁ…

ଜିଓ ଭାରତ ଫୋନରେ ମିଳିବ ୟୁପିଆଇ ପେମେଣ୍ଟ ଆଲର୍ଟ, କୋଟିଏ ଦୋକାନୀ ହେବେ ଉପକୃତ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଏହି ସୁବିଧା ଜିଓ ଭାରତ ଫୋନରେ ଫ୍ରିରେ ଆଜୀବନ ଉପଲବ୍ଧ ହେବ । ଜିଓସାଉଣ୍ଡପେ ଦ୍ବାରା କୌଣସି…

ଛାତ୍ରଛାତ୍ରୀଙ୍କ ପାଇଁ ଏସର ଲଞ୍ଚ କଲା ଲାପଟପ୍‌, ଦାମ୍ ୧୫ହଜାରୁ କମ୍

ନୂଆଦିଲ୍ଲୀ: ଏସର (Acer) ବଜେଟ ଫ୍ରେଣ୍ଡଲି ଲାପଟପ୍‌ ୨୦୨୫ Aspire 3 ଲାପଟପ୍‌କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏସର Aspire 3 (2025) ଶୁକ୍ରବାର ଦିନ ଭାରତରେ ଲଞ୍ଚ କରାଯାଇଥିଲା । ଛାତ୍ରଛାତ୍ରୀ ଏବଂ ବଜେଟ୍ ସଚେତନ ଉପଭୋକ୍ତାମାନଙ୍କ ପାଇଁ ପାଇଁ ଏହା ଏକ ସୁଲଭ ଲାପଟପ୍ । ଏହି ଲାପଟପ୍‌…

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ…

ଏବେ ଆଇଫୋନରେ କାମ କରିବ ଟ୍ରୁକଲର୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମଧ୍ୟରେ ଟ୍ରୁକଲର୍ ଆପ୍ ଏକ ଲୋକପ୍ରିୟ ଆପ୍ । ଏହି ଫିଚର ଆଇଫୋନରେ ଉପଲବ୍ଧ ନଥିଲା କିନ୍ତୁ କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ଯେ ବର୍ତ୍ତମାନ iOS ୟୁଜର୍ସମାନେ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିପାରିବେ । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର…

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ…

ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍‌ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍‌ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)। ୩ଟି ଭାରିଆଣ୍ଟ୍‌ରେ ଏହି…