Latest Odisha News

BREAKING NEWS

Browsing Category

ଖାଦ୍ୟ

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…

କରୋନାରୁ ମୁକ୍ତି ଦେବ ହଳଦୀ କ୍ଷୀର !

ଭୁବନେଶ୍ୱର: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଟୀକା ବାହାରିଥିବ କୁହାଯାଉଥିବା ବେଳେ ମଧ୍ୟ ଏହା ଏପର୍ଯ୍ୟନ୍ତ ମାସ ପ୍ରଡ଼କ୍ସନ ପାଇଁ ପ୍ରସ୍ତୁତ ହୋଇନାହିଁ। ହେଲେ ଅନ୍ୟପଟେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ସୁରକ୍ଷିତ ରଖିବା ପାଇଁ…

ମଧୁମେହ ରୋଗୀ ସେବନ କରିପାରିବେ ଏସବୁ ଫଳ

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ। ସନ୍ତୁଳିତ ଆହାର ସେବନ କରିବା ସହ ମଧୁମେହ ରୋଗୀ କି କି ଫଳ ଖାଇପାରିବେ, ଜାଣନ୍ତୁ... ସେଓ- ସେଓ…

ଶରୀରର ଇମ୍ୟୁନିଟି ପାୱାର ବଢାଇବ ଏସବୁ ଖାଦ୍ୟ

ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି । ତତ୍ ସଙ୍ଗେସଙ୍ଗେ ବର୍ଷା ଋତୁ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ । ଏଭଳି ସମୟରେ ସମସ୍ତେ ଚାହିଁଥାନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଲାଗି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ…

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଓଜନ ହ୍ରାସ କରାଇବ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ । ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ... ପ୍ରତିଦିନ କିଛି କିଛି ମାତ୍ରାରେ…

କରୋନା ରହିବ ଦୂରରେ: ଏହିସବୁ ଉପାୟ ଦ୍ୱାରା ବଢାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦରକାର ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ି ଜିତିହେବ। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆମକୁ ସବୁଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…