Latest Odisha News

BREAKING NEWS

Browsing Category

ଖାଦ୍ୟ

ଖରାଦିନେ ପଣସ ଖାଇବା ଠିକ୍‌ ନାଁ ଭୁଲ୍‌ ?

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର…

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ। -ଫାଇବରରେ ଭରପୁର ଚଣା । ଚଣାର ସେବନ…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ଅଧିକ ମିଠା ଖାଉଛନ୍ତି କି ?

ମିଠା ଖାଇବାକୁ କହାକୁ ବା ଭଲ ନ ଲାଗେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ମିଠା । ଯଦି ଆପଣ ମିଠା ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ମିଠା ଖାଇବା ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ଏକ…