Latest Odisha News

BREAKING NEWS

Browsing Category

ଖାଦ୍ୟ

ସାଲାଡରେ ଲୁଣ ପକାଉଛନ୍ତି କି? ଶରୀର ଉପରେ ପଡିପାରେ ଏସବୁ ପ୍ରଭାବ

ଆପଣ ସାଲାଡରେ ଲେମ୍ବୁ ସହିତ ଲୁଣ ମିଶାଇ ଖାଉଛନ୍ତି କି? ଯଦି ହଁ, ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ । କାରଣ ସାଲାଡରେ ଲୁଣ ମିଶାଇଲେ ଯଦିଓ ସ୍ୱାଦ ବଢିଯାଏ, କିନ୍ତୁ ବାସ୍ତବରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ସାଲାଡରେ ଧଳା ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର…

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ…

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି ।…

ଚା’ ସହ ପରଟା ଖାଉଛନ୍ତି କି ! ଶରୀରରେ ସୃଷ୍ଟି ହୋଇପାରେ ଅନେକ ସମସ୍ୟା…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ…

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରେ ଭେଣ୍ଡି….

ବର୍ତ୍ତମାନର ଜୀବନଶୈଳୀରେ ବ୍ୟସ୍ତତା ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ…

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ଫଳ ଓ ପନିପରିବା

ଫଳ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି | ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ | ତଥାପି, କିଛି ଲୋକ ଫ୍ରିଜରେ କଦଳୀ ଏବଂ ଟମାଟୋ ପରି ଫଳ ଓ ପନିପରିବା ମଧ୍ୟ ଫ୍ରିଜରେ ରଖନ୍ତି , ଯାହାକୁ କୋଠରୀ…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…

ଚଣା ଭଲ କରିଥାଏ ଅନେକ ରୋଗ…

ସ୍ୱାସ୍ଥ୍ୟପାଇଁ ବରଦାନ ହେଉଛି ଚଣା । ରକ୍ତର ଶର୍କରା ନିୟନ୍ତ୍ରଣ କରିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ  । ଏଥିରେ ଭରପୁର ଆଇରନ୍ ରହିଛି । ବିଶେଷ କରି ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଗୁଡ଼ ସହ ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ…

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।…