Latest Odisha News

BREAKING NEWS

Browsing Category

ଖାଦ୍ୟ

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା,…

ବିଶ୍ୱ ଜଳ ଦିବସ: କେମିତି ପାଣି ହେଲା ଦେଶର ବଡ ବ୍ୟବସାୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ଏପରି ଏକ ପ୍ରାକୃତିକ ସମ୍ପଦ ଯାହା କେବଳ କୃଷି ଉଦ୍ଦେଶ୍ୟରେ କିମ୍ବା ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଏହା ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳ ବିନା ଜୀବନ ଅସମ୍ଭବ। ତେଣୁ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ ।…

ଚା’ର ସ୍ୱାଦ ବଢାଇବ ସ୍ପେଶାଲ ମଶଲା

ଭୁବନେଶ୍ୱର : ଚା’ର ସ୍ୱାଦ ବଢାଇବା ପାଇଁ କିଛି ମଶଲା ବ୍ୟବହାର କରନ୍ତୁ। ଯାହା ଚା’କୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଆଜି କାଲି ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଚା’ଟିକେ ନିହାତି ଦରକାର। ଆଉ କିଛି ଲୋକଙ୍କ ପାଇଁ ଏହି ଚା’ ଯେମତି ନିତିଦିନିଆ ପିଇବା ଦରକାର। ତେବେ ଚା’କୁ ଅଧିକ ସ୍ୱାଦିଷ୍ଟ କରିବା…

ଖରାଦିନରେ ଏହିଭଳି ନିଅନ୍ତୁ ନିଜର ଯତ୍ନ; ଶରୀରରୁ କମ୍ ହେବ ନାହିଁ ଜଳିୟାଂଶ

ଭୁବନେଶ୍ୱର: ମାଘ ମାସ ନସରୁଣୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରବଳ ଗ୍ରୀଷ୍ଣ ପ୍ରଭାବ। ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି ।କିନ୍ତୁ ଯେତେ ଖରା ହେଲେ ବି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିଥାଏ । ଖରାକୁ ଅଟକାଇ ହେବନାହିଁ ମାତ୍ର ଏହା ଦାଉରୁ ନିଜକୁ କିପରି ରକ୍ଷା କରିବା ଆସନ୍ତୁ…

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା' ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା'ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…

ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଆକର୍ଷଣୀୟ ଓ ଫିଟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଆଜିବି କିଛି ଲୋକ ନଜ୍ଜ କମ୍ ଓଜନକୁ ନେଇ ଚିନ୍ତାରେ ରାହିଛନ୍ତି। ତେବେ ଆପଣ ମଧ୍ୟ ଯଦି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ…

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା…