Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ବସ୍ତିରେ ବିଚାର ଭାରତୀ ଟ୍ରଷ୍ଟ ଓ ମାଧ୍ୟମ ଫାଉଣ୍ଡେସନର ମିଳିତ ସହଯୋଗରେ ଋତୁସ୍ରାବ ସ୍ୱଚ୍ଛତା ଜନିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହିଳାଙ୍କ ପାଇଁ ଋତୁସ୍ରାବ ଏକ ବ୍ୟାଧି ବା ଅଭିଶାପ…

ପ୍ଲାଷ୍ଟିକ ବାଲଟିର ଦାମ ୩୫ ହଜାର ଟଙ୍କା, କେଉଁଠି ମିଳୁଛି ?

ଭୁବନେଶ୍ୱର: ବାଲଟିର ଦାମ ୩୫ ହଜାର ଟଙ୍କା । ଏହାର ରଙ୍ଗ ଗୋଲାପି ରହିଛି। ଏହା ଆମାଜନ ଡଟ୍ କମରେ ବିକ୍ରି ହେଉଛି। ସବୁଠୁ ବଡ କଥା ହେଲା ମୋବାଇଲ, ଟାବେଲଟ ଆଦି ଛୋଟ ଛୋଟ ଜିନିଷ ପାଇଁ ଯେମିତି ଇଏମଆଇ ସୁବିଧା ରହିଥାଏ ସେହିପରି ଏହି ବାଲଟି ପାଇଁ ମଧ୍ୟ ଇଏମଆଇ ବ୍ୟବସ୍ଥା ରହିଛି।…

ମଙ୍କିପକ୍ସକୁ ନେଇ WHO’ର ଚେତାବନୀ : ସାରା ବିଶ୍ୱରେ ସଂକ୍ରମଣ ବଢିଚାଲିଛି

ଦିଲ୍ଲୀ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଲକଡାଉନ ବେଳେ ଅତ୍ୟଧିକ ମଦ୍ୟପାନ ବଢ଼ାଇଛି ଯକୃତ ରୋଗ ସମସ୍ୟା !

ନୂଆଦିଲ୍ଲୀ: କୋଭିଡ ମହାମାରୀ ଏବଂ ଏହାର ଚିକିତ୍ସା ବେଳେ ବିଭିନ୍ନ ଔଷଧ ଖାଇବା ଦ୍ୱାରା ଅନେକ ସମସ୍ୟା ମଣିଷର ଶରୀରରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ପରୋକ୍ଷରେ ଆଉ ଏକ ରୋଗ ବଢିଛି । ଯାହାକି ଜାଣିଲେ ଆପଣ ତାଜୁବ ହୋଇଯିବେ । କରୋନା ପାଇଁ ଲକଡାଉନ ହୋଇଥିଲା । ଅନେକ ଲୋକ ଘରେ ରହି…

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ…

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା,…

ବିଶ୍ୱ ଜଳ ଦିବସ: କେମିତି ପାଣି ହେଲା ଦେଶର ବଡ ବ୍ୟବସାୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ଏପରି ଏକ ପ୍ରାକୃତିକ ସମ୍ପଦ ଯାହା କେବଳ କୃଷି ଉଦ୍ଦେଶ୍ୟରେ କିମ୍ବା ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଏହା ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳ ବିନା ଜୀବନ ଅସମ୍ଭବ। ତେଣୁ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ ।…

ଭାଇଜାନଙ୍କ ହାତରେ କାମୁଡ଼ିଲା ସାପ

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ କାମୁଡ଼ିଲା ସାପ । ବିଳମ୍ବିତ ରାତିରେ ହସ୍ପିଟାଲରେ ହେଲେ ଭର୍ତ୍ତି । ବାର୍ଥଡେ ସେଲିବ୍ରେସନ ସମୟରେ ଘଟିଲା ଅଘଟଣ । ସୂଚନା ଅନୁସାରେ, ଭେଟେରାନ ଅଭିନେତା ସଲମାନ ଖାନ୍ ପାନବେଲ ସ୍ଥିତ ଫାର୍ମ ହାଉସରେ ଥିଲା ବେଳେ ଶନିବାର ତାଙ୍କ ହାତକୁ ଏକ ସାପ କାମୁଡ଼ି ଦେଇଥିଲା…

ହୃଦରୋଗ ଆଶଙ୍କା କମ୍ କରିବ ଅଖରୋଟ

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ। ଏବେ ଆପଣ ଅଖରୋଟ ଖାଇଲେ ନଜକୁ ହୃଦ ରୋଗ କବଳରୁ ରକ୍ଷା କରିପାରିବେ।ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି…