Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପାଟିକୁ ଯେତିକି ପିତା ଦେହ ପାଇଁ ସେତିକି ହିତକାରକ ‘ନିମ୍ବ’, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଆମ ଚାରି ପାଖରେ ଅନେକ ଔଷଧୀୟ ଗଛ ରହିଛି । କିଛିଙ୍କ ସମ୍ପର୍କରେ ଆମେ ଜାଣିଥିବା ବେଳେ ଆଉ କିଛିଙ୍କ ସମ୍ପର୍କରେ ଆମେ ଜାଣନ୍ତି ନାହିଁ । ତେବେ ହୁଏତ ଆମେ ସମସ୍ତେ ନିମ୍ବ ସମ୍ପର୍କରେ ଜାଣିଥିବା । ଏହି ବୃକ୍ଷର ଫଳ , ଫୁଲ ,ଚେର ,ଛେଲି ସବୁଥିରେ ଭାରି ରହିଛି ଔଷଧୀୟ ଗୁଣ।…

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଖାଦ୍ୟ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ତେବେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ... ହଳଦୀ-…

ଆପଣଙ୍କ ଆଖପାଖରେ ଅଛନ୍ତି କି ସ୍କିଜୋଫ୍ରେନିଆ ରୋଗୀ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର

ଭୁବନେଶ୍ୱର: ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେ ପ୍ରକାଶ ପାଏ ଅସ୍ଵାଭାବିକତା ।ଏଭଳି ରୋଗୀମାନେ କେଉଁଟା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ନାହିଁ।…

ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଧ୍ୟାନ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା । "ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି…

ଖାଲି ପେଟରେ ପାଣି ପିଇବାର ଅଦ୍ଭୁତ ଚାମତ୍କାରିତା, ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଓ ସବୁ ଋତୁରେ ସକାଳେ ମୁଁହା ଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ ରାତିରେ ଆମେ ଶୋଇବା ପରେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ; କିନ୍ତୁ ଶରୀରର ଲାଳ ପ୍ରସ୍ତୁତ ହେବା ପ୍ରକ୍ରିୟା ଚାଲୁରହିଥାଏ। ମୁଖ ଭିତରେ ଥିବା…

ଜୀବନ ସାରା ଜାରି ରଖନ୍ତୁ ପିଲାଦିନର ଏହି ଖେଳ; ଫିଟ ରହିବ ଶରୀର

ଭୁବନେଶ୍ୱର: ପିଲାଦିନେ ଆମେ ଅନେକ ଖେଳ ଖେଳିଥାଉ। ବୋହୁଚୋରି ଠାରୁ ଆରମ୍ଭ କରି ଚୋରପୋଲିସ, ଲୁଚକାଳି, ଦଉଡି ଡ଼ିଆଁ ଆହୁରି କେତେ କ'ଣ । ତେବେ ପିଲାଦିନର ଅନେକ ଖେଳକୁ ଯଦି ଆମେ ସାରା ଜୀବନ ଚାଲୁ ରଖିବା ତେବେ ଏହା ଆମ ଶରୀରକୁ ଫିଟ ରଖିବା ରେ ସାହାଯ୍ୟ କରିବ। ସେହିଭଳି ଏକ ଖେଳ ହେଉଛି…

‘ଯୋଗ’ ଶବ୍ଦର ପ୍ରକୃତ ସଂଜ୍ଞା କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମନରେ ଭାସିଉଠେ । ଅଧିକାଂଶ ବ୍ୟକ୍ତି ଭାବନ୍ତି ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ…

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !

ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ…

କାହିଁକି ଅଣ୍ଡାକୁ ସୁପର୍‌ଫୁଡ୍‌ କୁହାଯାଏ?

କୁହାଯାଏ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ଥାଏ। ଗୋଟିଏ ସିଝା ଅଣ୍ଡାରେ ଭିଟାମିନ୍‌-ଏ ଠାରୁ ଆରମ୍ଭ କରି, ଭିଟାମିନ୍ ବି -୫, ଭିଟାମିନ୍ ବି -୧୨, ଫସଫରସ୍ ଏବଂ ସେଲେନିୟମ୍ ରହିଥାଏ। ଏହା ବ୍ୟତୀତ ଅଣ୍ଡାରେ ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ କେ, ଭିଟାମିନ୍ ବି ୬, କ୍ୟାଲସିୟମ୍ ଏବଂ…

ଯେତେ ଶସ୍ତା ସାବୁନ୍ ସେତେ ଭଲ: ପୂର୍ବତନ ଏମ୍ସ ପ୍ରାଧ୍ୟାପକ ଡ. ବିନୋଦ ପାତ୍ର

ଭୁବନେଶ୍ୱର: ବିଶ୍ୱ ହାତଧୁଆ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍ ଦ୍ୱାରା ଏକ ୱେବିନାର୍ ଆୟୋଜିତ ହୋଇଯାଇଛି । ବିଶେଷକରି ସାବୁନ୍‌ରେ ହାତ ଧୋଇବା ଅଭ୍ୟାସକୁ ସ୍କୁଲ୍‌ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ…