Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି । କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ…

କାହାକୁ କୋଭିଡ-୧୯ ପରୀକ୍ଷାର ଆବଶ୍ୟକତା ରହିଛି ? ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ଲୋକଙ୍କୁ କୋଭିଡ-୧୯ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ । ମୁଖ୍ୟତଃ ସେହି ବ୍ୟକ୍ତିଙ୍କୁ ଦରକାର, ଯେଉଁମାନେ କୋଭିଡ-୧୯ ପ୍ରଭାବିତ ଦେଶରୁ ଯାତ୍ରା କରିଛନ୍ତି କିମ୍ବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି । କେଉଁ ବ୍ୟକ୍ତିଙ୍କୁ କୋଭିଡ-୧୯ ପରୀକ୍ଷା…

କରୋନା ଭୂତାଣୁ ସଂକ୍ରମଣର ନୂଆ ଲକ୍ଷଣ

ବ୍ରିଟେନ: ଥଣ୍ଡା, କାଶ, ଛିଙ୍କ ଲାଗି ରହିଲେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସନ୍ଦେହ କରିବାକୁ ପୂର୍ବରୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ବ୍ରିଟେନର ଡାକ୍ତର କୋଭିଡ୧୯ ଭୂତାଣୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଆଉ ଦୁଇଟି ଲକ୍ଷଣ ଚିହ୍ନଟ କରିଛନ୍ତି । କୌଣସି ବ୍ୟକ୍ତି କରୋନା…

କରୋନା ଆତଙ୍କ: କିପରି ସତର୍କ ରହିବା ଉଚିତ୍ ବରିଷ୍ଠ ନାଗରିକ…

ଭୁବନେଶ୍ୱର: ଘାତକ କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱରେ ଏଯାଏଁ ୩୫,୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି । ଏହି ଭୂତାଣୁ ଜନିତ ସଂକ୍ରମଣ ଦେଶକୁ ଦେଶ ବ୍ୟାପୀ ଚାଲିଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ । ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ…

ପ୍ରତି ୧୫ ମିନିଟରେ ପାଣି ପିଇଲେ ଟଳିବ କି କରୋନା ସଂକ୍ରମଣ ଆଶଙ୍କା ?

ନୂଆଦିଲ୍ଲୀ: କରୋନାଭାଇରସର ଆତଙ୍କକୁ ଦେଖି ଲୋକମାନେ ସଂକ୍ରମଣ ରୋକିବାର ସମସ୍ତ ଉପାୟ ଅବଲମ୍ବନ କରୁଛନ୍ତି । କିଛି ସମୟ ବ୍ୟବଧାନରେ ପାଣି ପିଇଲେ କରୋନାଭାଇରସ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତି ୧୫ ମିନିଟରେ ପାଣି ପିଇବା ଦ୍ୱାରା ଆମ ଗଳାରେ ଥିବା…

ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମଣ ବଢ଼ୁଥିବା ଚିନ୍ତା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ସର୍ଦ୍ଦି, ଫ୍ଲୁ, ଆଲର୍ଜି ଓ ଘାତକ ଭାଇରସ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବା ପାଇଁ ଏକ ପରାମର୍ଶର ପାଳନ କରିବାକୁ କହିଛି । କୋଭିଡ-୧୯ର ଲକ୍ଷଣ ହେଉଛି ଜ୍ୱର ହେବା, ଥଣ୍ଡା…

ମନ୍ କି ବାତ୍‌ରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍‌ ରେଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବତାରେ ପୂର୍ଣ୍ଣ ନର୍ସମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ସେବା ମନୋଭାବ ସହ କାମ ଅତୁଳନୀୟ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ…