Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସର ହେବ ମୂଳପୋଛ ! ଜାଣନ୍ତୁ ଉପାୟ

ଉହାନ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏହି ଭାଇରସ ଦ୍ୱାରା ସାରା ଦୁନିଆରେ ପାଖାପାଖି ୬୦,୧୦୮ଜଣ ଲୋକ ସଂକ୍ରମଣର ଶିକାର ହୋଇସାରିଲେଣି । ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୯,୫୩୯ ଲୋକ କେବଳ ଚୀନରେ ଅଛନ୍ତି । ଯେବେକି, ଚୀନର ୧୩୬୧ ଲୋକ ମୃତ । ଏବେ ଜର୍ମାନୀର ବୈଜ୍ଞାନିକମାନେ କେମିତି…

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।…

ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !

ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି। ବେଳେବେଳେ ଏହି ଝଗଡ଼ା ବହୁତ…

ଭୁଲରେ ବି ତମ୍ବା ପାତ୍ରରେ ରଖନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇଯିବ ବିଷାକ୍ତ !

ଭୁବନେଶ୍ୱର: ତମ୍ବା ପାତ୍ର କିମ୍ବା ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ଲାଭ ହୋଇଥାଏ । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହା ତମ୍ବା ପାତ୍ରରେ ରଖି ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟକୁ ତମ୍ବା ପଦାର୍ଥରେ ରଖି ଖାଇବା ଉଚିତ…

ପାଦରେ କାହିଁକି ପିନ୍ଧା ଯାଏ ନାହିଁ ସୁନା ପାଉଁଜି, ଜାଣନ୍ତୁ…

ଭୁବନେଶ୍ୱର: ନାରୀ ଓ ଗହଣା ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗହଣାର ତିଆରି ସତେ ଯେପରି କେବଳ ନାରୀକୁ ସଜାଇବା ପାଇଁ ହୋଇଥାଏ । ମଥା ଟିକ୍କା ଠାରୁ ନେଇ ପାଦର ପାଉଁଜି ପର୍ଯ୍ୟନ୍ତ ନାରୀଟିଏ ଆଭୂଷଣରେ ସଜେଇ ହୋଇ ରହିବାକୁ ପସନ୍ଦ କରେ । ଅଳଙ୍କାର ମଧ୍ୟରେ ନରୀଙ୍କର ପ୍ରଥମ…

ଓଜନ ହ୍ରାସ କରିବ ଘିଅ !

ଭୁବନେଶ୍ୱର: ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀ ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନକୁ ନିଜର ଯତ୍ନ ନେବା ସତେ ଯେପରି ମନରୁ ପାସୋରି ଗଲାଣି । ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌ ଖାଇବାକୁ ଯୁବପିଢୀ ବେଶି ପସନ୍ଦ କରୁଛନ୍ତି,…

ଗଜରା ସହ ନିଜ କେଶକୁ ଦିଅନ୍ତୁ ଏହିଭଳି ଷ୍ଟାଇଲିସ ଲୁକ…

ଭୁବନେଶ୍ୱର: ବାହାଘର ହେଉ କି କୌଣସି ପରାପର୍ବାଣୀ ସବୁଥିରେ ଗଜରାର ରହିଛି ଢେର ଚାହିଦା । ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ଏହାସବୁ ବର୍ଗର ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ନାରୀଙ୍କ ୧୬ ଶୃଙ୍ଗାର ମଧ୍ୟରେ ଗଜରା ଅନ୍ୟତମ ।…

ଆପଣ ପସନ୍ଦ କରିଥିବା ମ୍ୟାଟ୍ରିମୋନିଆଲ ପ୍ରୋଫାଇଲ ଅସଲି କି ନକଲି ଏହିପରି ଜାଣନ୍ତୁ !

ଭୁବନେଶ୍ୱର: ଆଜିକାଲି ସବୁ ଅନଲାଇନ ହୋଇ ଗଲାଣି । ପାରିବ କିଣିବା ଠାରୁ ଆରମ୍ଭ କରି ବର ଖୋଜିବା ଯାଏଁ ଆଜିର ପିଢ଼ି ଅନଲାଇନ ଉପରେ ଦେଉଛନ୍ତି ବେଶ୍ ଗୁରୁତ୍ୱ । ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ…

ଜାଣନ୍ତୁ, କେଉଁ ସଙ୍କେତ ଦେଇଥାଏ ଏହି ରୋମାଣ୍ଟିକ୍ ସ୍ୱପ୍ନ !

ଭୁବନେଶ୍ୱର: ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ତେବେ ଆପଣ ଦେଖୁଥିବା କିଛି ସ୍ବପ୍ନ କଣ ସଙ୍କେତ ଦିଏ…

ଶରୀରରେ ମୋତି ଧାରଣ କରିବା ଆଗରୁ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ସବୁ ରତ୍ନ ମଧ୍ୟରୁ ମୋତି ଟିକିଏ ଅଲଗା ଓ ସୁନ୍ଦର ଦେଖା ଯାଉଥିବାରୁ ଅନେକ ଲୋକ ଏହାକୁ ବିନା ଜ୍ୟୋତିଷ ପରାମର୍ଶରେ ଧାରଣ କରିନିଅନ୍ତି । ଧଳା ରଙ୍ଗରେ ଚମକୁଥିବା ଏହି ମୋତି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।ଏହାଦ୍ୱାରା କିଛିଲୋକ ମୋତୀକୁ ଅତ୍ୟନ୍ତ ସଉକରେ ପିନ୍ଧିବା ଆରମ୍ଭ…