Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମରଣାନ୍ତକ କରୋନା ଭାଇରସ୍‌: ଭୟାନକ ସଂକ୍ରମଣରୁ କିପରି ବର୍ତ୍ତିବା ଜାଣନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବ୍ୟାପି ଚାଲିଛି ଭୟାନକ କରୋନା ଭାଇରସ୍ । ସବୁଠାରୁ ବିପଜ୍ଜନକ କଥାହେଲା ଯେ, ଏହି ମରଣାନ୍ତକ ଭୂତାଣୁଟି ଖୁବ୍ ଶିଘ୍ର ସଂକ୍ରମଣ ହୋଇଥାଏ । ଏହା ବ୍ୟତୀତ, ଏହି ଭାଇରସ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ । ଏହି ବିପଦପୂର୍ଣ୍ଣ ଭାଇରସ୍…

ଚୀନ ବାହାର କଲା କରୋନା ଭାଇରାସର ପ୍ରତିଷେଧକ ଟୀକା !

ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ…

କରୋନା ଆତଙ୍କ: କିପରି ରହିବେ ସାବଧାନ ଓ କ’ଣ ରହିଛି ଲକ୍ଷଣ, ଜାଣନ୍ତୁ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୯,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ…

ଆସନ୍ତୁ ଜାଣିବା କାହିଁକି ଛୋଟ ପିଲାଙ୍କ ନିଦ ହଜୁଛି !

ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍‌ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ ।…

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ବଳକା ଖାଦ୍ୟକୁ ଗରମ କରି ଖାଉଥିଲେ ହୋଇଯା’ନ୍ତୁ ସାବଧନ !

ଭୁବନେଶ୍ୱର: କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାର ସମୟ ଅଭାବ ବା ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ଫ୍ରିଜରେ ରଖିଦେଉ । ପରେ ପୁଣି ଥରେ ଏହାକୁ ଗରମ କରି ଖାଇଥାଉ। ଦୈନନ୍ଦିନ ଜୀବନରେ ଏହା ଏକ ଅଭ୍ୟାସ ରୂପ ପରିଣତ ହୋଇଗଲାଣି । ତେବେ କଣ ଆପଣ…

ଜାଣନ୍ତୁ, କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା

ଶରୀରରେ ହେମୋଗ୍ଲୋବିନର ଭାଗ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁସାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ ସଠିକ ଭାବେ ରହିଲେ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଆଦି ମୁଖ୍ୟ ଅଙ୍ଗ ଗୁଡିକ ଉତ୍ତମ ଭାବରେ କାମ କରିଥାଏ । ହେମୋଗ୍ଲୋବିନର ମାତ୍ରା କମ୍ ହେଲେ…

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ…

ବିବାହ ସମୟରେ କାହିଁକି ଲଗାଯାଏ ବର-ବଧୂଙ୍କୁ ହଳଦୀ, ଜାଣନ୍ତୁ

ଭୁବନେଶ୍ୱର: ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ…