Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍ ପ୍ରବେଶ କରିଛି ଭାରତରେ ଏବଂ ଭାରତ ମୁହାଁ। ଗୁରୁବାର ଦିନ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି। ଏହିଭଳି ଆତଙ୍କିତ ମାହୋଲରେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ସଚିବ…

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ…

କରୋନା ଭାଇରସ୍ ଆଲର୍ଟ; ଆରମ୍ଭ ହେଲା ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବାଦ୍ୱାରା ଚୀନରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାରାଷ୍ଟ୍ର ଏବଂ କେରଳରେ ଏହି ଭୁତାଣୁ ସଂକମିତ ହେବା ସନ୍ଦେହରେ କିଛି ବିଦେଶାଗତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏହି ଭୟାବହ…

କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର…

କରୋନା ଭୂତାଣୁ ଆତଙ୍କ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଏନ ବି ଧଳ ରବିବାର ଦିନ ଏହି ପ୍ରସଙ୍ଗରେ ମେଡ଼ିକାଲ ବିଶେଷଜ୍ଞମାନଙ୍କ ସହିତ…

ସାବଧାନ! ଡିପ୍ରେସ କରୁଛି ସ୍ମାର୍ଟ ଫୋନ…

ଭୁବନେଶ୍ୱର: ଆଜିର ସମୟରେ ପିଲାଠାରୁ ବୁଢା ସମସ୍ତେ ଅଙ୍ଗାଙ୍ଗୀ ଭାବରେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର କରୁଛି ଆମ ଶରୀର ପ୍ରତି ଏହା ସେତିକି…

କେବେ ଭାବିଛନ୍ତି କି ନାନା ବାୟା ଗୀତ ଶୁଣି କାହିଁକି ଶୋଇ ପଡନ୍ତି ଶିଶୁ, ଜାଣନ୍ତୁ…

ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ । ସେ " ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି" ହେଉ କି "ଧୋ ରେ ବଇଆ ଧୋ" ହେଉ । କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ…

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ…

କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: କିପରି ରହିବେ ସତର୍କ ଜାଣନ୍ତୁ…

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଥଣ୍ଡା ଯେତେ ଯେତେ ବଢ଼ୁଛି ସେହି ଅନୁପାତରେ କୁହୁଡ଼ି ମଧ୍ୟ ଚାରିଦିଗକୁ ଆଚ୍ଛାଦିତ କରି ରଖୁଛି। କୁହୁଡ଼ି ଯୋଗୁଁ ୧୧ ଟି ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ଯୋଗୁଁ ଦେଖା ଯାଉଥିବା ବିଶେଷ ସମସ୍ୟା…

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରେ କାର୍ଟୁନ ବହି !

ଭୁବନେଶ୍ୱର: ଛୋଟପିଲାଙ୍କ ମନ ଭାରି ଚଞ୍ଚଳ ହୋଇଥାଏ । କୌଣସି ଏକ ବସ୍ତୁରେ ତାଙ୍କ ମନକୁ ଲଗାଇ ରଖିବା କାଠିକର କଥା ହୋଇଥାଏ । ସବୁ ଅଭିଭାବକଙ୍କ ଇଛା ତାଙ୍କ ପିଲା ଛୋଟ ବେଳୁ ହିଁ ଖେଳକୁଦ ସାଙ୍ଗରେ ପାଠପଢାରେ ବି ପାରଙ୍ଗମ ହେଉ । ଏଥିପାଇଁ ପିଲାର ସ୍ମୃତିଶକ୍ତି ପ୍ରଖର ହେବ ନିତ୍ୟାନ୍ତ…