Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ହିତକର ହଳଦୀ ତେଲ…

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ଭାବେ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ । ଜାଣନ୍ତୁ ହଳଦୀ ତେଲ ଶରୀରର କେଉଁ…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…

ପ୍ରତିଦିନ ମୃଦୁପାନୀୟ ପିଉଥିଲେ ହୋଇଯାଆନ୍ତୁ ସାବଧାନ !

ଖରା ହେଉକି ବର୍ଷା ନିଜର ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ପାଣି ବଦଳରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ମୃଦୁପାନୀୟକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏ ବିଷୟରେ...…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାସି ଭାତ !

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଖାଦ୍ୟ ଖଇଥାଉ । ଆମ ଦେଶର ଅଧିକାଂଶ ଲୋକ ପ୍ରାୟ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି…

ପ୍ରାଣ କ’ଣ? ଏହାର ମହତ୍ୱ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତିରେ ଯୋଗକୁ ଏକ ଉଚ୍ଚସ୍ତରୀୟ ସ୍ଥାନ ଦିଆଯାଇଛି । ପଞ୍ଚତତ୍ୱ ମଧ୍ୟରେ ଗୋଟିଏ ପ୍ରମୁଖ ତତ୍ୱ ବାୟୁ ଆମ ଶରୀରକୁ ଜୀବିତ କରି ରଖିଥାଏ । ଏହା ବାତ ରୂପରେ ଶରୀରରେ ବିଦ୍ୟମାନ ତିନି ଦୋଷ ମଧ୍ୟରୁ ଗୋଟିଏ ଅଟେ । ଯାହା ଶ୍ୱାସ ରୂପରେ ଆମର ପ୍ରାଣ ଅଟେ । ପିତ୍ତ, କଫ,…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ପତ୍ର ଭୋଜନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ୱର: ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ପୂର୍ବରୁ ପତ୍ରର ବହୁଳ ବ୍ୟବହାର କରାଯାଉଥିଲା । ବିଭିନ୍ନ ପ୍ରକାରର ପତ୍ରରେ ଥାଳି ତିଆରି କରାଯାଇ ସେଥିରେ ଲୋକେ ଖାଦ୍ୟ ଖାଉଥିଲେ ।…

ଚିନି ଖାଇବାକୁ ମନା ହୋଇଥିଲେ ଆପଣାନ୍ତୁ ଏହିସବୁ ପ୍ରାକୃତିକ ବିକଳ୍ପ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ଅତିବାହିତ କରିବା ପାଇଁ ଆଜିର ଯୁବପିଢି ଅନେକ ଖାଦ୍ୟପେୟ ଠାରୁ ଦୂରେଇ ରହୁଛନ୍ତି । ତାହା ମଧ୍ୟରୁ ଚିନି ଅନ୍ୟତମ । ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ବାଧ୍ୟ ହୋଇ ଦୁରେଇ ରହିବାକୁ ପଡୁଛି । ତେବେ ଆମେ ଆଜି ଆପଣଙ୍କୁ…

ଆପଣ ଖାଉଥିବା ଧଳା ଓ ମାଟିଆ ଅଣ୍ଡା ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର: ଅଣ୍ଡା ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ନୟମିତ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ମଜବୁତ କରିଥାଏ। ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ଆବଶ୍ୟକ ସେହିଭଳି…

ଏହି ଘରୋଇ ଉପାୟରେ ଫେରାଇ ଆଣନ୍ତୁ ଧଳା କପଡ଼ାର ପୂର୍ବ ଚମକ..

ଭୁବନେଶ୍ୱର: ଧଳା ବା ଶୁଭ୍ର କପଡା ପିନ୍ଧିବାକୁ କାହାକୁ ବା ଭଲ ଲଗେନାହିଁ । ଯେକୌଣସି ବର୍ଣ୍ଣର ବ୍ୟକ୍ତି ଧଳା ରଙ୍ଗର ପୋଷାକ ପରିଧାନ କଲେ ତାଙ୍କର ବ୍ୟକ୍ତିତ୍ୱ ଦ୍ଵି ଗୁଣିତ ହୋଇଯାଏ। କିନ୍ତୁ ଧଳା ରଙ୍ଗର ଡ୍ରେସ ହେଉ ବା ବେଡ ସିଟ ହେଉ କିଛି ଦିନ ରହିବା ପରେ ଏହା ମାଟିଆ ଦେଖାଯାଏ ।…

ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…

ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି । ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?…