Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପାଉଡର୍ ଦୁଗ୍ଧରେ ରହିଛି ଏହି ରାସାୟନିକ ପଦାର୍ଥ, ପିଲାଙ୍କ ପାଇଁ ସାବ୍ୟସ୍ତ ହୋଇପାରେ ହାନିକାରକ

ଭୁବନେଶ୍ଵର: କ’ଣ ଆପଣ ମଧ୍ୟ ଆପଣଙ୍କ ପିଲାଙ୍କୁ ପାଉଡର ଦୁଗ୍ଧ ଦେଉଛନ୍ତି କି ? ଯଦି ହଁ, ତେବେ ଏବେଠାରୁ ହୋଇଯାଆନ୍ତୁ ସତର୍କ । ଆପଣଙ୍କ ପିଲା ପାଇଁ ଏହା ବିପଦପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ । ନିକଟରେ ପାଉଡର୍ ଦୁଗ୍ଧର ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଏଥିରେ ସୀସା ଏବଂ ଆର୍ସେନିକ୍…

ତରଭୁଜ ଖାଇ ମଞ୍ଜି ଫୋପାଡୁଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଗ୍ରୀଷ୍ମ ଋତୁରେ ଚାରିଆଡେ ତରଭୁଜ ଦେଖିବାକୁ ମିଳେ। ଗରମ ଦିନରେ ମିଳୁଥିବା ଏହି ଫଳ ଖାଇଲେ ଶରୀରକୁ ଶାନ୍ତି ମିଳିବା ସହ ଶରୀର ଥଣ୍ଡା ମଧ୍ୟ ରହେ। ଏହି ମିଠା ଫଳ ଖାଇଲେ ଶରୀରକୁ ଅନେକ ଫାଇଦା ହୁଏ। ତରଭୁଜ ଶରୀରର ମୋଟାପଣ କମାଇବାରେ ସାହାଯ୍ୟ କରେ। ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ…

ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ…

୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ: ଜ୍ୟୋତିଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା

ଭୁବନେଶ୍ୱର: ସୂର୍ଯ୍ୟ ଗ୍ରହଣ ଜ୍ୟୋତିଷ ଶାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚିତ ହୋଇଥାଏ, ଯାହାର ପ୍ରଭାବ ଦେଶ-ଦୁନିଆର କାର୍ଯ୍ୟକଳାପ ଏବଂ ୧୨ଟି ରାଶି ଉପରେ ପଡ଼ିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟ ଦେଇ ଗତି କରିଥାଏ, ସେହି ସମୟରେ ସୂର୍ଯ୍ୟଙ୍କ ଆଲୋକ…

ସାବୁନ ବିନା ଗାଧୋଇଲେ କ’ଣ ହୁଏ? ଜାଣନ୍ତୁ ଏହାର ଲାଭ ଓ କ୍ଷତି

ଭୁବନେଶ୍ୱର: ଯଦି ଆପଣ ବିନା ସାବୁନରେ ସବୁଦିନ ଗାଧୋଉଛନ୍ତି, ତେବେ କ'ଣ ହେବ ? ସେହିଭଳି ଯଦି ଆପଣ ସବୁଦିନ ସାବୁନ ବ୍ୟବହାର କରୁଛନ୍ତି, ତେବେ କ’ଣ ହେବ? ଏହି ପ୍ରଶ୍ନ ସାମାନ୍ୟ ହେଲେ ବି ସମସ୍ତଙ୍କ ମନରେ ଥରେ ନା ଥରେ ଆସିଥାବ। ଯଦି ଆପଣ ମଧ୍ୟ ଏପରି କିଛି ଭାବୁଛନ୍ତି, ତେବେ ଏହି ପ୍ରଶ୍ନର…

ପ୍ରତ୍ୟେକ ଦିନ ପିଅନ୍ତୁ ମାଠିଆ ପାଣି, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ଵର: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଏମିତିକି ଅନେକ ସହରରେ ଏବେ ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ପୁଣି ଖରାଦିନ ଆସିବା ମାତ୍ରେ ହିଁ ଲୋକମାନେ ନିଜ ନିଜ ଘରେ ଥଣ୍ଡା ପାଣି ରଖିବାର ବ୍ୟବସ୍ଥା କରନ୍ତି। ଏମିତିକି କିଛି ଲୋକ ଫ୍ରିଜ୍ ଓ ଏସି ମଧ୍ୟ କିଣିବାକୁ ଚିନ୍ତା…

ଚିଆ ସିଡ୍‌ ଦ୍ୱାରା କ’ଣ ସତରେ କମେ ଓଜନ?

ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି…

ଦିନକୁ କେତୋଟି ସିଗାରେଟ ପିଇବା ଠିକ ? ରିସର୍ଚ୍ଚ କହୁଛି….

ସିଗାରେଟ ଧୂଆଁକୁ ଶୋଷି ପକାଉଥିବା ଲୋକଙ୍କ ପାଇଁ ଏ ଖବର ଖୁବ ଗୁରୁତ୍ୱପୂର୍ଣ୍ଣ। କିଛି କ୍ଷଣ ଫୁଙ୍କି ଦେଇ ଯେଉଁ ଆନନ୍ଦ ମିଳେ, ସେଥିରେ ଯେ ଜୀବନ ଅଣନିଶ୍ୱାସୀ ହୋଇଯାଉଛି ସେ କଥା କାହା ମୁଣ୍ଡରେ ପଶୁନି। ଟିକେ ଟେନସନ୍ ହୋଇଗରେ ସିଗାରେଟ, କାମ ଅଧିକ ବଢ଼ିଗଲେ ସିଗାରେଟ ଆଉ ଖୁସି ହୋଇଗଲେ ବି…

ଏହି ସବୁ ଜିନିଷରେ କେବେ ଗୋଡ଼ ବଜାନ୍ତନି, ନହେଲେ ହେବ ସର୍ବନାସ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର ସମାଧାନ ନୀତିଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।…

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…

ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି…