Latest Odisha News
Browsing Category

ଜୀବନଶୈଳୀ

ଖରାଦିନେ ପଡୁଥିବା ସନଟ୍ୟାନ୍ରୁ କେମିତି ପାଇବେ ମୁକ୍ତି

ଭୁବନେଶ୍ଵର: ଏବେ ଗ୍ରୀଷ୍ମ ଋତୁ ଆସୁଛି । ଖରାର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ସମସ୍ତଙ୍କୁ ଜଣାଥିବ କି ସୂର୍ୟ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ…

କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ? ଜାଣନ୍ତୁ ଆୟୁର୍ବେଦ ଅନୁସାରେ ଖାଇବାର ସଠିକ୍ ସମୟ

ଆଜିକାଲି ଜଣେ ବ୍ୟକ୍ତିଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ଆଶୀର୍ବାଦଠାରୁ କମ୍ ନୁହେଁ। କାରଣ ପୂର୍ବ ତୁଳନାରେ ଜୀବନ ବହୁତ ବଦଳି ଯାଇଛି। ଏହି ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଖାଦ୍ୟପେୟର ସଠିକ୍ ଯତ୍ନ ନେଇ…

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ଘରେ ପ୍ରସ୍ତୁତ କରନ୍ତୁ ହେୟାର ଷ୍ଟ୍ରେଟନିଂ ମାସ୍କ

ଭୁବନେଶ୍ବର: ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରିବା ପାଇଁ ଅର୍ଥ ଅଧିକ ଲାଗେ । ଏହାପରେ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେଣୁ ଆପଣ ଘରେ ହିଁ ନିଜେ ହେୟାର ଷ୍ଟ୍ରେଟନିଂ ମାସ୍କ କରି କେଶକୁ ସୁନ୍ଦର କରି ପାରିବେ । ଏଥିସହ ଏହା କେମିକାଲ ଫ୍ରି…

ମଧୁମେହ ରୋଗ ପାଇଁ ବରଦାନ ‘ ଗହମ ଘାସ ‘

ଭୁବନେଶ୍ବର: ପ୍ରତ୍ୟେକ ଛୋଟ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି । ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଗହମ ଘାସ ଶରୀର ପାଇଁ ଏକ ବରଦାନ । ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ…

ଘରେ ବନାନ୍ତୁ ସ୍ଵାଦିଷ୍ଟ ଚିକେନ ମନଚୁରିଆନ୍…

ଭୁବନେଶ୍ଵର: ଆପଣମାନେ ଚିକେନ୍‌ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍‌ ମନଚୁରିଆନ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି । ତାହେଲେ ଆସନ୍ତୁ…

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ । ଆସନ୍ତୁ…

କଣ୍ଟାକ୍ଟ ଲେନ୍ସ ବ୍ୟବହାର ବେଳେ କରନ୍ତୁନି ଏହି ଭୁଲ ..

ଭୁବନେଶ୍ବର: ଆଜିକାଲି କଣ୍ଟାକ୍ଟ ଲେନ୍ସ ଫ୍ୟାସନ ଭାବେ ଅଧିକ ବ୍ୟବହାର କରାଯାଉଛି । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳା, ପୁରୁଷ ଉଭୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାର ବେଳେ…

ଉପକାରୀ କଳା ହଳଦୀ, ମହିଳାଙ୍କ ଋତୁସ୍ରାବ ସମସ୍ୟାରୁ ବି ଦିଏ ମୁକ୍ତି

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ…

ପୁଣି ଡରାଇଲାଣି ଚୀନ୍: ଆବିଷ୍କାର କଲାଣି ନୂଆ କରୋନା ଭାଇରସ୍…

ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି ।…