Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ନିୟମିତ ଖାଆନ୍ତୁ ଜହ୍ନି, ନିୟନ୍ତ୍ରଣରେ ରହିବ ଡାଇବେଟିସ

ଭୁବନେଶ୍ୱର: ସବୁଜ ପନିପରିବା ଦେହ ପାଇଁ କେତେ ଉପକାରୀ ତାହା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଥାଏ । କଣ ଆପଣ ଜାଣନ୍ତି ନିୟମିତ ଜହ୍ନି ଖାଇଲେ ମିଳିଥାଏ ଅନେକ ଉପକରିତା । ଜାଣନ୍ତୁ... ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ସେହିପରି…

ଜାଣନ୍ତୁ, କେଉଁ ସ୍ୱପ୍ନ ଦେଖିଲେ କଣ ମିଳିଥାଏ ଫଳ !

ଭୁବନେଶ୍ୱର: ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ସେଥିରୁ କିଛି ମନେ ରହେ ଆଉ କିଛି ମନେ ରାହେନା । ସ୍ୱପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବାର ରହିଛି କିଛି ଖାସ୍ ବିଶେଷତ୍ବ ରହିଛି।…

ମୁଢି ଖାଇଲେ ମିଳିବ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା !

ଭୁବନେଶ୍ୱର: ଖୋଜି ଆସିଲେ ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରୁ ମୁଢି ମିଳିଯିବ । ଓଡ଼ିଆ ଲୋକଙ୍କର ଏହା ମାନପସନ୍ଦର ଜଳଖିଆ ଅଟେ । ମୁଢିକୁ ସଧାରଣତଃ ସବୁ ଜିନିଷ ସହ ମିଶେଇ ଖାଇ ହୁଏ। କିଛି ଲୋକ ଚାହା ସହିତ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଥିରେ ମିକ୍ସଚର, ପିଆଜ, ଖଟା ପକାଇ…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…

ସ୍ତନ ପୁନର୍ଗଠନ ସଚେତନତା ଉପରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଗୁରୁତ୍ୱ

ଭୁବନେଶ୍ୱର: ନୂତନ ଶଲ୍ୟ ଚିକିତ୍ସା ଦ୍ୱାରା ମହିଳାଙ୍କ ସ୍ତନ ପୁନର୍ଗଠନ ଦିଗରେ ସଚେତନତା ନେଇ ବିଶ୍ୱର ଅଗ୍ରଣୀ ପ୍ଲାଷ୍ଟିକ୍ ସର୍ଜନ ଡକ୍ଟର ଦାମିର୍ କୋସୁଟିକ୍ ଗୁରୁତ୍ୱ ଆରୋପ କରିଛନ୍ତି । ଯଦି ଜଣେ ମହିଳା ସ୍ତନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ସର୍ଜିକାଲ୍…

ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…

ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର । ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ…

ଫ୍ରିଜରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପଚାର

ଭୁବନେଶ୍ୱର: ଆଜିକାଲି ପ୍ରତି ଘରେ ଘରେ ଫ୍ରିଜ । ବଳକା ଖାଦ୍ୟ ଜିନିଷକୁ ନ ଫୋପାଡି କିଛି ଦିନ ପାଇଁ ସତେଜ ରଖିବାରେ ଏହା ବେଶ୍ ସହାୟକ ହୋଇଥାଏ । ମାତ୍ର ଯଦି ଏହି ସବୁ ଖାଦ୍ୟ ସାମଗ୍ରୀ ଅଧିକ ଦିନ ଯାଏ ଫ୍ରିଜ୍‌ରେ ରୁହେ, ତେବେ ଫ୍ରିଜ୍ ଭିତରୁ ଦୁର୍ଗନ୍ଧ ବାହାରି ଥାଏ। କେବଳ ରନ୍ଧା ଖାଦ୍ୟ…

ଘର କିଣିବା ଆଗରୁ ଧ୍ୟାନରେ ରଖନ୍ତୁ ଏହିସବୁ ବାସ୍ତୁ ନିୟମ

ଭୁବନେଶ୍ୱର: ଆପଣ ଘର କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଘର କିଣିବା ଆଗରୁ ବାସ୍ତୁର ଏହି ସବୁ ନିୟମକୁ ନିଶ୍ଚିତ ପାଳନ କରନ୍ତୁ । ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ…

ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ !

ଭୁବନେଶ୍ୱର: ମୋବାଇଲ ଆମ ଦୈନନ୍ଦିନ ଜୀବନର ଏକ ଅବିଛିନ୍ନ ଅଂଶ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ସହଜ, ସରଳ କରିଦେବ ସହ ଏହାର ବହୁଳ ବ୍ୟବହାର ଆମ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ । ସବୁଠି ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଦେଖବାକୁ ମିଳୁଛି। ପିଲାଠାରୁ ବୟସ୍କ ସମସ୍ତେ ଦିନ…

ସୁନ୍ଦର ‘ଆଇବ୍ରୋ’ ଲାଗି ଆପଣାନ୍ତୁ ଏହି ଟିପ୍ସ୍

ଭୁବନେଶ୍ୱର: ଆଜିର ସଚେତନତା ଯୁଗରେ ସମସ୍ତେ ନିଜ ରୂପଚର୍ଯ୍ୟକୁ ନେଇ ଖୁବ ସଚେତନ । ସମସ୍ତେ ସୁନ୍ଦର ଦେଖା ଯିବାକୁ ଚାହାଁନ୍ତି, ମାତ୍ର ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ସମସ୍ତଙ୍କର ସାମର୍ଥ୍ୟ ନଥାଏ । ମୁଁହ, ଦେହ, କେଶ ସହ ଆଇବ୍ରୋ(ଭୃଲତା) ମଧ୍ୟ ସୁନ୍ଦର ହୋଇଥିଲେ ମୁଁହଟି…