Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସମ୍ ହସ୍ପିଟାଲରେ ‘ଫ୍ଲାଟ୍ ଫୁଟ’ ଓ ‘ଡାଇବେଟିକ୍ ଫୁଟ୍’ ସଚେତନତା ଶିବିର ଆରମ୍ଭ

ଭୁବନେଶ୍ୱର: ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ବୁଧବାର ଦିନ ସ୍ୱତନ୍ତ୍ର ରୋଗ ନିରୂପଣ ଓ ଚିକିତ୍ସା ସହିତ…

ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କି ଫଳ ମିଳେ, ଜାଣନ୍ତୁ

ଭୁବନେଶ୍ବର: ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ସବୁ ଚିହ୍ନ ରହିଛି ଯାହା ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ । ତାହା ଭଲ ବି ହୋଇପାରେ ଆଉ ଖରାପ ବି ହୋଇପାରେ । ଏହି ଚିହ୍ନ କଳାଜାଇ ଆକାରରେ ଆମ ଶରୀରରେ ରହିଥାଏ । ସମୟ ଓ ବୟସ ବଢିବା ସହ ଏହା ମଧ୍ୟ ବଦଳିଥାଏ। ଜାଣନ୍ତୁ ଶରୀରର…

ଆପଣାନ୍ତୁ ଏହି ସରଳ ଉପାୟ, ନିଶ୍ଚିତ ପାଇବେ ସୁନ୍ଦର ମସୃଣ ତ୍ୱଚା

ଭୁବନେଶ୍ୱର: ଉଭୟ ପୁରୁଷ ଓ ମହିଳା ନିଜ ସୌନ୍ଦର୍ଯ୍ୟକୁ ନେଇ ସଚେତନ ଥାନ୍ତି । କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏହାକୁ ଟିକିଏ ଅଧିକ ପ୍ରଧାନ୍ୟ ଦେଉଥିବାର ଦେଖିବାକୁ ମିଳିଥାଏ । ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମାନେ ବିଭିନ୍ନ ପ୍ରୟାସ ମଧ୍ୟ କରିଥାନ୍ତି । ପାର୍ଲର…

ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଛନ୍ତି କି, ହୁଅନ୍ତୁ ସାବଧାନ

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ…

ଜାଣନ୍ତୁ, ସଜନା ଛୁଇଁର ଚମତ୍କାର ଔଷଧୀୟ ଗୁଣ…

ଭୁବନେଶ୍ୱର: ବଜାରରେ ମିଳୁଥିବା ସଜନା ଛୁଇଁକୁ ପ୍ରାୟତଃ ଆମେ ଘରେ ଭଜା, ତରକାରି କିମ୍ବା ଡାଲମାରେ ପକାଇ ପ୍ରସ୍ତୁତ କରିଥାନ୍ତି । ଏହି ଛୁଇଁ ସଜନା ଗଛର ଫଳ ହୋଇଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ହୋଇଥାଏ ।…

ମୁଁହରେ ଲଗାନ୍ତୁ ଗ୍ରୀନ-ଟି ଫେସପ୍ୟାକ, ଖୁବ କମ ଦିନରେ ଦେଖିବେ ଫରକ

ଭୁବନେଶ୍ୱର: ସକାଳୁ ଉଠିବା ମାତ୍ରେ ଚା’ କଫି ପରିବର୍ତ୍ତେ ଆଜିର ପିଢ଼ି ଗ୍ରୀନ୍‌ ଟି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିରେ ଥିବା ତତ୍ତ୍ୱ ଶରୀରର ମେଟାବୋଲିଜିମ୍‌ ସିଷ୍ଟମ ସହ ପାଚନ ଶକ୍ତିକୁ ମଧ୍ୟ ସକ୍ରିୟ କରିଥାଏ। କଣ ଆପଣ ଜାଣନ୍ତି ଆପଣ ପିଉଥିବା ଏହି ଗ୍ରୀନ ଟିକୁ ଆମେ ତ୍ୱଚାରେ…

ଏହିସବୁ ଜିନିଷ ଫ୍ରିଜରେ ରଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ପ୍ରତିଦିନ ବାଜରରୁ ତାଜା ପାରିବା ଆଣିବା ବଦଳରେ ଆମେ ଏକାଥରକେ ଅନେକ ଜିନିଷ କିଣି ଆଣି ଫ୍ରୀଜ୍‌ରେ ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଫ୍ରୀଜ୍‌ରେ ରଖିଲେ ଏହା ଖରାପ ହୋଇଯାଏ । ଜାଣନ୍ତୁ କେଉଁ ସବୁ ଜିନିଷକୁ ଫ୍ରୀଜ୍‌ରେ ରଖିବା…

ଶୀଘ୍ର ଘରୁ ହଟାନ୍ତୁ ଏହିସବୁ ଜିନିଷ, ଫେରିବ ସୁଖଶାନ୍ତି !

ଭୁବନେଶ୍ୱର: କଣ ଆପଣଙ୍କ ପରିବାରରେ ସବୁ ସମୟରେ ଅଶାନ୍ତି, ଅଭାବ ଓ ଅସୁସ୍ଥତା ଆଦି ଲାଗି ରହୁଛି କି । ଯଥାଶୀଘ୍ର ଏହିସବୁ ଜିନିଷ ଆପଣଙ୍କ ଘରୁ ବାହାର କରନ୍ତୁ । ଆପଣଙ୍କ ହସଖୁସିରେ ଚାଲିଥିବା ସଂସାର ଯଦି ହଠାତ୍ ଅସୁବିଧାର ସମ୍ମୁଖିନ ହୁଏ ତେବେ ଆପଣ ଜାଣିବେ ଯେ ଆପଣଙ୍କ ଘରର ବାତାବରଣରେ…

ପୋଷଣଯୁକ୍ତ ଖାଦ୍ୟର ଉପାଦେୟତା: ଆଦାନୀ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ

ଧାମରା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ପୁଷ୍ଟି ସମ୍ବନ୍ଧୀୟ ଉଚିତ ପରାମର୍ଶ ଦେବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏହି…

ଆମ୍ରି ହସ୍ପିଟାଲସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ୨୦୧୯ ଉପଲକ୍ଷେ ଏକ କଂଟିନିଅସ୍ ଫିଜିଓଥେରାପି ଏଡୁକେସନ୍ (ସି.ପି.ଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯେଉଁଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ୧୦୦ରୁ ଅଧିକ ପେସାଦାର ଫିଜିଓଥେରାପି ବିଶାରଦମାନେ ଅଂଶଗ୍ରହଣ…