Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏମିତି ନିଅନ୍ତୁ କିଡନୀର ଯତ୍ନ, ଦୁରେଇ ରହିବ ସବୁ ସମସ୍ୟା

ଭୁବନେଶ୍ୱର: ମଣିଷ ଶରୀରରେ ଦୁଇଟି କିଡନୀ ରହିଛି । ଯାହା ଶରୀରର ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ମଧ୍ୟ ବାହାର କରିଦେଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଡନୀର ଯତ୍ନ…

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍…

ଏହି ଘରୋଇ ଚିକିତ୍ସା ଦ୍ୱାରା ଚୁଟକିରେ ଭଲ ହୋଇଯିବ ‘ରକ୍କା’

ଭୁବନେଶ୍ୱର: ଦେହରେ କୌଣସି ଜାଗାରେ ପବନ ଅଟକିଗଲେ ତାହାକୁ ରକ୍କା କହନ୍ତି । ଆମ ଶୋଇବାର ଭଙ୍ଗି ବେଳେବେଳେ ଆମ ମାଂସପେଶୀ ଉପରେ ପ୍ରଭାବ ପକାଏ । ଅଜାଣତରେ ହେଲେ ମଧ୍ୟ ଅଧିକ ସମୟ ଧରି ଏପରି ଶୋଇଲେ ଉକ୍ତ ଅଙ୍ଗ ରକ୍କା ହୋଇଯାଏ । ଏହା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ। ତେବେ କଣ ରହିଛି ଏହାର…

ଆପଣାନ୍ତୁ ଏହି ଉପଚାର, ଚନ୍ଦା ମୁଣ୍ଡରେ ନିଶ୍ଚିତ ଉଠିବ କେଶ

ଭୁବନେଶ୍ୱର: ଆଜିକାଲି ଚନ୍ଦାପଣର ଶିକାର ଅନେକ ଲୋକ ହେଉଥିବା ଦେଖିବାକୁ ମିଳୁଛୁ । ଆଗରୁ ବୟସାଧିକ୍ୟ କାରଣରୁ ଲୋକଙ୍କ ମୁଣ୍ଡରୁ ଚୁଟି ଝଡି ଚନ୍ଦା ହେଉଥିଲା । ଏବେ ଯୁବାବସ୍ଥାରେ ମଧ୍ୟ ଲୋକେ ଚନ୍ଦା ହେବାରେ ଲାଗିଛନ୍ତି। ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ । ଆଜି ଆମେ ଆପଣଙ୍କୁ କହିବୁ ଏମିତି…

ପ୍ରତିଦିନ ଖାଆନ୍ତୁ ଗୁଜୁରାତି, ଦୁରେଇ ରହିବ ଏହିସବୁ ସମସ୍ୟା

ଭୁବନେଶ୍ୱର: ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ୟବହାର କରାଯାଇଥାଏ । ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ କଣ ଆପଣ ଜାଣନ୍ତି, ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା…

ଏହି ଚାରୋଟି ରାଶିର ଲୋକେ ସୁନା ଧାରଣ କଲେ ବଦଳି ଯିବ ସେମାନଙ୍କ ଭାଗ୍ୟ

ଭୁବନେଶ୍ୱର: ଗ୍ରହ ଦୋଷ କାଟିବା ପାଇଁ ଅନେକ ଦେବୀ-ଦେବତାଙ୍କୁ ସୁନା ଦାନ କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼ିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ । ବାସ୍ତୁ ଅନୁଯାୟୀ ଏହି ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ…

ଶାରୀରିକ ବ୍ୟାୟାମରୁ ଦୂରରେ ଭୁବନେଶ୍ୱରର ୫୯ ପ୍ରତିଶତ ଲୋକ: ସର୍ଭେ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀ ବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ୱରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଯୋଗାଭ୍ୟାସ…

କରନ୍ତୁ ଏହି ସବୁ କାମ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଅନେକ ରୋଗର ଉତ୍ପତି ମଧୁମେହରୁ ହିଁ ହୋଇଥାଏ । ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇ ଗଲାଣି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ମଧ୍ୟ ବଢି ଯାଉଛି । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ନିଶା, ଧୂମ୍ର ଓ ତମାଖୁ…

ତାୱା ପନୀର

ଘରେ ପ୍ରସ୍ତୁତ କରନ୍ତୁ 'ତାୱା ପନୀର’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ- ପନୀର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌,…

କେଉଁ ଆଡ଼କୁ ଖୋଲିବା ଉଚିତ ଘରର ଦ୍ୱାର, ଭିତରକୁ ନା ବାହାରକୁ

ଭୁବନେଶ୍ୱର: ଘର ଯେମିତି ବି ହୋଇଥାଉ ଏହାର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଥାଏ। କାରଣ ଏହିଠାରୁ ହିଁ ସମସ୍ତ ସକାରାତ୍ମକ ତଥା ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଘରେ ସୁଖ ସମୃଦ୍ଧି ବଜାୟ ରଖିବାପାଇଁ ମୁଖ୍ୟଦ୍ୱାର ସମ୍ବନ୍ଧିତ ଏହି ବାସ୍ତୁ ନିୟମଗୁଡ଼ିକର ପାଳନ କଲେ ଶୁଭଫଳ ପ୍ରାପ୍ତ…