Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ । ମିଳିଥିବା…

ଜାଣନ୍ତୁ ବର୍ଷାଦିନେ କିପରି ସୁରକ୍ଷିତ ରଖିବେ ନିଜ ମୋବାଇଲ ଫୋନ

ଆରମ୍ଭ ହୋଇଗଲାଣି ବର୍ଷା ଋତୁ । ଯେତେ ସାବଧାନ ରହିଲେ ମଧ୍ୟ ଅନେକ ସମୟରେ ନିଜ ଜରୁରୀ ଜିନିଷ ଗୁଡ଼ିକ ବର୍ଷା ପାଣିରେ ଭିଜିଯାଏ । ତେବେ ଯଦି ଆମ ମୋବାଇଲ୍‍ ଫୋନ ବର୍ଷାରେ ଓଦା ହେଇଯାଏ ତାହେଲେ ତ କଥାସରିଲା । ଫୋନ ଖରାପ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା ଭଳି ଲାଗେ । ତେଣୁ…

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…

ମସଲା ଚିକେନ ପତ୍ରପୋଡ଼ା

ଚିକେନ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଚିକେନରୁ ତିଆରି ପ୍ରତିଟି ଆଇଟମ ବେଶ ସୁଆଦିଆ ହୋଇଥାଏ । ତେଣୁ ଆମେ ଆଜିପ୍ରସ୍ତୁତ କରିବା ଚିକେନର ଏକ ଆଇଟମ ‘ମସଲା ଚିକେନ ପତ୍ରପୋଡ଼ା’। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ: ଚିକେନ : ବନଲେସ ୨୫୦ଗ୍ରାମ ହଳଦି : ଏକ ଚାମଚ ଅଦାରସୁଣ ବଟା : ୨ଚାମଚ…

ଜାଣନ୍ତୁ କମ୍‌ ଖର୍ଚ୍ଚରେ କିପରି ସଜାଇବେ ଘର

ପୁରୁଷ ହେଉ ଅବା ମହିଳା ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା । କିନ୍ତୁ ଘର ସଜାଇବା ଜିନିଷର ଦାମ୍‌ ଦେଖିଲେ ମନ ଫିକା ପଡିଯାଏ । ତେବେ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ ... -ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ…

ଟିନଏଜରେ ମୋଟାପଣ ହୋଇପାରେ ହୃଦଘାତର କାରଣ

ଭୁବନେଶ୍ୱର: ପିଲାରୁ ବୁଢା ଆଜିକାଲି ସାଧାରଣତଃ ସମସ୍ତେ ହୃଦଘାତକୁ ନେଇ ଚିନ୍ତିତ ରହୁଛନ୍ତି । ବିଶେଷ କରି ଯୁବପିଢି ଅଧିକ ମାତ୍ରାରେ ଏହାର ଶିକାର ହେଉଥିବା ଦେଖାଯାଉଛି । ମେଦ ବହୁଳତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଟିନଏଜରେ ଯେଉଁ ପିଲାଙ୍କ ଓଜନ ଅଧିକ ହୋଇଥାଏ ସେମାନଙ୍କ ପାଇଁ…

କେମିତି ନେବେ ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରାଦିନର ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନରେ ଆସ୍ୱସ୍ତି ଅନୁଭୁତ ହୋଇଥାଏ । ତାସହ ବର୍ଷାଦିନିଆ ସଂକ୍ରାମକ ରୋଗ ପାଇଁ ଏହା ଅଧିକ ଚନ୍ତାରେ ପକାଇଥାଏ । ବର୍ଷାଦିନେ ପେଟ ସମସ୍ୟା, ପାଚନ ଆଦି ଭଳିି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ମୌସୁମୀର ମଜା ନେବା ଆଗରୁ ଏହା…

ମୁହଁକୁ ମିଠା, ଦେହକୁ ହିତ : ମହୁ

ଆଦିମ କାଳରୁ ମଣିଷ ମହୁର ବ୍ୟବହାର କରିଆସୁଛି । ସାତରୁ ସତୁରୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଏହା ଖୁବ୍ ଦରକାରୀ । ଏମିତିକି ଆମ ଦେଶରେ ଶିଶୁଟିଏ ଜନ୍ମ ନେଲେ ବୁନ୍ଦାଏ ମହୁ ଦେଇ ତାକୁ ସ୍ୱାଗତ କରାଯାଇଥାଏ । ମହୁ ନଷ୍ଟ ନହୋଇ ହଜାର ହଜାର ବର୍ଷ ସୁରକ୍ଷିତ ରହିପାରେ । ତେଣୁ ଆମର ସଭ୍ୟତା…

ଏନସେଫାଲିଟିସ୍ ସହ ଲିଚୁର ସମ୍ପର୍କ ନାହିଁ: ବିଶେଷଜ୍ଞ

ବିହାର: ବିହାରରେ ଦିନକୁ ଦିନ ଶିଶୁ ମୃତ୍ୟୁ ବଢୁଥିବା ବେଳେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ପିଲାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ଲିଚୁକୁ ଦାୟୀ କରାଯାଉଥିଲା ବେଳେ ଏହା ସହ ଲିଚୁର କୌଣସି ସମ୍ପର୍କ ନଥିବା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ. ବିଶାଳନାଥ ସ୍ପଷ୍ଟ କରିଛନ୍ତି ।…

ମାଛ ଖାଇଲେ କେଉଁସବୁ ଫାଇଦା ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଇଁ ମାଛ ଏକ ପ୍ରିୟ ଆଇଟମ।…