Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି ଲଗାଣ ବର୍ଷା ଜୁଲାଇ…

ମେସିଙ୍କ ଗୋଲ ପହଞ୍ଚାଇଲା ଆର୍ଜେଣ୍ଟିନାକୁ ପ୍ରି-କ୍ୱାର୍ଟର୍ ଫାଇନାଲରେ !

ମସ୍କୋ : ଲାଗୁଥିଲା ଏଥର ଆର୍ଜେଣ୍ଟିନା ବିଶ୍ୱକପ ଆରମ୍ଭରୁ ହିଁ ବିଦାୟ ନେଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତିଯୋଗିତାରୁ ବାହାର ହୋଇଯିବାର ସମସ୍ତ ସମ୍ଭାବନା ରହିଥିଲା । କିନ୍ତୁ ନାଇଜେରିଆ ବିପକ୍ଷ ମ୍ୟାଚରେ ମେସିଙ୍କ ଗୋଲ ସହିତ…

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା…

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ : ଆଜି ମିଳିଛି ପ୍ରଭାତ ବିଶ୍ୱାଳଙ୍କୁ ଜାମିନ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପୂର୍ବ ସର୍ତ୍ତାନୁସାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ୨୦ ଲକ୍ଷ ଟଙ୍କା ରାଶି ମୁଚାଲିକାରେ ଦାଙ୍କୁ ଜାମିନ ପ୍ରଦାନ କରାଯାଇଛି ।…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡ଼ିଶା ପହଞ୍ଚିଲେ: ପ୍ରେସମିଟରେ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ

ଭୁବନେଶ୍ୱର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଭୁବନେଶ୍ୱରରେ ଏକ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିବା ପରେ ସେ ସହିଦନଗର ସ୍ଥିତ ବୁଣାକାର ସେବାକେନ୍ଦ୍ରକୁ ଯାଇଥିଲେ । ପରେ…

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ…

ଆଜି ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି

କଟକ/ଭୁବନେଶ୍ୱର : ଗତକାଲି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ସିବିଆଇ ଓକିଲଙ୍କ ଅନୁପସ୍ଥିତତା ଯୋଗୁଁ ଆଜି ହିଁ ଜାମିନ ଆବେଦନର ଶୁଣାଣି ହେଉଛି । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ ୨ମାସ ପାଇଁ ସର୍ତ୍ତମୂଳକ…

୨ ମାସ ପରେ ଆଜି ଖୋଲିଲା ସମସ୍ତ ସ୍କୁଲ

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଖୋଲିଛି । ଛାତ୍ରଛାତ୍ରୀମାନେ ତାଙ୍କର ଦୀର୍ଘ ଗ୍ରୀଷ୍ମାବକାଶ ଶେଷ କରିବାପରେ ଏବେ ସ୍ୱାଭାବିକ ଭାବେ ବିଦ୍ୟାଧ୍ୟୟନରେ ବ୍ୟସ୍ତ ରହିବେ । ସୂଚନାଯୋଗ୍ୟ ଏଥର ପରିବର୍ତ୍ତିତ ପାଗ ତଥା ଅସହ୍ୟ ଗ୍ରୀଷ୍ମତାପ ବୃଦ୍ଧିଜନିତ…

ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା: ଆସନ୍ତା କାଲି ଶୁଣାଣି

କଟକ/ଭୁବନେଶ୍ୱର : ଆଜି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ଘୁଞ୍ଚି ଯାଇଛି ଜାମିନ ଆବେଦନର ଶୁଣାଣି ତାରିଖ । ତେବେ ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଛି ଶୁଣାଣି ତାରିଖ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ…

ବିଶ୍ୱକପ ଫୁଟବଲ: ହ୍ୟାରୀ କେନଙ୍କ ହ୍ୟାଟ୍ରିକ ବଳରେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଇଂଲଣ୍ଡ ଦଳ !

ମସ୍କୋ : ବିଶ୍ୱକପ ଏବେ ଖୁବ ଜମୁଛି । ସାରା ପଡ଼ିଆରେ ସବୁଦଳର ଖେଳାଳିମାନେ ଏବେ ଗୋଟିଏ ଗୋଲ୍ ଦେବାକୁ ପ୍ରତିପକ୍ଷ ଉପରେ ଯେନତେନ ଭାବେ ଆକ୍ରମଣ କରିଚାଲିଛନ୍ତି । ଦେଖାଯାଉଛି ପ୍ରତିମ୍ୟାଚରେ ଗୋଲସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦଳକୁ ନିଜ ଦେଶର ଫ୍ୟାନମାନେ ବିଭିନ୍ନ ରଙ୍ଗରେ ସଜହୋଇ…