Latest Odisha News
Browsing Category

ଜୀବନଶୈଳୀ

ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ: ଓଡ଼ିଶା ସରକାର ଯୋଗାଇଦେବେ ଏଣ୍ଡ୍ରୋଏଡ଼ ମୋବାଇଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟର ଚାଷୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ପାଇବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ । ଓଡ଼ିଶାର ଚାଷୀମାନେ ଏହି ମୋବାଇଲ ଫୋନ ପାଇ ସେମାନଙ୍କ ଫସଲର ପାଇକାରୀ ମୂଲ୍ୟ ତଥା ବଜାର ଦର ସମ୍ପର୍କରେ ତୁରନ୍ତ ତଥ୍ୟ ପାଇ ନିଜର ଉତ୍ପାଦକୁ ସହଜରେ…

ଆଜିଠୁ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମେଡ଼ିକାଲ କଲେଜରେ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୮ଟି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜରେ ଏମବିବିଏସ ଓ ବିଡ଼ିଏସ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଯାଇଛି । ସେଥିଲାଗି ମନୋନୀତ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହୋଇଛି ପ୍ରୋଭିଜନାଲ ସିଟ…

ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର୍ !

ମୁମ୍ବାଇ : ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସର୍ ରୋଗରେ ପୀଡ଼ିତ । ସୋନାଲୀ କ୍ୟାନସରରେ ପୀଡ଼ିତ ହୋଇଥିବା କଥା ନିଜେ ଆଜି ସୋସିଆଲ ମିଡ଼ିଆରେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏହି ଦୁଃଖଦ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନବେ ଦଶକର ସଫଳ…

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ…

ରଣବୀରଙ୍କ ଜନ୍ମଦିନରେ ହାର୍ଲେ ଡାଭିଡ଼ସନ ବାଇକ ଗିଫ୍ଟ କରିଥିଲେ ସଞ୍ଜୁବାବା, ରିଷି କପୁରଙ୍କଠୁ ଖାଇଥିଲେ ଗାଳି

ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ପାଇଁ ବେଶ ଚର୍ଚ୍ଚାରେ ଥିବା ରଣବୀର କପୁର ଖୋଲିଛନ୍ତି ନୁଆ ଗୁମର । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ରଣବୀର କହିଛନ୍ତି ତାଙ୍କ ଜନ୍ମଦିନରେ ହାର୍ଲେ ଡ଼ାଭିଡ଼ସନ ର ବାଇକ ସଞ୍ଜୟ ତାଙ୍କୁ ଗିଫ୍ଟ କରିଥିଲେ । ତେବେ ବାପା ରିଷି କପୁରଙ୍କ ଭୟରେ ଏହାକୁ…

କ୍ୟାନସର ଚିକିତ୍ସା ଲାଗି ସୋଆ ଓ ରୋଟାରୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : କ୍ୟାନସର ରୋଗରେ ପିଡ଼ିତ ଗରିବ ରୋଗୀମାନଙ୍କୁ କିଭଳି କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା, ଯୋଗାଇ ଦିଆଯଇପାରିବ ସେ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ରୋଟାରୀ କ୍ୟାନ୍ସର…

ଏବେ ବାହାରେ ମଳତ୍ୟାଗ କଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ: ବିଏମସି

ଭୁବନେଶ୍ୱର : ଏବେ ବାହାରେ ମଳତ୍ୟାଗ କଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିିପାଲ କର୍ପୋରେସନ (ବିଏମସି) ସ୍ଥିର କରିଛି । ତେବେ ସ୍ଥାନୀୟ ୱାର୍ଡ଼ ସାନିଟେସନ କମିଟି ଓ ସେଲ୍ଫ ହେଲପ ଗ୍ରୁପର ଅଭିଯୋଗକୁ ଭିତ୍ତିକରି ବାହାରେ ମଳତ୍ୟାଗ କରୁଥିବା…

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ଲାଗି ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ପୁରୀ ଶ୍ରୀମନ୍ଦିରର ଅଣସର ଘରେ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ୩୫ କିମି ଦୂର ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଏବେ ଭକ୍ତମାନେ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରୁଛନ୍ତି । ହଜାର ହଜାର ଭକ୍ତମାନେ ଭିଡ଼ ଲାଗିଲାଣି…

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ…