Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ତ୍ୱଚା ଚମକାଇବା ଚନ୍ଦନ !

ଭୁବନେଶ୍ୱର: ସୁନ୍ଦର, ମସୃଣ ଓ ଚମକଦାର ତ୍ୱଚା କାହାରବା ପସନ୍ଦ ନୁହେଁ। ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ଅନିୟମିତ ଭରା ଜୀବନ ଶୈଳୀ ତ୍ୱଚାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବା ଚମକ ଛଡାଇ ନେଉଛି । ଏହାସହ ଦୂଷିତ ବାୟୁମଣ୍ଡଳ କାରଣରୁ ମଧ୍ୟ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା…

ପିଲାମାନେ କାହିଁକି କରନ୍ତି ଆତ୍ମହତ୍ୟା ଭଳି ବଡ ଭୁଲ୍ ?

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ଏହି ୩ ଟି ଯୋଗାସନ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଢେର ଅଧିକ । ମାତ୍ର କରୋନା ମହାମାରୀକୁ ଦୃଷ୍ଟିରେ ରଖିଲେ ଏହାର ଆବଶ୍ୟକତା ଆହୁରି ଅନେକ ବଢି ଯାଇଛି । କରୋନା ସହ ଲଢ଼ିବାକୁ ଆମକୁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି। ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ…

ସାବଧାନ! ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

ନିଦ ନହେଉ ଥିଲେ ଆପଣାନ୍ତୁ ଏହିସବୁ ସରଳ ଉପାୟ

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ସୁଖ ନିଦ୍ରା ନିତ୍ୟାନ୍ତ ଆବଶ୍ୟକ । ନିଦର ପରିମାଣ ଓ ସମୟ ଠିକ ନରହିଲେ ତ୍ୱଚାର ଉଜ୍ବଳତା ହ୍ରାସ ପାଇବା ସହ ଅନେକ ପ୍ରକାର ରୋଗ ମଧ୍ୟ ମାଡିବସେ। ଆଜି ଆସନ୍ତୁ ଜାଣିବା ଏହି ଅନିଦ୍ରାରୁ ମୁକ୍ତି ପାଇବାର କିଛି ଉପାୟ... ନିୟମିତ ବ୍ୟାୟମ କରନ୍ତୁ। ଏହା ଦ୍ୱାରା…

ପ୍ଲାଷ୍ଟିକ ସର୍ଜରୀ କ’ଣ ? ଜାଣନ୍ତୁ, ଏହାର ବିଶେଷତ୍ଵ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁଲାଇ ୧୫ ତାରିଖକୁ 'ଜାତୀୟ ପ୍ଲାଷ୍ଟିକ ସର୍ଜରୀ' ଦିବସ ରୂପେ ପାଳନ କରାଯାଇଥାଏ । ବର୍ତମାନ ପରିସ୍ଥିତିରେ ପ୍ଲାଷ୍ଟିକ ସର୍ଜରୀର ଗୁରୁତ୍ୱକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଯଦିଓ ପ୍ଲାଷ୍ଟିକ୍ ସର୍ଜରୀ…

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଦ୍ୱାରା କ୍ଷତି ହେବାର ଆଶଙ୍କା ଅଧିକ !

ବ୍ରସେଲ୍ସ: କରୋନାଭାଇରସ ସଂକ୍ରମଣ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ସୀମିତ ତଥ୍ୟ ଥିବା ଚିକିତ୍ସା ନିୟନ୍ତ୍ରଣ ପାଇଁ ଥିବା ୟୁରୋପୀୟ ସଙ୍ଘ ଏଜେନ୍ସିର ବୈଜ୍ଞାନିକମାନେ କହିଛନ୍ତି । ଏହି ଅଧ୍ୟୟନରେ ରୋଗ ନିୟନ୍ତ୍ରଣ ଓ ନିବାରଣର…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ନଡ଼ିଆ !

ଭୁବନେଶ୍ୱର: ଆମ ଶରୀର ପାଇଁ ନଡ଼ିଆ ଅନେକ ଉପକାରୀ ସାବ୍ୟସ୍ତ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ। ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ବୃଦ୍ଧି କରିଥାଏ ଯାହାକି ଏହି ମହାମାରୀ ସମୟରେ…

ମାସ୍କ ପିନ୍ଧିବା ପରେ ମଧ୍ୟ କେତେ ରହିଛି ସଂକ୍ରମଣର ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱକୁ ଗ୍ରାସିଲାଣି କରୋନା ସଙ୍କଟ । ଏତେ କଟକଣା ଓ ସତର୍କତା ସତ୍ତ୍ୱେ ବି କମିବା ବଦଳରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ ଏଯାଏଁ କୌଣସି ଔଷଧରେ ବାଜି ନାହିଁ ମୋହର । ଏଭଳି ସମୟରେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ…