Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

କରୋନା ରହିବ ଦୂରରେ: ଏହିସବୁ ଉପାୟ ଦ୍ୱାରା ବଢାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦରକାର ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ି ଜିତିହେବ। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆମକୁ ସବୁଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

ଏହି ୫ ଖାଦ୍ୟ ବଢାଇବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି !

ଭୁବନେଶ୍ୱର: ଖାସ କରି ବର୍ଷା ଓ ଶୀତଋତୁରେ ପିଲାମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା ସାଧାରଣତଃ ଥଣ୍ଡା, ଫ୍ଲୁ, ଗଳା ସଂକ୍ରମଣ ଏବଂ ପେଟ ଜନିତ ସମସ୍ୟା ସହିତ ଜଡିତ ହୋଇଥାଏ। ଯେହେତୁ ପିଲାମାନେ ଅଧିକ ଅସାବଧାନ ଏବଂ ଅଧିକାଂଶ ସମୟରେ ବାହାରେ ଖେଳାଖେଳି କରନ୍ତି, ବେଳେ ବେଳେ…

ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ…

ଭୁବନେଶ୍ୱର: ସାମ୍ପ୍ରତିକି ଲକଡାଉନ ସ୍ଥିତିରେ ପ୍ରାୟ ସମସ୍ତ ବିଉଟି ପାର୍ଲର, ସେଲୁନ୍ ଓ ସ୍ପା ବନ୍ଦ ରହିଛି। ଏଭଳି ସମୟରେ ମହିଳାମାନେ ନିଜ ରୋଷେଇ ଘରେ ଖୁବ ସହଜରେ ମିଳୁଥିବା ବେସନକୁ ବ୍ୟବହାର କରି ନିଜ ପାଇଁ ଫେସ ମାସ୍କ ଓ ଫେସ ପ୍ୟାକ୍ସ ବନାଇ ନିଜ ତ୍ୱଚାର ଯତ୍ନ ନେଉଛନ୍ତି। ଖାଲି ଯେ…

ବର୍ଷା ଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ ଏହି ୧୦ ଉପାୟ

ଭୁବନେଶ୍ୱର: ଗ୍ରୀଷ୍ମର ପ୍ରଚଣ୍ଡ ଖରା ପରେ ମୌସୁମୀ ଆସିଲେ ଖୁବ୍ ଆରାମ ଲାଗେ। ବର୍ଷାର ବୁନ୍ଦା ବୁନ୍ଦା ପାଣିରେ ସମସ୍ତେ ଭିଜିବାକୁ ଆଗେଇ ଆସିଥାନ୍ତି। ଯଦି ଆପଣମାନେ ମଧ୍ୟ ବର୍ଷାର ମଜା ନେଉଛନ୍ତି, ତେବେ ନିଜ ଶରୀର କଥା ଜମାରୁ ଭୁଲି ଯିବେ ନାହିଁ। କାରଣ ବର୍ଷା ଋତୁରେ ଆପଣଙ୍କୁ ଭୁତାଣୁ…

କରୋନାକୁ ଦୂରେଇ ରଖିବ ସକାଳର ସୂର୍ଯ୍ୟ କିରଣ : କେତେ ସତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଯାଏଁ ଏହାର ପ୍ରତିଷେଧକ ବାହାରି ନାହିଁ। ଯେଯାଏଁ ଏହି ପ୍ରତିଷେଧକ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବା ସହ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ । ଶୁଣିବାକୁ ମିଳେ…

ଲକଡାଉନରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: ଲକଡାଉନ ଯୋଗୁଁ ସମସ୍ତେ ଗୃହବନ୍ଦୀ। ସବୁଆଡେ ବନ୍ଦ ଯୋଗୁଁ ବାହାରକୁ ଯିବା ମନା । ଘରେ ବସି ବସି ଅନେକ ନିଜର ଓଜନ ବଢ଼ାଉଛନ୍ତି । ତେବେ ଏହା ମଧ୍ୟରେ କିଭଳି ଆପଣ ନିଜର ଓଜନକୁ କମାଇବେ ଏନେଇ ଜାଣନ୍ତୁ କିଛି ସରଳ ଟିପ୍ସ... କରୋନା ପାଇଁ ଜିମ୍‌ ବନ୍ଦ ରହିଛି। କିନ୍ତୁ ଆପଣ ଘରେ…

ଅତ୍ୟଧିକ ଲୁଣ ଖାଉଛନ୍ତି କି? ତାହେଲେ ରୁହନ୍ତୁ ସାବଧାନ !

ଭୁବନେଶ୍ୱର: କୁହାଯାଏ ଲୁଣ ବିନା ଖାଦ୍ୟର ସ୍ବାଦ ଅଧା ରହିଯାଏ। ଯେତେ ଭଲରେ ଆପଣ ଖାଦ୍ୟକୁ ରୋଷେଇ କରନ୍ତୁ ନା କାହିଁକି ଲୁଣ ନଥିଲେ ସବୁ ବ୍ୟଞ୍ଜନ ଏକପ୍ରକାର ବେସୁଆଦିଆ ଲାଗିଥାଏ। ହେଲେ ଜାଣିଛନ୍ତି କି ଆମ ଦୈନିକ ଖାଦ୍ୟରେ ଲୁଣର ପରିମାଣ ଆଵଶ୍ୟକତା ଠାରୁ ଅଧିକ ହେଇଗଲେ ତାହା ମଧ୍ୟ ବିପଦର…

କରୋନାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ଯଥାଶୀଘ୍ର ଛାଡ଼ନ୍ତୁ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: କରୋନାକୁ ନେଇ ସବୁଠୁ ଚିନ୍ତା । ଏହାର ପ୍ରତିଷେଧକ ଔଷଧ ବହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ବିକଳ୍ପ । ଏଥିରୁ ବଞ୍ଚିବା ପାଇଁ ସମାଜିକ ଦୂରତା ଓ ଅନ୍ୟ ସଚେତନତା ଭଳି ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ । ଶରୀରରେ ଏହି ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା…