Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଏହି ବ୍ଲଡ଼ ଗ୍ରୁପ ପାଇଁ ଅଧିକ ମାରାତ୍ମକ ସାବ୍ୟସ୍ତ ହେଉଛି କରୋନା !

ଭୁବନେଶ୍ୱର: ସାରାଦେଶରେ କରୋନା ସଙ୍କଟ । ଧୀରେଧୀରେ କରି ଏହା ୨୦୦ ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି।ଭାରତରେ ମଧ୍ୟ ଦୃତ ଗତିରେ ସଂକ୍ରମଣ ମାଡି ଚାଲିଛି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ନେଇ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା…

ସକାଳ ଜଳଖିଆରେ ସାମିଲ କରନ୍ତୁ ବାସିରୁଟି; ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ମାତ୍ର ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବାସି ରୁଟି ଖାଇବା ଦ୍ୱାରା ଅନେକ…

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ…

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି ।…

କରୋନା ମୁକାବିଲା: ରାଜ୍ୟର ପ୍ରଥମ ଘରୋଇ କୋଭିଡ୍‌୧୯ ଟେଷ୍ଟିଂ ଲ୍ୟାବ୍ ଭାବେ ଅନୁମତି ପାଇଲା ଆପୋଲୋ ହସ୍ପିଟାଲ୍

ଭୁବନେଶ୍ୱର: କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ରାଜ୍ୟର ପ୍ରଥମ ଘରୋଇ ସଂସ୍ଥା ଭାବେ ରାଜଧାନୀର ଆପୋଲୋ ହସ୍ପିଟାଲ୍‌କୁ ମିଳିଛି ଆଇସିଏମ୍‌ଆର୍ ଅନୁମତି । ଏହାକୁ ମିଶାଇ ରାଜ୍ୟରେ ଆଠଟି ସ୍ଥାନରେ କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ହୋଇଛି । ଏଥିସହିତ ମଙ୍ଗଳବାର…

ଲକ୍ ଡାଉନ ଡାଏରୀ: ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ତତ୍ପର ଅଛନ୍ତି ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ…

ଭୁବନେଶ୍ୱର: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବେଶ୍ ନାଁ ରହିଛି । ତେବେ ଦିନ ରାତି ଏକ କରି ଏତେ ବଡ ବିଶ୍ୱବିଦ୍ୟାଳୟ ସହ ସମ୍ ହସ୍ପିଟାଲ ଠିଆ କରି ସଫଳଭାବରେ ପରିଚାଳନା କରିବାରେ ପ୍ରମୁଖ ଭୁମିକା ରହିଛି ଏହାର ପ୍ରତିଷ୍ଠାତା ତଥା…

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ ଅଲଟିମେଟ ମେଡିକେଆର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର ମହାପାତ୍ର…

ଓଡିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ: ଶାଳିନୀ ପଣ୍ଡିତ୍‌

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇଥିବା ୫୦ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇନଥିବା ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସେ…

କରୋନା ପଜିଟିଭ ସୁସ୍ଥ ହେବାର ଶ୍ରେୟ ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟବିଭାଗ ଟିମ୍‌କୁ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୧୦ ଜଣ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ଏକ ଅତ୍ୟନ୍ତ ଖୁସି ଖବର ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥି ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍‌, ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍‌ଙ୍କୁ ସେ…

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା…