Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଓଡିଶାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଦୁଇ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ…

ଏପ୍ରିଲ୍ ୯ରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ୱର: ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର ଠାରୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ଘରୁ ବାହାରିବା ମାତ୍ରେ କୌଣସି ବି ଉପଲବ୍ଧ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଲୋକେ କୌଣସି ଜରୁରୀ…

କୋଭିଡ୍୧୯ ହସ୍ପିଟାଲ୍ ବେଡ୍ କ୍ଷମତା ୧୫ ଏପ୍ରିଲ୍ ସୁଦ୍ଧା ୩୦୦୦କୁ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଂଚଳରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍‌ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌୧୯ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରି ଅତି କମ୍‌ରେ ୩୦୦୦ କରିବାକୁ ସେ ଅଧିକାରମାନଙ୍କୁ…

ଲକଡାଉନ ସମୟରେ ବଢୁଛି ଅନଲାଇନ ଫିଟନେସ୍ ଟ୍ରେନିଂ ଚାହିଦା…

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଯାହାଫଳରେ ଜନସାଧାରଣ ଘର ମଧ୍ୟରେ ଏକପ୍ରକାର ବନ୍ଦ ହୋଇରହିଛନ୍ତି । ଏପରିକି ବହୁ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ର ସୁବିଧା ଦେଉଛନ୍ତି । ଯେଉଁଥିପାଇଁ ଲୋକମାନଙ୍କର ଦୈନନ୍ଦୀନ…

ଗର୍ଭବତୀଙ୍କୁ ହସ୍ପିଟାଲରେ ମିଳିଲାନି ଆଡମିଶନ, ନବଜନ୍ମିତ ଶିଶୁର ମୃତ୍ୟୁ !

ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ । Rajasthan: A pregnant woman was allegedly denied admission into Janana Hospital,…

କରୋନା ସଂକ୍ରମଣ: ବାହାରକୁ ବାହାରିଲେ ମୁହଁ ଘୋଡାଇ ରଖିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : କୌଣସି ଲକ୍ଷଣ ଦେଖାଯାଉ ନ ଥିବା କରୋନା ସଂକ୍ରମିତ ରୋଗୀ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ନିହାତି ଆବଶ୍ୟକ ପଡିଲେ ବାହାରକୁ…

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…

ଆପୋଲୋର ପ୍ରୋଜେକ୍ଟ ଷ୍ଟେ ଆଇ: ହୋଟେଲ କୋଠରିରେ ଆଇସୋଲେସନ ରୁମ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ ପକ୍ଷରୁ ପ୍ରୋଜେକ୍ଟ ଷ୍ଟେ ଆଇ ବିଷୟରେ ଘୋଷଣା କରାଯାଇଛି । ଏଥିରେ କ୍ୱାରାଟିଂନ୍ ପାଇଁ ହୋଟେଲ୍ କୋଠରିଗୁଡ଼ିକୁ ଆଇସୋଲେସନ୍ ରୁମ୍‌ରେ ପରିଣତ କରାଯାଉଛି । ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଏଠାରେ ଏଭଳି ଭାବେ ରଖାଯାଉଛି ଯଦ୍ୱାରା…

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ…

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…