Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଚକଲେଟ ଭଲ କରିବ କ୍ୟାନସର !

ଭୁବନେଶ୍ୱର: ପିଲାଠାରୁ ବୁଢ଼ା ଚକଲେଟ ସମସ୍ତଙ୍କର ଅତିପ୍ରିୟ । ଚକଲେଟ ଖାଇବା ପାଇଁ କିଏ ବା ଭଲନପାଏ । ଆପଣ ଯଦି ଚକଲେଟ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଜାଣି ରଖନ୍ତୁ ଏଥିରୁ କଣ ସବୁ ଫାଇଦା ମିଳେ ... ମାତ୍ର ମନେ ରଖନ୍ତୁ ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ…

ଆଜିଠାରୁ ବନ୍ଦ କରନ୍ତୁ ଖାଲି ପେଟରେ ଚା’ ପିଇବା, ନହେଲେ ହୋଇପାରେ ଏହିସବୁ ରୋଗ

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଚା' ଏକ ଅଭିନ୍ନ ଅଙ୍ଗ ହୋଇ ସାରିଛି । ଅନେକ ଲୋକ ଚା' ପିଇ ନିଜ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଚା' ପିଇବା ଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗୁଥିବା କହନ୍ତି ।ଆପଣ ଯଦି ଖାଲି ପେଟରେ ଚା' ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା…

ପ୍ରତ୍ୟେକ ଦିନ ଖାଆନ୍ତୁ ୫ ଟି କାଜୁ, ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ସତେ ଯେପରି ଆମେ ଭୁଲି ଗଲେଣି। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ସାଙ୍ଗକୁ କମ୍ ପାଣି ପିଇବା ଦ୍ୱାରା ଆମେ ନାନାଦି ରୋଗର ଶିକାର ହେଉଛନ୍ତି । ସମସ୍ୟାଥିଲେ ଏହାର ସମାଧାନ ମଧ୍ୟ ନିଶ୍ଚିତ ରହିଛି। ତେବେ ବ୍ୟସ୍ତତା ମଧ୍ୟରେ…

ଶୀତଦିନେ ଶିଶୁର ଶୁଷ୍କ ତ୍ୱଚାକୁ ଏହିଭଳି କରନ୍ତୁ ମଶ୍ଚରାଇଜ!

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହୋଇଗଲାଣି । ଶିତଦିନରେ ଶିଶୁଙ୍କ ଯତ୍ନ ନେବା ମାଆ ମାନଙ୍କ ପାଇଁ କାଠିକର କଥା ହୋଇଯାଏ । ଶିଶୁଙ୍କ ତ୍ୱଚା କୋମଳ ହୋଇଥିବାରୁ ଏହା ଶୀତଦିନରେ ସମ୍ପୂର୍ଣ୍ଣ ଶୁଷ୍କ ଓ ରୁକ୍ଷ ହୋଇଯାଏ । ପିଲାମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ନିମନ୍ତେ ଆପଣାନ୍ତୁ ଏହି ସରଳ…

ରକ୍ତ ଭଣ୍ଡାରର ପରିଭାଷା ବଦଳାଇଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍: ବିଶେଷଜ୍ଞ

ଭୁବନେଶ୍ୱର: ବିଗତ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ହେବ ରକ୍ତ ଭଣ୍ଡାରର ପରିଭାଷା ବଦଳିବା ସହ ଏହି କ୍ଷେତ୍ରରେ ଅନେକ ପରିବର୍ତନ ଆସିପାରିଛି । ରକ୍ତ ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହାର ସ୍ଥାନ ନେଇସାରିଛି ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍…

ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ ପାନ ପତ୍ର !

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର; ଉପକୃତ ହେଲେ ୮୫୦ ରୋଗୀ

ଧାମରା: ଗ୍ରାମାଞ୍ଚଳରେ ଉକ୍ରୃଷ୍ଟ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଧାମରା ପୋର୍ଟ ସିଏସଆର୍ ବିଭାଗ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଜାଗୁଳା ରେଡ୍କ୍ରସ ବାତ୍ୟା ଆଶ୍ରୟ ସ୍ଥଳଠାରେ ୨୦ ତାରିଖରେ ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟଶିବିରରେ ପ୍ରାୟ ୮୫୦ ରୁ ଊଦ୍ଧ୍ୱର୍ ରୋଗୀ ଏବଂ…

ଶୀତଦିନିଆ କଅଁଳ ଖରାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଶରୀରକୁ ଭଲ ଲାଗୁଥିବା ଏହି ଅଭ୍ୟାସ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିତଦିନିଆ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କଲେ ଦେହରେ…

ଶୀତଦିନରେ ଏହିସବୁ ଖାଦ୍ୟ ଆପଣଙ୍କୁ ରଖିବ ରୋଗମୁକ୍ତ !

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ନାନାଦି ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ତେବେ ଏସବୁରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି…