Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ପତ୍ର ଭୋଜନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ୱର: ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ପୂର୍ବରୁ ପତ୍ରର ବହୁଳ ବ୍ୟବହାର କରାଯାଉଥିଲା । ବିଭିନ୍ନ ପ୍ରକାରର ପତ୍ରରେ ଥାଳି ତିଆରି କରାଯାଇ ସେଥିରେ ଲୋକେ ଖାଦ୍ୟ ଖାଉଥିଲେ ।…

ଚିନି ଖାଇବାକୁ ମନା ହୋଇଥିଲେ ଆପଣାନ୍ତୁ ଏହିସବୁ ପ୍ରାକୃତିକ ବିକଳ୍ପ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ଅତିବାହିତ କରିବା ପାଇଁ ଆଜିର ଯୁବପିଢି ଅନେକ ଖାଦ୍ୟପେୟ ଠାରୁ ଦୂରେଇ ରହୁଛନ୍ତି । ତାହା ମଧ୍ୟରୁ ଚିନି ଅନ୍ୟତମ । ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ବାଧ୍ୟ ହୋଇ ଦୁରେଇ ରହିବାକୁ ପଡୁଛି । ତେବେ ଆମେ ଆଜି ଆପଣଙ୍କୁ…

ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…

ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି । ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?…

ଦୃଷ୍ଟିଶକ୍ତି କମ୍ ହୋଇ ଯାଇଥିଲେ ଆଜିଠୁଁ ଖାଇବା ଆରମ୍ଭ କରନ୍ତୁ ଏହି ପରିବା !

ଭୁବନେଶ୍ୱର: ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ୍ ହୋଇଯାଇଥିବା ଆପଣ ଅନୁଭବ କରୁଛନ୍ତି, ତେବେ ଆଦୋୖ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପାରିବା ସମ୍ପର୍କରେ କହିବୁ ଯାହାକୁ ନିୟମିତ ସେବନ ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଠିକ ହୋଇଯିବ । ଗାଜର ଶରୀର ପାଇଁ ବେଶ୍‌…

ଆଜମା ଭଲ କରିବ କନ୍ଦମୂଳ !

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ହିଁ ନାନାଦି ରୋଗର ମୂଖ୍ୟ କାରଣ ସାଜିଛି । ଯାହାର ପ୍ରତିକାର ମଧ୍ୟ ଏଯାଏଁ ମିଳି ପାରୁନାହିଁ ଆମେ ଯଦି ଆପଣଙ୍କୁ ଆଜ୍ମା ଭଳି ଏକ ମାରାତ୍ମକ ରୋଗ ରୋଗର ଔଷଧ ଆପଣଙ୍କ ରୋଷେଇ ଘରେ ଅଛି ... ଆଜ୍ମା ଭକକରିବ କନ୍ଦମୂଳ: କନ୍ଦମୂଳରେ ଫାଇବର୍‌,…

ପରିବର୍ତ୍ତିତ ପାଗରେ ଏହିପରି ନିଅନ୍ତୁ ନିଜର ଯତ୍ନ …

ଭୁବନେଶ୍ୱର: କିଛିଦିନ ହେବ ପାଗରେ ଖୁବ ପରିବର୍ତ୍ତନ ପରିଲିଖିତ ହେଉଛି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଛି । ପାଗର ଏଭଳି ହଠାତ ବଦଳିବା ଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ବଦଳୁଥିବା ପାଗ ନିଜ ସହ ରୋଗକୁ ଆମନ୍ତ୍ରଣ କରିଥାଏ ।…

ସକାଳୁ ଚାଲନ୍ତୁ ଖାଲି ପାଦରେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ ମର୍ଣ୍ଣିଙ୍ଗ୍ ଓ୍ବାକ୍ କରିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ, ସବୁଜ ଘାସରେ ଖାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର ହୋଇଥାଏ । ଏହା ଏକ ବ୍ୟାୟାମ ଅଟେ କିନ୍ତୁ ଆପଣ ଜାଣିଛନ୍ତି…

ଏହି ସରଳ ଉପାୟରେ ନିଜ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ !

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

ଏହିସବୁ ପୃଷ୍ଟିସାର ଅଭାବରୁ ଦେଖାଦିଏ ବଧିର ସମସ୍ୟା !

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଢେର ଅଧିକା । ଶରୀରରେ ଭିଟାମିନ ଯୁକ୍ତ ଖାଦ୍ୟର ଅଭାବ ପରିଲିଖିତ ହେଲେ ନାନାଦି ସମସ୍ୟା ମାନ ଦେଖାଦେଇଥାଏ। ଆଜିକାଲି ଲୋକମାନଙ୍କର ପରିବର୍ତ୍ତିତ ଜୀବନ ଶୈଳୀ ହିଁ ଭିଟାମିନ ଅଭାବର ମୁଖ୍ୟ କାରଣ ସାଜୁଛି । କାମର ଚାପ ବଢ଼ିବା ସହ…

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା'ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ…